ସାମ୍ନାକୁ ଆସିଲା Omicronର ନୂଆ ଲକ୍ଷଣ, ଯଦି ଏହି ଲକ୍ଷଣ ଦେଖା ଦେଉଛି ତେବେ ଆପଣ ଅଛନ୍ତି ସଂକ୍ରମିତ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ପୁରା ଦେଶରେ ବର୍ତ୍ତମାନ ହୁ ହୁ ହୋଇଛି ବାଢୁଛି କୋରୋନା ସଂକ୍ରମଣ ହାର । ଦିଲ୍ଲୀ ଓ ମୁମ୍ବାଇରେ ଅଧିକ ମାତ୍ରା ରେ କୋରୋନା ଭାଇରସ ବୃଦ୍ଧି ପାଇବାରେ ଲାଗିଛି । ଗୁରୁଗ୍ରାମ, ଚେନ୍ନାଇ, କୋଲକାତା, ବ୍ଯାଂଲୋର ଓ ଅହମଦାବାଦ ରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦିଲ୍ଲୀରେ ଗତ କାଲି ୧୩୧୩ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୭ ମାସ ମଧ୍ୟରେ ଏହା ସର୍ବାଧିକ ରହିଛି ।

ଦିଲ୍ଲୀରେ ରାତି ୯ଟା ରୁ ସକାଳ ୫ଟା ଯାଏଁ ନାଇଟ କରଫୁ ଜାରି ହୋଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୧୯୮ ଓମିକ୍ରନ ଆକ୍ରାନ୍ତ ଚିହନ୍ତା ହୋଇଛି । ପ୍ରାୟ ଦିନକରେ ୫୩୬୮ ମୋଟ ଚିହ୍ନଟ ହୋଇଛନ୍ତି । ଗତ କାଲି ଅପେକ୍ଷା ୩୭% ଅଧିକ । ମୁମ୍ବାଇରେ ୩୬୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ଯାହା ୪୬% ବୃଦ୍ଧି ହୋଇଛି ।

ପରିସ୍ଥିତି ଦେଖି କେନ୍ଦ୍ର ସରକାର ୮ଟି ରାଜ୍ୟକୁ ଚିଠି ଲେଖି ଟେଷ୍ଟିଙ୍ଗ, ହସ୍ପିଟାଲ କ୍ଷମତା, ପ୍ରସ୍ତୁତି ଓ ଟୀକାକରଣ ବୃଦ୍ଧି ପାଇଁ କହିଛନ୍ତି । ସେହି ରାଜ୍ୟ ଗୁଡିକ ହେଉଛି ଦିଲ୍ଲୀ, ହରିୟାନା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡ ।

ତେବେ ସାରା ଦେଶରେ ଓମିକ୍ରୋନ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ ଚିନ୍ତା ଜଣକ ସ୍ଥିତି ସୃଷ୍ଟି ହୋଇ ସାରିଛି । ତେବେ ଯେତେ ସମ୍ଭବ ସବୁ ଦେଶରେ ଟୀକାକରଣ ବ୍ୟବସ୍ଥା ଜାରି ରହିବ ବୋଲି ଚେଷ୍ଟା ଜାରି ରହିଛି । ସବୁ ଦେଶର ଲୋକେ ଯେମିତି ଟୀକା ନେବେ ତା ପ୍ରତି ସବୁ ରାଜ୍ୟପାଳ ମାନେ ଧ୍ୟାନ ଦେବା ଉଚିତ ।

କାରଣ କୋରୋନା ଭାଇରସ ପାଇଁ ଯେଉଁ ଟୀକା ପ୍ରସ୍ତୁତ କରା ଯାଇଥିଲା ତାହା ଓମିକ୍ରନ ରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଠାରେ କାମ କରୁଛି ବୋଲି ସ୍ୱାସ୍ଥ୍ୟ ସଂଘଠନ ତରଫରୁ ସୂଚନା ଜାରି ହୋଇଛି । ତେବେ ଦେଶରେ ଯେପରି ଭାବେ ଓମିକ୍ରନ ସଂଖ୍ୟା ଓ କୋରୋନା ଭାଇରସ ବଢିବାରେ ଲାଗିଛି ତାହାକୁ ନେଇ କୋରୋନାର ତୃତୀୟ ଲହର ଆସିବାର ଆଶଙ୍କା କରା ଯାଉଛି ।

ତେବେ ଲୋକ ମାନେ ଅଧିକ ସଚେତନ ରହିବା ସହ ପୂର୍ବ ଭଳି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ଉଚିତ । ଏହା ସହ ସରକାରଙ୍କ ନୂଆ ଗାଇଡ ଲାଇନ ମଧ୍ୟ ଜାନୁଆରୀ ମାସରେ ଜାରି କରା ଯାଇଛି । ତେବେ ବର୍ତ୍ତମାନ ସବୁ ଦେଶରେ ନାଇଟ କରଫୁ ଜାରି ହୋଇ ସାରିଛି । ଏହା ସହ ଓମିକ୍ରନ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ କାଶ, ଜ୍ଵର, ଥଣ୍ଡା ଭଳି ଲକ୍ଷଣ ମଧ୍ୟ ଦେଖା ଯାଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *