ସାମ୍ନାକୁ ଆସିଲା ପୁଟିନଙ୍କ ଭୟଙ୍କର ପ୍ଳାନ, ଜେଲେନସ୍କିଙ୍କ ମୁଣ୍ଡ ଗଡାଇବେ… ୟୁକ୍ରେନକୁ ଉଡାଇବେ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ଯାହା ଥମିବାର ନାଁ ନେଉ ନାହିଁ । ଆଉ ବ୍ରିଟେନ ଗୋଇନ୍ଦା ବିଭାଗ ଏବେ ଯେଉଁ ରିପୋର୍ଟ ର ମହା ଖୁଲାସା କରିଛି ତାହା ଜଣା ପଡିବା ପରେ ଋଷିଆ ରାଷ୍ଟ୍ରପତି ପୁଟିନ କେତେ ଭୟଙ୍କର ପ୍ଳାନ କରିଛନ୍ତି ତାହାର ଖୁଲାସା ହୋଇଛି । ତାଙ୍କ ପ୍ଳାନ ଅନୁସାରେ ମୂଳରୁ ହିଁ ବାଉଁଶ ରଖିବାକୁ ଚାହୁଁ ନାହାନ୍ତି ପୁଟିନ ଯାହା ଫଳରେ ଆଗକୁ ବଂଶୀ ବାଜିବାରେ କୌଣସି ସମ୍ଭାବନା ନାହି ।

ଏହାର ସିଧା ସଳଖ ଅର୍ଥ ହେଉଛି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଙ୍କୁ ହତ୍ୟା କରି ୟୁକ୍ରେନ କୁ ଖଣ୍ଡ ଖଣ୍ଡ କରିବାର ଲକ୍ଷ୍ୟ ରଖିଛନ୍ତି ପୁଟିନ । ଯାହା ଫଳରେ ବିଶ୍ଵର ଏତେ ଚାପ ସାମନାରେ ଝୁଙ୍କୁ ନାହାନ୍ତି ପୁଟିନ । ବରଂ ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ କରିଛନ୍ତି ଋଷିଆ ଅକ୍ତିୟାର କରିଚାଲିଛି ।

ଆମେରିକା ସମେତ ବିଶ୍ଵ ନେତାଙ୍କୁ ଚୁଟକିରେ ଚଖମା ଦେଉଛନ୍ତି ପୁଟିନ । ପୁଟିନଙ୍କ ପ୍ଳାନ ସମ୍ପର୍କରେ କେହି ପାଉ ନାହାନ୍ତି ବିଶ୍ଵର କୌଣସି ନେତା । ସୂଚନା ଅନୁସାରେ ପୁଟିନ ରାଷ୍ଟ୍ରପତି ହେବ ପୂର୍ବରୁ ଗୁପ୍ତଚର ଥିଲେ । ତେଣୁ ନିଜର ରଣନୀତି ବିଶ୍ଵରେ କୁ-ଦୃଶିୟାର ଅନେକ କର୍ମଚାରୀ ମାନେ ମଧ୍ୟ ସୂଚନା ପାଉ ନାହାନ୍ତି ।

କୁହାଯାଏ କି ପୁଟିନ ନାଟୋକୁ ନିଜର ଶତ୍ରୁ ମାନେ କରନ୍ତି । ତେଣୁ ଏହି କାରଣରୁ ୟୁକ୍ରେନକୁ ଟାର୍ଗେଟ କରିଛନ୍ତି ପୁଟିନ । କେବଳ ଏତିକି ନୁହେଁ ବରଂ ବିଶ୍ଵର ବୃହତ୍ତ ଶକ୍ତିଶାଳୀ ଦେଶ ଗୁଡିକୁ କହାତୀର କରନ୍ତି ନାହାଇ ପୁଟିନ । ଏହା ସହ ୟୁକ୍ରେନ ଉପରେ ଆକ୍ରମଣ କରି ଆମରିକାକୁ ଚେକ ଦେବାକୁ ପୁଟିନ ଚିନ୍ତା କରୁଥିବା ଜଣା ପଡିଛି ।

ନାଟୋ ଦେଶ ସହ ମିତ୍ରତା ମହଙ୍ଗା ପଡିଲା ୟୁକ୍ରେନକୁ ଯାହା ଫଳରେ ଯୁଦ୍ଧର ବିଭୀଷିକାରେ ଛନ୍ଦି ହୋଇଛନ୍ତି ୟୁକ୍ରେନ । ଋଷିଆ ର ପ୍ରଚଣ୍ଡ ଆକ୍ରମଣରେ ଥରହର ହେଉଛି ୟୁକ୍ରେନ । କେବେଳ ଜେଲେନସ୍କି ନୁହେଁ ବରଂ ୟୁକ୍ରେନ ର ସାମରିକ ଅଧୀକାରୀଙ୍କୁ ହତ୍ୟା କରିବାକୁ ପୁଟିନ ଯୋଜନା କରିଛନ୍ତି ।

ଏମିତିକି ଯଦି ୟୁକ୍ରେନ ତୁରନ୍ତ ଆତ୍ମ ସମର୍ପଣ ନ କରେ ତେବେ ଋଷିଆ ସୈନ୍ୟ ୟୁକ୍ରେନ ରେ ବାଯାପକ ପୋଡା ଜାଳା ସହ ଲୁଟପାତ କରିବାର ଆଶଙ୍କା ରହିଛି । ଏହି କଥା ୟୁକ୍ରେନ ର ଗୋଇନ୍ଦା ବିଭାଗ କହିଛି ଯେ ୟୁକ୍ରେନ ର ରାଷ୍ଟ୍ରପତି ଙ୍କୁ ହତ୍ୟା କରିବା ପାଇଁ ସ୍ପେଶାଲ ଟ୍ରେନିୟଙ୍ଗ ନେଇଥିବା ଋଷିଆର ୪୦୦ ଯାନ ୟୁକ୍ରେନରେ ପ୍ରବେଶ କରିଛନ୍ତି ।

ସବୁଠାରୁ ବଡ କଥା ହେଲା ନିୟୁକ୍ଲିୟର ପ୍ଳାଣ୍ଟ ଉପରେ ଆକ୍ରମଣ ପରେ ଏବେ ଧ୍ଵଂସସ୍ତ ଉପରେ ୟୁକ୍ରେନ । ବାରମ୍ବାର ଚେତାବନୀ ପରେ ମଧ୍ୟ କାହାରି କଟାହକୁ ଖାତିର କରୁ ନାହାନ୍ତି ପୁଟିନ । ମିଯାଇଲ ଓ କ୍ଷେପଣାସ୍ତ୍ର ମାଡରେ ବ୍ୟସ୍ତ ଅଛନ୍ତି ଋଷିଆ ସୈନ୍ୟ । ଏହାରି ମଧ୍ୟରେ ୟୁକ୍ରେନର ଗୋଇନ୍ଦା ସସ୍ଥା ସହ ହାତ ମିଳାଇଛି ବ୍ରିଟିଶ ୱିଣ୍ଡୋ । ଯାହାକୁ ନେଇ ସାରା ବିଶ୍ବରେ ବେସ ଚର୍ଚ୍ଚା ଆରମ୍ଭ ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *