Special Story: ସହିଦ ସ୍ଵାମୀଙ୍କ ଶେଷ ଇଛା ପାଇଁ, ସେନାରେ ସାମିଲ ହେଲେ ସ୍ତ୍ରୀ….

ନମସ୍କାର ବନ୍ଧୁଗଣ । ସେନାରେ ସା-ମି-ଲ ହେଲେ ସ-ହି-ଦଙ୍କ ସ୍ତ୍ରୀ । ଏ ଜ୍ଯୋତି ଏଥର ଜ-ଳା-ଇ-ବ । ଶ-ତ୍ରୁଙ୍କୁ ଖୋଜିକରୀ ସଂ-ହା-ର କରିବ । ଦେଶ ପାଇଁ ବଳିଦାନ ମାଟି ମା ପାଇଁ ହସି ହସି ମୃ-ତ୍ୟୁକୁ ବି ଅନେକ ବୀରପୁଅ ଆପଣେଇ ନିଅନ୍ତି । କିନ୍ତୁ ଜଣେ ସ-ହି-ଦଙ୍କ ସ୍ତ୍ରୀ ସ୍ଵାମୀଙ୍କ ଶେଷ ଇଚ୍ଛା ପୁରା କରିବାକୁ ସେନାରେ ସା-ମି-ଲ ହୋଇଛନ୍ତି । ଦୁଇଟି ପିଲାର ମା ହୋଇ ମଧ୍ୟ ଦେଶ ମା’ ର ସେବା କରିବାକୁ ସାଜିଛନ୍ତି ସି-ଙ୍ଘ-ବା-ହି-ନୀ । ଶ-ତ୍ରୁଙ୍କ ସଂ-ହା-ର କରିବାକୁ ସେନାରେ ସା-ମି-ଲ ହୋଇଥିବା ଏହି ସାହସୀ ମହିଳା ହେଉଛନ୍ତି ସ-ହି-ଦ ଦୀପକ ନାୟକ ନେନବାଲଙ୍କ ସ୍ତ୍ରୀ ଜ୍ଯୋତି ନେନବାଲ ।

ଜ୍ଯୋତି ଚତୁର୍ଥ ଥର ଏସଏସସି ପରୀକ୍ଷାରେ ପାସ କରିଥିଲେ । ଏହା ପରେ ଦୀର୍ଘ ୧ ବର୍ଷ ଯାଏଁ ଚେନ୍ନାଇର ଅଫିସର ଏକାଡେମିରେ ପ୍ରଶିକ୍ଷଣ ନେବା ପରେ ସେନାରେ ବି-ଧି-ବ-ଦ୍ଧ ଭାବେ ସା-ମି-ଲ ହୋଇଛନ୍ତି ଜ୍ଯୋତି । ଅନେକ ସଂରସ କରେଇ ଜ୍ଯୋତି ନେନବାଲ ଆଜି ସେନାରେ ସା-ମି-ଲ ହୋଇ ପାରିଛନ୍ତି । ଜ୍ଯୋତି କହିଛନ୍ତି ଯେ ଦେଶ ମାତୃକା ପାଇଁ ମୋ ସ୍ଵାମୀ ବଳିଦାନ ଦେଇଛନ୍ତି ଯାହା ଆମକୁ ପ୍ରେରଣା ଦେଇଛି । ସେହି ବୀର ସାହସକୁ ସାଥିରେ ଧରି ଏବେଠୁ ଦେଶ ସେବାରେ ନିଜକୁ ସମର୍ପଣ କରିଛନ୍ତି ଜ୍ଯୋତି ।

ଡେରାଡୁନ ହରବାଲର ସ-ହି-ଦ ଦୀପକ ନେନବାଲ ୨୦୧୮ରେ ଜାମୁ କାଶ୍ମୀରରେ ଆ-ତ-ଙ୍କ-ବା-ଦୀକୁ କଡା ଜବାବ ଦେଇଥିଲେ । ଦୀପକ ଛାତିରେ ଓ ଗୋଡରେ ୩ଟି ଗୁଳି ଖାଇ ଗୁ-ରୁ-ତ-ର ଭାବେ ହସପିଟାଲରେ ଆଡମିସନ ହୋଇଥିଲେ ।

ଦୀର୍ଘ ୧ ମାସ ଧରି ଚିକିତ୍ସା ହେବା ପରେ ଦେଶର ବୀରପୁଅ ଦୀପକଙ୍କର ପରଲୋକ ଘଟିଥିଲା । ତ୍ରିରଙ୍ଗାରେ ସ-ହି-ଦ ହୋଇଥିବା ସ୍ଵାମୀର ମ-ର ଶ-ରୀ-ରକୁ ଦେଖି ଜ୍ଯୋତିଙ୍କର ଆଖିରୁ ଲୁହ ଝରିଥିଲେ ମଧ୍ୟ ଭାଙ୍ଗି ନ ଥିଲା ସାହସ ନାଁ କମିଥିଳା ଦେଶ ପ୍ରତି ଥିବା ଭଲ ପାଇବା ।

ଜ୍ଯୋତି ଯ-ନ୍ତ୍ର-ଭ-ରା କାହାଣୀକୁ ଭୁଲି ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ନିସ୍ପତି ନେଇଥିଲେ । କାରଣ ସୀମାରେ ସୁରକ୍ଷା ଦେଉଥିବା ହିରୋଙ୍କ ଶକ୍ତି ହେଉଛି ତା ପରିବାର ଓ ସାରା ଭାରତ । ଜ୍ଯୋତି ଆର୍ମି ଅଫିସର ହେବା ପରେ ତାଙ୍କ ଶ୍ଵଶୁର କହିଛନ୍ତି ଯେ ମୋ ବୋହୁ ଭୋର ସାଢେ ୩ଟାରୁ ଉଠି ଦୌଡିବାକୁ ଯାଏ । କାରଣ ଦୁଇଟି ପିଲାର ମାକୁ ଆର୍ମିରେ ଭର୍ତ୍ତି ହେବାର ସ୍ଵପ୍ନ ଏତେ ସହଜ ନ ଥିଲା । ସବୁ ବାଧା ବିଘ୍ନଙ୍କୁ ମାତା ଦେଇ ମୋ ବୋହୁ ଦେଶ ସେବା କରିବାକୁ ଦୃଢ ମନୋବଳ କରିଛି ବୋଲି ଜ୍ଯୋତିଙ୍କ ଶ୍ଵଶୁର କହିଛନ୍ତି ।

ବାସ୍ତବରେ ସାହସୀ ଜ୍ଯୋତି ଆଜିର ମହିଳା ମାନକ ପାଇଁ ପ୍ରେରଣା ସାଜିଛନ୍ତି । ଦେଶକୁ ସୁରକ୍ଷା ଦେବା ପାଇଁ ସ୍ଵାମୀ ସ-ହି-ଦ ହୋଇଛନ୍ତି ସତ କିନ୍ତୁ ଲୁହ ଓ ଦୁଖରେ ଛାତିକୁ ଲୁହା କରିଛନ୍ତି ସାହସୀ ଜ୍ଯୋତି । ଶ-ତ୍ରୁ ମନାଙ୍କୁ ସଂ-ହା-ର କରିବାକୁ ଦୃଢ ସଂକଳ୍ପ ନେଇଛନ୍ତି ଜ୍ଯୋତି ନେନବାଲ ।

ବନ୍ଧୁଗଣ ଆପଣ ମାନଙ୍କୁ ସାହସୀ ଜ୍ଯୋତିଙ୍କର ଏହି କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *