ସହିଦ ସ୍ଵାମୀଙ୍କ ପାଇଁ ସ୍ତ୍ରୀ ଯାହା କଲେ ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗଲୱାନ ସଂଘର୍ଷରେ ସ୍ଵାମୀ ସହିଦ ହୋଇଥିଲେ । ନିଜ ସ୍ବାମୀଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ସ୍ତ୍ରୀ । ସ୍ଵାମୀଙ୍କ ସହିଦ ହେବୀ ପରେ ବର୍ତ୍ତମାନ ସ୍ତ୍ରୀ ସେନାରେ ଭର୍ତ୍ତି ହୋଇଛନ୍ତି । ନାୟକ ଦୀପକ ସିଂ ବିପଦ ସ୍ଥିତିରେ ଅତୁଳନୀୟ ଦକ୍ଷତା ଦେଖାଇବା ସହ ସମର୍ପଣର ପ୍ରଦର୍ଶନ କରିଥିଲେ । ସେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ । ସ୍ଵର୍ଗୀୟ ନାୟକ ଦୀପକ ସିଂ ଙ୍କ ସ୍ତ୍ରୀ ରେଖା ସିଂ ସେହି ମୂହୁର୍ତ୍ତ ଥିଲା ଯେତେବେଳେ ଶତ୍ରୁର ଆକ୍ରମଣରେ ସହିଦ ହୋଇଥିବା ସିନ୍ଦୁର ପାଇଁ ବୀର ଚକ୍ର ଗ୍ରହଣ କରୁଥିଲେ ।

ଆଉ ଏବେ ସେହି ଯବାନ ସ୍ଵାମୀଙ୍କ ଅଧୁରା ସ୍ଵପ୍ନ କୁ ପୁରା କରିବାକୁ ସ୍ଵେ ନିଜେ ବାରତୀୟ ସେନା ରେ ସାମିଲ ହୋଇଛନ୍ତି । ଲେଫ୍ଟନାଣ୍ଟ ଅଫିସର ଭାବେ ଭାରତୀୟ ସେନାରେ ଯୋଗ ଦେବାକୁ ଯାଉଛନ୍ତି ସହିଦ ବୀର ଦୀପକ ସିଂ ଙ୍କ ସ୍ତ୍ରୀ ରେକହ ସିଂ । ୧୫ ଜୁନ ୨୦୨୦ ରେ ଗଲୱାନ ଘାଟିରେ ସେଦିନ ଯାହା ଘଟିଥିଲା ତାହା ସବୁ ଦିନ ପାଇଁ ରେଖାଙ୍କ ସିନ୍ଦୁରକୁ ମଥାରୁ ସବୁ ଦିନ ପାଇଁ ପୋଛି ଦେଇଥିଲା ।

ମାତ୍ର ୧୫ ମାସ ପୂର୍ବର ସେ ଦୀପକଙ୍କ ହାତ ଧରି ଶାଶୁଘରକୁ ଆସିଥିଲେ ସେ ତାଙ୍କୁ ସବୁ ଦିନ ପାଇଁ ପର କରି ଚାଲି ଯାଇଥିଲେ । ଆଉ ଏବେ ସେହି ସହିଦ ସ୍ବାମୀଙ୍କ ଅଧୁରା ସ୍ଵପ୍ନକୁ ପୁରା କରିବାକୁ ମାଟି ମାର ସେବା କରିବାକୁ ସେନାରେ ଭର୍ତ୍ତି ହୋଇଛନ୍ତି ରେଖା ସିଂ । ମେଡିକାଲ ଫରମାଲିଟି ପୁରା ହେବ ପରେ ସେ ଚେନ୍ନାଇ ଯାଇ ସେଠାରେ ଟ୍ରେନିଂ ନେବେ ।

ତେବେ ଜଣେ ସାମାନ୍ୟ ସ୍କୁଲ ଶିକ୍ଷୟତ୍ରି ରୁ ରେଖା ସିଂ ଭାରତୀୟ ସେନାର ଲେଫ୍ଟନାଣ୍ଟ ପଦରେ ସାମିଲ ହେବା କିଛି କମ ନ ଥିଲା । ସ୍ଵାମୀ ଦୀପକ ସିଂ ଗଲୱାନ ଘାଟି ରେ ସହିଦ ହେବା ପରେ ଏଖା ନିଜେ ଚାକିରି ଛାଡି ସେନାରେ ଭର୍ତ୍ତି ହେବାକୁ ସ୍ଥିର କରିଥିଲେ । ଫିଜିକାଲ ଟ୍ରେନିଙ୍ଗ ମଧ୍ୟ ଆରମ୍ଭ କରି ଦେଇଥିଲେ ।

ଆଉ ଲଗାତାର ଦୁଇ ଦୁଇ ଥର ଚେଷ୍ଟା କରିବା ପରେ ଏବେ ସେ ତାଙ୍କ ସ୍ବାମୀଙ୍କ ଅଧୁରା ସ୍ଵପ୍ନ କୁ ପୁରା କରିବାକୁ ଯାଉଛନ୍ତି । ରେଖ ନିଜର ରାଏ ରେ କହିଛନ୍ତି କି ମୁଁ କେବେ ବି ସାହସ ହରେଈ ନ ଥିଲି, ସେନାରେ ଭର୍ତ୍ତି ହେବାକୁ ଅଧୁରା ସ୍ଵପ୍ନ ପୁରା କରିବାକୁ ମୁଁ ପୁରା ପ୍ରସ୍ତୁତ ଥିଲି, ଆଉ ଦିତୀୟ ଚେଷ୍ଟାରେ ମୋ ପରିଶ୍ରମର ଫଳ ମୋତେ ମିଳିଥିଲା, ମୀନ ଲେଫ୍ଟନାଣ୍ଟ ପଦରେ ଚୟନ ହୋଇଥିଲି, ଏବେ ମୁଁ ମୋ ସ୍ବାମୀଙ୍କ ଅଧୁରା ସ୍ଵପ୍ନ ପୁରା କରିବାକୁ ଯାଉଛି ।

ସେଦିନ ସୀମା ଉପରେ ଆକ୍ରମଣ କଥା ମାନେ ପଡିଲେ ସମସ୍ତଙ୍କ ଛାତି ଆଜି ବି ଥଋ ଉଠେ । ବୀର ଯବାନଙ୍କ କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯାଏ । କିନ୍ତୁ ଏହାରି ମଧ୍ୟରେ ରେଖା ସେନାରେ ସମାଇଲ ହେବା ସମସ୍ତଙ୍କ ମନରେ ଦେଶ ପ୍ରେମ ଊର୍ଜା ଭରିଛି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *