ବିଜେଡି ନେତ୍ରୀ ମିନତୀ ବହିଦାର ଆଜି ଏକ ସାଂଘାତିକ ବୟାନ ଦେଇଛନ୍ତି…ନବ ଦାସଙ୍କ ମୃ-ତ୍ୟୁ, ତାଙ୍କୁ ଦୁଃଖ ଦେଇନି ବୋଲି କହିଛନ୍ତି । ଏଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଗୋପାଳକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନବ ଦାସ ତାଙ୍କ ଭାଇଙ୍କୁ ହ-ତ୍ୟା କରିଥିବା ସେ କହିଛନ୍ତି । ତେବେ ଏ ନେଇ ନବ ଦାସଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି ।
ଗତ କିଛି ଦିନ ତଳେ କଟକ ସୂତାହାଟ ଅଞ୍ଚଳରେ ରହୁଥିବା ମିନତୀ ଏକ ରିକ୍ସା ବାଲାଙ୍କୁ ସବୁ ସମ୍ପତ୍ତି ଦାନ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ସେ ବିଜେଡିରେ ମଧ୍ୟ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସେ କହିଛନ୍ତି ଯେ “ଏଟା ତ ପ୍ରମାଣ ନା । ଏ ଯେଉଁ ଗୋପାଳ ଦାସ କହୁଛନ୍ତି ମୁଁ ତ କହୁଛି ନାରାୟଣ ସେ ଗୋପାଳ ବଲ୍ଲଭ, ହେ ଶ୍ରୀ କୃଷ୍ଣ ତୁମେ ଆସିକି ମୋର ଭାଇ କି ମା-ରିଛ ।
ଏବେ ହଠାତ ମୁଁ ରବିବାର ଦିନ ଦେଖିଲା ବେଳକୁ guli ମା-ଡ ହୋଇଛି ଆଉ । ଠିକ ଏମିତି ସର୍ଟ ରେ ମା-ରି-ଛି guli ହାର୍ଟଲେସ ଲୋକର ହାର୍ଟ ରେ ମା-ରି-ଛି ଆଉ ହାର୍ଟ ଫାଟି ଯାଇଛି । ମୁଁ ଜାଣିଲି ସେ ମୋ ଭାଇକୁ ମା-ରିଛି । କେମିତି ମ-ରି-ବିନି ଜେସାକୁ ତେସା ଯେମିତି ବୁଣିଥିବ ସେମିତି ପାଇବ ନା । ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ । 2004ରେ ସେ ହାରି ଯାଇଥିଲା ।
ସେ ଦେଖିଲା ଯେ ଏଠାରେ ଆଉ ଜିତି ପାରିବ ନାହି । ଗୋଟେ ଜନ ନେତାକୁ ଯାହାକୁ ଲୋକ ମାନେ ଏତେ ଭଲ ପାଉଛନ୍ତି ତାକୁ ଯଦି ମୁଁ ମା-ରି ଦେବୀ ତା ହେଲେ ତାର ଶିମ୍ପାଥି ଭୋଟର ମାନେ ମୋ ପାଖକୁ ପଳାଇ ଆସିବେ । ସେଥିପାଇଁ ସେ ମୋର ଭାଇକୁ ମା-ରି ଦେଲା ନା । 2009 ରେ କଂଗ୍ରେସ ରେ ତା ପରେ 2014 ରେ କଂଗ୍ରେସ ରେ । ମୋ ଭାଇ ନବ ଦାସ ହିଁ ମା-ରି-ଛି ।
କିଏ ମାନୁ ନ ମାନୁ ମୁଁ ତ ମାନିବି ନବ ଦାସ ମୋର ଭାଇକୁ ମା-ରି-ଛି ବୋଲି । ଗୋପାଳ ବାବୁ ଙ୍କ ମୁହଁ ଦେଖିଲେ ଲାଗୁଛି ତାଙ୍କ ମୁହଁ ରେ ଟିକେ ଗ୍ଳାନି ନାହି । ଏତେ ଲୋକ ପୋଲିସ ଅଛନ୍ତି ହଠାତ ମା-ରି ଦେଲା । ମୁଁ ବହୁତ ଖୁସି । ରାତିରେ ମାଂ-ସ ଭୋଜି ହେଲା । ମୁଁ ଏକଦମ ଖୁସି ହେଲି । ମୁଁ ଯଦି ପୁଅ ହୋଇଥାନ୍ତି ତାର ମାଂ-ସ କାଟି କାଟି କୁକୁର କୁ ଖାଇବାକୁ ଦେଇଥାନ୍ତି ।
ଯାହା ଘରେ ଯିଏ ମରେ ତାର ସ୍ତ୍ରୀ କେମିତି କାନ୍ଦୁଛି । ନବ ଦାସ କୁ ତ 62 ବର୍ଷ ହୋଇଥିଲା କିନ୍ତୁ ମୋର ଭାଇ ମାତ୍ର 42 ବର୍ଷ ହୋଇଥିଲା । 42 ବର୍ଷରେ ଯେବେ ପୁଅକୁ ବାପା ଟି ହ-ରା-ଇ-ବ ସେ କେମିତି ଥିବ । ଆମର ପୁରା ପରିବାର ସ୍ତବ୍ଧ ହୋଇ ଯାଇଥିଲା ଯେବେ ମୋ ଭାଇର ମୃ-ତ୍ୟୁ ହୋଇଥିଲା” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।