ସଚ୍ଚା ପ୍ରେମର 7ଟି ବଚନ…. ସର୍ବଦା ମନେ ରଖନ୍ତୁ- Krishna Vani

ପ୍ରେମଏମିତି ଏକ ପବିତ୍ର ବନ୍ଧନ ଯାହା ଉଭୟ ପୁଅ ଓ ଝିଅ ମଧ୍ୟରେ ହୋଇଥାଏ । ପ୍ରେମ କରୁଥିବା ନାରୀ ଓ ପୁରୁଷ ସାତ ବଚନ ନିଭାଇଥାନ୍ତି । ଯେଉଁ ମାନେ ଏହି ସାତ ବଚନ ରକ୍ଷା କରିଥାନ୍ତି ସେମାନେ କେବେ ବି ଅଲଗା ହୁଅନ୍ତି ନାହି । ଏହି ସାତ ବଚନ ଦ୍ଵାରା ଉଭୟ ପୁଅ ଓ ଝିଅ ପରସ୍ପର ସହ ବାନ୍ଧି ହୋଇ ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସାତ ବଚନ କଣ ସେହି ବିଷୟରେ କହିବାକୁ ଯାଉଛୁ ।

୧- ପ୍ରେମର ପ୍ରଥମ ବଚନ ହେଉଛୁ ଦୁଇ ପ୍ରେମୀ ଯୁଗଳ କେବେ ବି ପରସ୍ପର ସାଥ ଛାଡନ୍ତି ନାହି । ପରସ୍ପରର ସାହାଜ୍ୟ କରିବା ସାହ ସାଥି ହୋଇ ଦୁଖ ସୁଖରେ ଏକାଠି ରହିବେ । ଯେ କୌଣସି ପରିସ୍ଥିତିରେ ପ୍ରେମିକ ଓ ପ୍ରେମିକା ପରସ୍ପରର ହାତ ଧରିବା ଉଚିତ ।

୨- ପ୍ରେମର ଦିତୀୟ ବଚନ ହେଉଛି ଯେବେ ପ୍ରେମୀ ହଜିଯାଏ ତେବେ ତାକୁ ପୁନ ପାଇବା ପାଇଁ ସଂସାର ଠାରୁ ଅନୁମତି ନେବାକୁ ପଡିବ ନାହି । ନିଜ ପ୍ରେମକୁ ପାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବାକୁ ପଡିବ ।

୩- ପ୍ରେମର ୩ୟ ବଚନା ହେଉଛି ଏମିତି ପ୍ରେମ କରିବା ଦରାକର ଯାହା ମନରୁ ହୋଇଥିବା । ପ୍ରେମ ଏତେ ରଙ୍ଗ ଭରିବା ଉଚିତ ଯାହା ଦ୍ଵାରା କେବଳ ଆପଣଙ୍କୁ ଆପଣଙ୍କର ପ୍ରେମ ନଜର ଆସିବ ।

୪- ପ୍ରେମର ଚତୁର୍ଥ ବଚନ ହେଉଛି ଯଦି ପ୍ରେମୀ ଯୁଗଳ ଅନୁଚିତ ମାର୍ଗରେ ଯାଆନ୍ତି ତେବେ ତେବେ ଦୁହେଁ ନିଜର ଭଲ ପାଇବା ଫେରାଇ ଆଣିବା ପାଇଁ ତାଙ୍କୁ ବୁଝାଇ ପୁଣି ଭଲ ବାଟକୁ ଆଣିବାକୁ ପଡିବ । କାରଣ ଯେଉଁଠାରେ ଅନନ୍ତ ପ୍ରେମ ରହିଥିବ ସେଠାରେ ଦୂରତା ରଖିବା ଅନୁଚିତ ଅଟେ ।

୫- ପ୍ରେମର ପଞ୍ଚମ ବଚନ ହେଉଛି ପ୍ରେମୀ ଯୁଗଳଙ୍କୁ ପରସ୍ପରର ବାସ୍ତବିକ ରୂପର ପରିଚୟ ଦେବାକୁ ପଡିବ । କେବେ ବି କର୍ମକୁ ଭୁଲିବା ଉଚିତ ନୁହେଁ । ପ୍ରେମ କରିବା ସହ ବ୍ୟକ୍ତି କର୍ମ କରିବା ନିହାତି ଜରୁରୀ ଅଟେ ।

୬- ପ୍ରେମର ଷଷ୍ଠ ବଚନ ହେଉଛି ଯଦି ଦୁଇ ପ୍ରେମୀ କୌଣସି କାରଣରୁ ଦୂରେଇ ଯାଆନ୍ତି ତେବେ ଦୁହିଙ୍କ ପ୍ରେମରେ ଟିକେ ହେଲେ ବି କମି ଆସିବା ଉଚିତ ନୁହେଁ । ପ୍ରତେକ ପରିସ୍ଥିତିରେ ଦୁହେଁ ନିଜର ପ୍ରେମକୁ ମାନେ ପକାଇବା ଉଚିତ ।

୭- ପ୍ରେମର ସପ୍ତମ ବଚନ ହେଉଛି ପ୍ରେମ ପାଇଁ ପ୍ରେମୀ ଯୁଗଳଙ୍କୁ ପରସ୍ପର ପାଇଁ କିଛି ବି କରିବାକୁ ପଡିବ । ପ୍ରତେକ ପରିସ୍ଥିତିର ସାମନା କରିବାକୁ ପଡିବ ଯାହା ଦ୍ଵାରା କି ପ୍ରେମୀ ଯୁଗଳ ପରସ୍ପରକୁ ପାଇ ପାରିବେ ।

ତେବେ ଯେଉଁ ପ୍ରେମିକ ବା ପ୍ରେମିକା ଏହି ସାତ ବଚନର ପଲାଣ କରିବେ ସେମାନେ ଜୀବନ ସାରା ପ୍ରେମର ଆନନ୍ଦ ନେଇ ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *