ସାମ୍ନାକୁ ଆସିଲା ଅନନ୍ତ ଯୁଗ ରହସ୍ୟ! 2024ରେ ମୀନ ଶନିରେ…. ପଡୁଛି ଶନି ସାଢେ ସାତ ଯୋଗ, ଦେଖନ୍ତୁ କଣ କହୁଛି Malika

ନମସ୍କାର ବନ୍ଧୁଗଣ, ଅନେକ ଯୁଗର ବିନାଶ ଘଟି ସାରିଛି । ନୂତନ ଯୁଗ ଆଗମନ ହେବାର ସଙ୍କେତ ମଧ୍ୟ ମିଳିବାରେ ଲାଗିଛି । ତେବେ ବହୁତ କିଛି କଥା ଆମ ପୋଥିରେ ଲିପିବଦ୍ଧ ହୋଇ ରହିଅଛି ଯାହା ସମ୍ପର୍କରେ ଆମେ ଅଜ୍ଞାତ । ତେବେ ଆଜି ଆମେ ଆପଣ ମାନଙ୍କୁ 2024ରେ ଆସୁଥିବା ମୀନ ଶନି ଯୋଗ ସମ୍ପର୍କରେ କିଛି ଉତ୍ତମ ତଥ୍ୟ ଦେବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ସବୁଠାରୁ ପ୍ରମୁଖ ତଥ୍ୟ ମାଳିକାରେ ହିଁ ଉଲ୍ଲେଖ ରହିଛି । ମାଳିକା ଭାଷାକୁ ସାଧାରଣ ଲୋକ ବୁଝିବା ଅସମ୍ଭବ । କାରଣ କିଛି ସାଧୁ ସନ୍ଥ ମଧ୍ୟ ଏହାକୁ ସମ୍ପୂର୍ଣ ଭାବରେ ଜାଣି ପାରନ୍ତି ନାହିଁ ଏବଂ କହିଥାନ୍ତି ଭଗବାନଙ୍କ ଲୀଳା କିଏ ବା ଜାଣିବ । କିନ୍ତୁ ଯେତିକି ବି ସେମାନେ ନିଜ ଦିବ୍ୟ ଦୃଷ୍ଟି ବଳରେ ଜାଣନ୍ତି ତାହା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସେହିଭଳି ଆପଣ ମାନେ ହୁଏତ କିଛି ଲୋକ ଲୋକ ଓଳାଶୁଣି ଗୁମ୍ପାରେ ରହୁଥିବା ଅଖା ବାବାଙ୍କ ବିଷୟରେ ଜାଣିଥାଇ ପାରନ୍ତି ।

ସେ ଜଣେ ସାଧୁ ସନ୍ଥ । ଅଖା ବାବା ଗୁପ୍ତ ଭକ୍ତର ପରିଚୟ ପାଇଛନ୍ତି । ସେ ମଧ୍ୟ ମାଳିକାରେ ଉଲ୍ଲେଖ ଥିବା ଅନେକ କଥାର ବର୍ଣନା କରିଛନ୍ତି । ତାହା ଆଜି ଆପଣ ମାନେ ଜାଣିବା ପାଇଁ ପାଇବେ । ତାଙ୍କ କହିବା ଅନୁଯାୟୀ ଏପରି ଏକ ସମୟ ଆଗକୁ ଆସିବାକୁ ଯେଉଛି ଯେତେବେଳେ କି ଏକା ବେଳେ ୧୦ ହଜାରରୁ ଅଧିକ ଲୋକଙ୍କ ବିନାଶ ହେବ ଯାହାକୁ ଅଚ୍ୟୁଦା ଉଲ୍ଲେଖ କରି ଯାଇଛନ୍ତି । ଅଖା ବାବାଙ୍କ କହିବା ଅନୁଯାୟୀ ସେ ବାସ କରୁଥିବା ଓଳାଶୁଣି ପୀଠରେ ଆଗକୁ ଏକ ବଡ ଶୁଭ ପରିବର୍ତ୍ତନ ହେବାକୁ ଯାଉଛି ।

ସେଠାରେ ଅନେକ ଜଗାରୁ ଭାରତ ବାହାରୁ ମଧ୍ୟ ସାଧୁ ସନ୍ଥମାନେ ଏକ ବିରାଟ ସମ୍ମିଳନୀ କରିବେ ଯାହା ହୁଏତ ଆଗରୁ କେବେ କେଉଁଠାରେ ହୋଇନାହିଁ ବା ହୋଇନଥିବ । ଓଡିଶାରେ ଏଭଳି ଏକ ବିଶ୍ବସ୍ତରୀୟ ସମ୍ମିଳନୀ ହେବାର ଦିନ ଖୁବ ଶୀଘ୍ର ପାଖେଇ ଆସୁଛି ବୋଲି ସେ କହିଛନ୍ତି । ସେହି ଓଳାଶୁଣି ପୀଠରେ ହିଁ ଲକ୍ଷ ଲକ୍ଷ ଭକ୍ତ ଏବଂ ସାଧୁ ସନ୍ଥ ମାନେ ଏକ ପରୀକ୍ଷାର ସାମ୍ନା କରିବେ । ସେହିଠାରେ ହିଁ ଧାନ କିଏ ଅଗାଡି କିଏ ତାହାର ହସାବ କରାଯିବ ।

ଆପଣ ମାନେ ନିହାତି ଶୁଣିଥିବେ ମାଳିକାରେ ବର୍ଣିତ ରହିଛି ପାହାଡ ଘେରାରେ ଏପରି ଏକ ଗୁମ୍ଫାର ସାଧୁ ସନ୍ଥଙ୍କ ସମାଗମ ମଧ୍ୟରେ ଭଗବାନଙ୍କ ସ୍ୱରୂପଙ୍କର ପରିଚୟ ମିଳିବ । ତେବେ ବାବାଙ୍କ କଥା ଶୁଣି ଏହି କଥାର ପ୍ରକୃତ ଝଲକ ଏହି ଓଳାଶୁଣି ପୀଠରେ ହିଁ ହେବାକୁ ଯାଉଥିବାର ସମ୍ଭାବନା ରହିଛି । ଜୋତିର୍ବିଦ ମାନଙ୍କ କହିବା ଅନୁଯାୟୀ ମୀନ  ଶନି ଯୋଗ ଆଉ ଏକ ବର୍ଷ ପରେ ଆରମ୍ଭ ହେବାକୁ ଯାଉଛି । ମୀନ ଶନିର ପ୍ରଭାବ ସାତ ବର୍ଷ ପର୍ଯ୍ୟନ୍ତ ରହିବ । ଯାହାକୁ ଶନୀଙ୍କ ସାଢେ ସାତ ଯୋଗ ବୋଲି କୁହାଯାଏ ।

ଏହି ଯୋଗରେ ପୃଥିବୀ ପୁରା ହନ୍ତସନ୍ତ ଅବସ୍ଥାକୁ ଚାଲିଆସିବ । ଶନିଙ୍କ କୋପ ଦୃଷ୍ଟିରେ ପୃଥିବୀରେ ଚାରିଆଡେ ବିନାଶର ଛାଇ ଘେରିଯିବ । ଯାହା ୨୦୨୪ ମସିହାରୁ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *