ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ କେବେ ଦେଖିଛନ୍ତି ବା ଶୁଣିଛନ୍ତି ସମୁଦ୍ର ରେ ଟଙ୍କା ବୁଡଯିବା କଥା । ତେବେ ଏହି କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଦେଖୁ ଦେଖୁ ସମୁଦ୍ର ରେ ଲୀନ ହୋଇଗଲା ବିଛ ହାଉସ । ବିଚ ହାଉସ ଏମିତି ସମିତି କୌଣସି ଘର ନୁହେଁ ବରଂ ୩ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ଘରଟିକୁ ସମୁଦ୍ର ର ଢେଉ ଚାହୁଁ ଚାହୁଁ ଭସାଇ ନେଲା । ଆପଣ ମାନେ ଏହି ଭିଡିଓ ରେ ନିଶ୍ଚିନ୍ତ ଭାବେ ଦେଖି ପାରିବେ କିପରି ବିଚ ହାଉସ ଟି ସମୁଦ୍ର ଭିତରକୁ ଚାଲି ଯାଉଛି ।
ଏଭଳି ଦୃଶ୍ୟ ଦେଖିବା ପରେ ହୁଏ ତ ଆଉ ବେସୀ କିଛି କହିବାକୁ ପଡିବ ନାହି । ମାୱେରିକା ନର୍ଥ କ୍ୟାରେନିୟର ବିଚ ରେ ଥିବା ଏହି ବିଚ ହାଉସ କୁ ସମୁଦ୍ର ର ଲହରୀ କିପରି ନିଜ କୋଳକୁ ନେଉଛି ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ।
ଆମେରିକା ନ୍ୟାସନାଲ ସର୍ଭିସ ପକ୍ଷରୁ ସେୟାର କରା ଯାଇଥିବା ଏହି ଭିଡିଓ ରେ ପବନ ଓ ଲହରୀ ମିଳିତ ଭାବରେ ବିଚ ସହିତ ଠେଲି ନେଇ ସମୁଦ୍ର ଗର୍ଭ ରେ ଲୀନ କରି ଦେଉଛନ୍ତି । ମେଲୱାଲ ରୁ ୪୮ କିମି ଦୂରରେ ତିଆରି ହୋଇଥିବା ଏହି ଘର ଟି କୋଷଠା ଫ୍ଲୋର ରୁ ଶିକାର ହୋଇଛି ।
ୟୁଏସ ନ୍ୟାସନାଲ ସର୍ଭିସ ପାର୍କ ର ଅଧିକାରୀ ମାନେ ଏହି ଭିଡିଓ ସେୟାର କରି ସୂଚନା ଦେଇଛନ୍ତି କି ଏପରି ଭୂ-ଗର୍ଭ ରେ ଲୀନ ହୋଇଥିବା ଏହା ହେଉଛି ଦିତୀୟ ବିଚ ହାଉସ । ଘର ଟି କୋଳାବ୍ସ ହେବାର ମାତ୍ର କିଛି ସେକେଣ୍ଡ ପୂର୍ବରୁ ଏହାକୁ ରେକର୍ଡ କରା ଯାଇଥିଲା । ଏହି ଦୃଶ୍ୟ କୁ ବାଦ ଦେଲେ ସେଠାରେ ଏହି ଷ୍ଟାଇଲରେ ନିର୍ମାଣ ହୋଇଥିବା ଅନ୍ୟ ୯ଟି ବିଚ ହାଉସ ମଧ୍ୟ ଏବେ ବିପଦ ଶଙ୍କୁଳିତ ଅବସ୍ଥାରେ ରହିଥିବା ଜଣା ପଡିଛି ।
ତେବେ ଏଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଖୁବ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି । ଏହି ଭିଡିଓ କୁ ଯିଏ ଦେଖୁଛି ଅନେକ ମାତ୍ରା ରେ କମେଣ୍ଟ ଦେବାରେ ଲାଗିଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଭିଡିଓ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ସେଯାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।