ସରକାରଙ୍କ ବଡ ଘୋଷଣା, ଏଣିକି ପ୍ରତି ମାସରେ ମହିଳା ପାଇବେ 1 ହଜାର ଟଙ୍କା ଭତ୍ତା…. ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ମହିଳା ମାନଙ୍କୁ ମିଳିବ ମାସିକ 1000 ତାଙ୍କ ନିର୍ବାଚନ ଜିତିଳେ ପ୍ରତିସୂତି ପାଳନ କଲେ । ଏବେ ମାସିକ ଭାବେ ସବୁ ମହିଳା ଙ୍କ ଖାତାକୁ ଜୀବ 1000 ଟଙ୍କା ଲେଖାଏ । ନିର୍ବାଚନ ଜିତିବା ପରେ ନିଜର ଡାଇତ୍ଵ କୁ ନିଭାଇବା ପାଇଁ ଯାଉ ଅଛନ୍ତି ସରକାର । ପଞ୍ଜାବ ସରକାର ଏବେ ନିର୍ବାଚନ ଜିତିଲେ । ପଞ୍ଜାବ ର ଆପ ସରକାର ଯେଉଁ କଥା କହିଥିଲେ କି ମହିଳା ମାନଙ୍କୁ 1000 ଟଙ୍କା ଲେଖାଏ ଦିଆ ଜୀବ ।

ତାହା ସେମାନେ ପାଳନ କରିବେ । ଏବେ ଏହା ବଣ୍ଟନ ଖୁବ ଜଲ୍ଦି ଆରମ୍ଭ କରିବେ । ଏହା ନେଇକି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅନେଇ ପ୍ରତିନିଧି ବଳଜିତ କୋର କହିଛନ୍ତି କି ଆସନ୍ତା ମାସେ କି ଦୁଇ ମାସ ମଧ୍ୟରେ 18 ରୁ ଅଧିକା ବୟଶ ଥିବା ମହିଳା ଙ୍କ ଆକାଉଣ୍ଟ କୁ ପଇସା ଜୀବ ।

ଆମ ହାତରେ ବଜେଟ ଆସିବା ପରେ ଏହା ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଆପ ମୁଖ୍ୟ କେଜ୍ରିବାଲ କହି ଥିଲେ କି ମହିଳା ସଶକ୍ତି କରଣ ପାଇଁ ଯଦି ତାଙ୍କ ସରକାର କ୍ଷମତା କୁ ଆସନ୍ତି ତେବେ ମହିଳା ମାନଙ୍କ ପାଇଁ ସେ ମାସିକ 1000 ଟଙ୍କା ପାଣ୍ଠି ଜମା କରିବେ ।

ମହିଳା ଙ୍କୁ ଆର୍ଥିକ ସହାୟତା କରିବା କଥା କୁ ସତ କରିବା ପାଇଁ କେଜ୍ରିବାଲ ମହିଳା ମାନଙ୍କ ନାମ କୁ ପଞ୍ଜୀକରଣ କରିଥିଲେ ଓ ଏହା ପାଇଁ ତାଙ୍କୁ ଏକ ସ୍ଲିପ ମଧ୍ୟ ଦେଇ ଥିଲେ । ଏହାକୁ ନେଇଇକି ତାଙ୍କ ବିରୋଦ୍ଧି ମାନେ ଖୁବ ହଙ୍ଗାମା କରିଥିଲେ । ଯେଉଁ ଠି ଭଣ୍ଡାର ଖାଲି ଟଙ୍କା କେଉଁ ଜାଗା ରୁ ଆସିବ ଓ କିଭଳି ଭାବେ ବଣ୍ଟନ ହେବ ।

ଏହା ପାଇଁ କେଜ୍ରିବାଲ ଉତାର ର ଦେଇକି ଏକ ଭିଡିଓ ରେ କହିଥିଲେ କି ମହିଳାଙ୍କୁ 1000 ଟଙ୍କା ଦେଇ ଦେଲେ କାହାର କିଛି କ୍ଷତି ହେବନି କି ପଞ୍ଜାବ ଭଳି ରାଜ୍ୟର ଭଣ୍ଡାର ଖାଲି ହୋଇଯିବନି । ମହିଳା ମାନଙ୍କ ମଧ୍ୟରୁ ଯଦି କେହି ସ୍କୁଲ କିମ୍ବା କଲେଜ ରେ ପଢିବା ପାଇଁ ଜୀବା ବେଳେ 1000 ଟଙ୍କା ନେଇକି ଜୀବ ଏହା ପାଇଁ କେଉଁ ଭଳି ଭାବେ ପଞ୍ଜାବ ର ଭଣ୍ଡାର ଖାଲି ହୋଇଯିବ ।

ପଞ୍ଜାବ ନିର୍ବାଚନ ସମୟରେ ଆମ ଆଦମି ପାର୍ଟି ଆହୁରି ବହୁତ କିଛି ପ୍ରତିସୂତି ଦେଇ ଥିଲା । ସେ କେବଳ ପଇସା ଦେବ ଏହା କହି ନଥିଲା ସେ କହିଥିଲା କି ପ୍ରତି ଘର ପାଇଁ 300 ୟୁନିଟ ବିଲ ପିଛା ପଇସା ମାଫ ହେବ । ଏହା ସହ ଏହା ମଧ୍ୟ କହି ଥିଲା କି ସେଠାକାର ହସ୍ପିଟାଲ ଗୁଡିକ ଠିକ କରାଯିବ ଓ ଏହା ବିଲାଶ ପୂର୍ଣ୍ଣ କରାଯିବ । ମାଗଣା ଚିକିସ୍ଛା କରିବାର ପ୍ରତିସୂତି ମଧ୍ୟ ଦିଆ ଯାଇ ଥିଲା ।

Leave a Reply

Your email address will not be published. Required fields are marked *