ପ୍ରତ୍ୟକ ଝିଅ ଏହି ୩ ଟି ଜିନିଷ ପାଇବାର ଆଶା ରଖିଥାଏ ଜଣେ ପୁଅ ଠାରୁ- Krishna Vani

ବନ୍ଧୁଗଣ ଜଣେ ଝିଅଟି ଅନେକ ସ୍ଵୋପ୍ନ ଦେଖିଥାଏ । ତାହାର ମନର ମଣିଷ ସବୁ କ୍ଷେତ୍ରରେ ତାହା ସଙ୍ଗେ ରହୁ । ତାର ମନର ମଣିଷ ତାକୁ ବହୁତ ଭଲ ପାଉ । ମନରେ ଅନେକ ଆଶା ରହିଥାଏ । ତାହାର ମନର ମଣିଷ କିଛି କରୁ କି ନା କରୁ କିନ୍ତୁ ଝିଅଟି ର ଇଜ୍ଜତ ନିଶ୍ଚୟ କରୁ । ସେ ସବୁବେଳେ ଚିନ୍ତା କରିଥାଏ ସମ୍ପର୍କ ବନ୍ଧୁତତାର ହେଉ କିମ୍ବା ପ୍ରେମ ର ହେଉ ଉଭୟ କ୍ଷେତ୍ରରେ ବିଶ୍ଵାସ ପରିପୂର୍ଣ୍ଣ ହୋଇ ରହିଥାଉ ।  ଝିଅଟି ସର୍ବଦା ଚାହିଁଥାଏ ପୁଅ ଜଣକ ତାହାର ଇଜ୍ଜତ କରିବା ସହିତ ତାର ମାନ ସନ୍ନମାନ କରୁ । ଏହା ସହିତ ପରିବାର ବର୍ଗ ଙ୍କର ମଧ୍ୟ ସନ୍ନମାନ କରୁ । ବନ୍ଧୁଗଣ ଯେ କୌଣସି ଝିଅ ଏହା ମନରେ ଭାବିଥାଏ ଯେ ।

୧- ତାହାର ମନର ମଣିଷ ଯାହାକୁ ସେ ଅତ୍ୟଧିକ ଭଲ ପାଉଛି, ଯଦି ତାହାର ଅତୀତ କାଳରେ କାହା ସହିତ ପ୍ରେମ ସମ୍ପର୍କ ରେ ରହିଥାଏ । ତେବେ ସେ ବର୍ତ୍ତମାନ ସମ୍ପର୍କରେ ପୁନ୍ନର୍ବାର ସେହି ସମ୍ପର୍କ କୁ ଯେମିତି ନ ନେଇ ଆସୁ । ସେ ସର୍ବଦା ଚାହିଁଥାଏ ପବ୍ଲିକ ରେ ଯଦି ତାହା ସହିତ କିଛି ଘଟଣା ଘଟେ ତେବେ ତାଙ୍କୁ ଷପୋର୍ଟ କରୁ, ଏବଂ କୌଣସି କାରଣ ବଶତ ଯଦି କିଛି ଭୁଲ ବୁଝାମଣା ଯୋଗୁଁ କାହା ସହିତ ଝଗଡା ଲାଗି ମନ ଦୁଖ ଥାଏ ତେବେ ସେହି ସମୟରେ ସେହି ପୁଅଟି ତାକୁ ବୁଝାଉ ।

ଯଦି ସେ ଭୁଲ ଥିବା ତେବେ ସେହି ପୁଅଟି ତାକୁ ବୁଝାଉ ଯେ ତାହାର ଭୁଲ କେଉଁଠାରେ ରହିଛି । ମାତ୍ର ସମସ୍ତଙ୍କ ସାମ୍ନାରେ ତା ବିରୁଦ୍ଧରେ କିଛି କହିଲେ ତାହା ମନ କଷ୍ଟ ହୋଇଥାଏ । ତାକୁ ସମସ୍ତ ଠିକ କାର୍ଯ୍ୟ ପାଇଁ ପ୍ରେରଣା ଦେଉ । ତାହା ସାଥିରେ ପାଦରେ ପାଦ ମିଶାଇ ଚାଲିଥାଉ । ତାଙ୍କୁ କେବେ ମଧ୍ୟ ଆଙ୍ଗୁଠି ଉଠେଇ କିଛି ଭୁଲ ନ କୁହନ୍ତୁ ।

୨- କେବେ ମଧ୍ୟ ତାକୁ ଛାଡିକି ନ ଯାଅନ୍ତୁ । ଅନେକ ସମୟରେ ସ୍ଥିତି ଏହିଭଳି ଆସିଥାଏ ଯେତେବେଳେ ତାକୁ ଅନେକ ସମୟରେ ଆପଣଙ୍କର ଆବଶ୍ୟକ ହୋଇଥାଏ । ମନେ ରଖନ୍ତୁ ତାଙ୍କୁ ଭୀରୁ ଭଳି ଅଧା ରାସ୍ତା ରେ ଛାଡି ଯାଆନ୍ତୁ ନାହିଁ । କାରଣ ସେ ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ପ୍ରେମ ବଦଳରେ ସେ କେବଳ ପ୍ରେମ ଆଶା କରନ୍ତି ।

୩- ତାଙ୍କ ପାଇଁ ସମୟ ମଧ୍ୟ କାଢନ୍ତୁ, ଆପଣ ନିଜ ଲାଇଫ ରେ ଯେତେ ବ୍ୟସ୍ତ ରୁହନ୍ତୁ ନା କାହିଁକି ମାତ୍ର ତାଙ୍କ ପାଇଁ ସମୟ ବାହାର କରନ୍ତୁ । ତାଙ୍କ ସହିତ କିଛି ସମୟ ଅତିବାହିତ କରନ୍ତୁ । କେବଳ କଥାରେ ନୁହେଁ ଆକ୍ସନ ରେ ମଧ୍ୟ କରନ୍ତୁ । ତାଙ୍କୁ ଜତାନ୍ତୁ ତାଙ୍କୁ ଦେଖାନ୍ତୁ ଯେ ଆପଣ ତାଙ୍କୁ ବହୁତ ଭଲ ପାଉଛନ୍ତି । ବନ୍ଧୁଗଣ କଥା ତ ସମସ୍ତେ କହିଥାନ୍ତି ପରନ୍ତୁ ପ୍ରେମ ନିଭାଇବାରେ ଭଲ ଭଲ ଲୋକ ବ୍ୟକ୍ତି ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି । ବନ୍ଧୁଗଣ ସେ କେବଳ ପ୍ରେମଚାହେନ ଆପଣଙ୍କ ଠାରୁ । ଏହି ୩ଟି ବହୁମୂଲ୍ୟ ଜିନିଷ ପ୍ରତ୍ୟକ ଝିଅ ତାଙ୍କର ମନଲାଖି ଜୀବନ ସାଥିଠାରୁ ପାଇବାର ଆପେକ୍ଷା କରିଥାଏ । ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *