ବନ୍ଧୁଗଣ ଆପଣ ମାନେ ବଲିଉଡ ଇଣ୍ଡଷ୍ଟ୍ରି ର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତେବେ ଆପଣ ମାନେ ଜାଣିଥିବେ ବଲିଉଡର ଅନେକ କଳାକାର ନିଜର ବ୍ୟକ୍ତିଗତ ଜୀବନୀ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ବିଶେଷ କରି ସେହି କଳାକାର ମାନେ ଯେଉଁ ମାନେ ବିବାହ କରିବାକୁ ଯାଉଛନ୍ତି ବା ଯେଉଁ ମାନଙ୍କର ବିବାହ ହୋଇ ସାରିଛି । ଆଜି ଆମେ ଆପଣ ମାନଙ୍କୁ ଅଭିନେତା ରଣବିର କପୁର ଓ ଆଲିୟା ଭଟ୍ଟ ଙ୍କ ବିବାହ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ବଲିଉଡ ଅଭିନେତା ରଣବିର ଓ ଅଭିନେତ୍ରୀ ଆଲିୟା ଭଟ୍ଟ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ଦୁହେଁ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଅନେକ ସାରା ବଲିଉଡ ଫିଲ୍ମ ରେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅନେକ ଦିନ ହେବ ଗଢି ତୁହିଥିଲା । ଦୁହେଁ ପରସ୍ପର ସହ ଡେଟ ମଧ୍ୟ କରୁଥିଲେ ।
ଦୁହିଙ୍କର ଏନଗେଜମେଣ୍ଟ ମଧ୍ୟ ଶେଷ ହୋଇ ସାରିଥିଲା । ତେବେ ଶେଷରେ ଦୁହିଙ୍କର ବିବାହ ସମ୍ପନ୍ନ ହୋଇଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ରଣବିର ଓ ଆଲିୟା ପରସ୍ପର ସହ ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛନ୍ତି ।
ତେବେ ଦୁହିଙ୍କ ମଧ୍ୟରେ ସମ୍ପର୍କ ଖୁବ ଗଭୀର ଯାହା ପୂର୍ବ ରୁ ରହିଛି ଯାହାକୁ ଦୁହେଁ ବିବାହରେ ପରିଣତ କରିଛନ୍ତି । ଆଲିୟା ଧଳା ରଙ୍ଗର ଲେହେଙ୍ଗା ରେ ଖୁବ ସୁନ୍ଦର ଓ ଗ୍ଲାମରିୟସ ଲାଗୁଛନ୍ତି । ଠିକ ସେହିପରି ରଣବିର ମଧ୍ୟ ଧଳା ରଙ୍ଗର ସେରୱାନୀ ରେ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି । ବିଭର ସବୁ ରୀତି ନୀତି ଖୁବ ଧୂମଧାମ ରେ ପାଳନ କରିଛନ୍ତି ଏହି ନବ ଦମ୍ପତି ।
ହଳଦୀ ରସମ ଠାରୁ ଆରମ୍ଭ କରି ମେହେନ୍ଦି ରସମ, ସଂଗୀତ ରସମ, ବରମାଳା ରସମ ଓ ଶେଷରେ ସାତ ଫେରା ରସମ ଖୁବ ମସ୍ତି କରି ସେଲିବ୍ରେସନ କରିଛନ୍ତି ଏହି ଦୁଇ ଦମ୍ପତି । ତେବେ ଦୁହିଙ୍କ ମଧ୍ୟରେ ଯେଉଁ ଭଲ ପାଇବା ରହିଥିଲା ତାହା ଶେଷରେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ରେ ପରିଣତ ହୋଇଛି । ଆମ ତରଫରୁ ଦୁହିଙ୍କୁ ବିଭର ଅନେକ ଅନେକ ଶୁଭକାମନା ଓ ଶୁଭେଚ୍ଛା ।
ଆଶା କରୁଛୁ ଦୁହିଙ୍କର ଦାଂପତ୍ଯ ଜୀବନ ସୁଖମୟ ଓ ଆନନ୍ଦମୟ ହେଉ । ଦୁହେଁ ନିଜର ମ୍ୟାରେଜ କୁ ଗ୍ରାଣ୍ଡ ସେରିମନି ଭାବେ ସେଲିବ୍ରେସନ କରିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସ ମାନେ ଖୁବ ପସନ୍ଦ ମଧ୍ୟ କଉଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇ ଯୋଡି କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।