ସକାଳୁ ଉଠି ଥରେ ମାତ୍ର ବୋଲି ଦିଅନ୍ତୁ ଏହି ଚମତ୍କାରୀ ମନ୍ତ୍ର ! ଜୀବନରେ କେବେବି ପଇସାର ଅଭାବ ଦେଖିବାକୁ ପାଇବେ ନାହିଁ…

ବନ୍ଧୁଗଣ ଆଜିକାଲି ଟଙ୍କାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଯେଉଁ ଲୋକ ମାନଙ୍କ ପାଖରେ ଧନର ଅଭାବ ରହିଥାଏ । ସେହି ସବୁ ଲୋକଙ୍କୁ କେହି ମଧ୍ୟ ଏତେ ଅଧିକ ଗୁରୁତ୍ଵ ଦେଇନଥାନ୍ତି । ହେଲେ ଯେଉଁ ଲୋକଙ୍କ ପାଖରେ ଆଜିକା ସମୟରେ ଧନ ରହିଛି । ସେହି ଲୋକ ମାନଙ୍କର ଗୁରୁତ୍ଵ ସବୁଠାରେ ଅଧିକ ରହିଥାଏ । ତେବେ ବ୍ୟକ୍ତି ତାହାର ଟଙ୍କା ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରକାର ରୋଜଗାର ବୃତ୍ତି ଆପଣାଇ ଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କହି ରଖିବା ପାଇଁ ଚାହିଁବୁ ।

ଯେ ଏହି ସମାଜରେ ରୋଜଗାର କରିବା ସହ ଯଦି ଆପଣ ମାନେ କିଛୁ ଗୁପ୍ତ ଭାବେ ଜ୍ଯୋତିଷ ଶାସ୍ତ୍ରର ଏହି ସବୁ ନିୟମକୁ ପାଳନ କରିପାରିବେ । ତେବେ ଆପଣଙ୍କୁ ଆଜିର ସମୟ କେହି ମଧ୍ୟ ହରାଇ ପାରିବେ ନାହିଁ । ଟଙ୍କା ବୃଦ୍ଧି କରିବାର ଭିନ୍ନ ଭିନ୍ନ ମାର୍ଗ ଆପଣଙ୍କୁ ମିଳିଯିବ । କାରଣ ବର୍ତ୍ତମାନର ସମୟରେ ଧନ ଅର୍ଜନ କରିବା ଏତେ ମଧ୍ୟ ସହଜ ସାଧ୍ୟ ହୋଇନଥାଏ । ବହୁତ କଷ୍ଟ କରି ସୁଦ୍ଧା ଲୋକମାନେ ଯେତିକି ଟଙ୍କା ରୋଜଗାର କରିଥାନ୍ତି । ତାହା ନିଜ ଘର ପାଇବାର ତଥା ନିଜ ପାଇଁ ମଧ୍ୟ ନିଅଣ୍ଟ ହୋଇଯାଇଥାଏ ।

ତଥାପି ପ୍ରତ୍ଯେକଟି ଲୋକଙ୍କୁ ଭଲ ମାର୍ଗରେ ଯାଇ କିଛି ନା କିଛି ରୋଜଗାରର ପନ୍ଥା ଅବଲମ୍ବନ କରି ଧନ ଅର୍ଜନ କରିଥାନ୍ତି । ତେବେ ଯେଉଁ ବ୍ୟକ୍ତି ସବୁ ଆର୍ଥିକ ସଙ୍କଟରୁ ନିଜକୁ ମୁକୁଳାଇବାକୁ ଚାହୁଁଥାନ୍ତି । ସେମାନେ ନିଜ କର୍ମ କରିବା ସହ କିଛି ଜ୍ଯୋତିଷ ତଥା ବାସ୍ତୁଶାସ୍ତ୍ରର ଜ୍ଞାନ ମଧ୍ୟ ଆପଣାଇବା ତାଙ୍କ ପାଇଁ ନିହାତି ଜରୁରୀ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ତଥା ଆର୍ଥିକ ସ୍ଥିତି ଖରାପ ରହିଥିବା ଲୋକଙ୍କର ସ୍ଥିତି ସୁଧାରିବା ପାଇଁ ଏକ ମହତ୍ଵପୂର୍ଣ୍ଣ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ତେବେ ସେହି ମନ୍ତ୍ରଟି ହେଉଛି । କରାଗ୍ରେ ବସତେ ଲକ୍ଷ୍ମୀ । କର ମଧ୍ୟ ସରସ୍ଵତୀ । କର ମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ ।

ତେବେ ଆପଣ ପ୍ରାତଃ ସକାଳୁ ଉଠି ନିଜର ମୁହଁ ସାମ୍ନାରେ ନିଜ ହାତର ପାପୁଲିକୁ ରଖି ଏହି ମନ୍ତ୍ରଟି ବୋଳିବାକୁ ପଡିବ । ପ୍ରତିଦିନ ସକାଳୁ ଉଠି ଆପଣ ମାନେ ନିଜ ପାପୁଲିକୁ ଦର୍ଶନ କରି ଏହି ମନ୍ତ୍ରର ଜପ କରି ଭଗବାନଙ୍କୁ ପ୍ରଣାମ କରନ୍ତୁ । ଯାହା ଦ୍ଵାରା ଆପଣଙ୍କ ଜୀବନରେ କେବେବି ବଡ ଧନ ଜନିତ ସମସ୍ଯାର ସାମ୍ନା କରିବାକୁ ପଡିବ ନାହିଁ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ବନ୍ଧୁଗଣ ଭୁଲନ୍ତୁ ନାହିଁ । ଧନ୍ୟବାଦ     

Leave a Reply

Your email address will not be published. Required fields are marked *