ପୂର୍ବ ରୁ କେବେ ଏକ ଦଳ ବିପକ୍ଷରେ 10ଟି ଶତକ ଜମି ନ ଥିଲା । କିନ୍ତୁ ସଚିନ ତେନ୍ଦୁଲକର 9ଟି ଶତକ ଜମାଇ ଥିଲେ । ଗତ କାଲି କୋହଲି ଶ୍ରୀଲଙ୍କା ବିପକ୍ଷରେ ନିଜ ଶତକ ସଂଖ୍ୟା 10କୁ ବୃଦ୍ଧି କରିଛନ୍ତି । ଏହା ସହ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ମଧ୍ୟ 9 ଶତକ ଜମାଇବାର କୀର୍ତ୍ତିମାନ ହାସଲ କରିଛନ୍ତି କୋହଲି । ସଚିନ ଙ୍କ ନାମରେ ଥିବା ଘରୋଇ ମାଟି ରେ ସର୍ବାଧିକ ଶତକ ସଂଖ୍ୟା 20 ଆଉ ଘରୋଇ ମାଟି ରେ କୋହଲି ଙ୍କ ଶତକ ସଂଖ୍ୟା କାଲି ପହଞ୍ଚିଛି 21 ରେ ।
ହଁ ଦର୍ଶକ ବନ୍ଧୁ ଏକ ଲମ୍ବା ସମୟ ଧରି ସଂଘର୍ଷ କରୁଥିବା ବିରାଟ କୋହଲି ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର କର ଦୁଇ ଦୁଇ ଟି ଶତକ କୀର୍ତ୍ତି ମାନ କୁ ପଛରେ ପକାଇଛନ୍ତି । ଏଠାରେ ଅହି ରଖିବାକୁ ଚାହିଁବୁ ଏହାରି ଭିତରେ କୋହଲି ଙ୍କ ବ୍ୟାଟ ରୁ ଶତକ ପରେ ଶତକ ବାହାରିଛି । ଯେଉଁଥି ପାଇଁ ସେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର ଙ୍କ ଦୁଇ ଟି ଶତକ କୀର୍ତ୍ତିମାନ କୁ ପଛରେ ପକାଇବାକୁ ସମର୍ଥ ହୋଇଛନ୍ତି ।
ଆଉ ଏହି ଦୁଇ ଟି କୀର୍ତ୍ତି ମଧ୍ୟରୁ ଗୋଟିଏ ହେଲା କୌଣସି ଏକ ପ୍ରତି ଦ୍ଵନ୍ଦୀୟ ଦଳ ବିପକ୍ଷରେ ସର୍ବାଧିକ ଦିନିକିଆ ଶତକ ଓ ଅନ୍ୟ ଟି ହେଲା ଘରୋଇ ମାଟିରେ ସର୍ବାଧିକ ଦିନିକିଆ ଶତକ । ଦର୍ଶକ ବନ୍ଧୁ ରବିବାର ଶ୍ରୀଲଙ୍କା ବିପକ୍ଷରେ କୋହଲି ଖେଳିଥିଲେ ଦଶମ ଶତକ । ଯାହା ରେକର୍ଡ ସ୍ଥାପନ କରିଛି । କାରଣ ଏହା ପୂର୍ବରୁ କୌଣସି ଏକ ଦିନିକିଆ ଖେଳରେ ଏକ ଦଳ ବିପକ୍ଷରେ ସଚିନ ତେନ୍ଦୁଲକର ଙ୍କର ଥିଲା 9ଟି ସର୍ବାଧିକ ଶତକ ।
କିନ୍ତୁ କାଲି ସଚିନ ଙ୍କ 9ଟି ଶତକ ବଦଳରେ ଭାରତ ଦେଖିଥିଲା 10ଟି ଶତକ । ଆଉ ସଚିନ ତେନ୍ଦୁଲକର ଙ୍କର ଏହି ରେକର୍ଡ କୁ ପଛରେ ପକାଇ ଆଗକୁ ବଢିଥିଲେ ବିରାଟ କୋହଲି । ଅନ୍ୟ ପକ୍ଷରେ ସଚିନ ଙ୍କ ନାମରେ ଥିବା ଘରୋଇ ମାଟି ରେ ସର୍ବାଧିକ ଶତକ 20 ଯାହାକୁ ପଛରେ ପକାଇ କାଲି ଘରୋଇ ମାଟି ରେ କୋହଲି ଙ୍କ ଶତକ ସଂଖ୍ୟା ପହଞ୍ଚି ଥିଲା 21 ରେ ।
ଆଉ ଏଠି ମଧ୍ୟ ସଚିନ ଙ୍କ କୀର୍ତ୍ତି ଭାଙ୍ଗିଥିଲେ ବିରାଟ କୋହଲି । ହଁ ଦର୍ଶକ ବନ୍ଧୁ ଗତ ବର୍ଷ ସେପ୍ଟେମ୍ବର ରେ ଟି-20 ରେ ଶତକ ଜମାଇବା ପରେ 2018 ଦିନର ଲମ୍ବା ସମୟ ଧରି ଶତକ ପାଇଁ ସଂଘର୍ଷ କରୁଥିବା ବିରାଟ କୋହଲି ଏବ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଙ୍କ ଏହି ଦୁଇ ଦୁଇ ଟି ଶତକ କୀର୍ତ୍ତି କୁ ପଛରେ ପକାଇ ଆଗକୁ ବଢିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଯାନଇବେ, ଧନ୍ୟବାଦ ।