ନମସ୍କାର ବନ୍ଧୁଗଣ । ଏଠି ହସିବା ମନା । ଉଶ୍ଚବ ପାଳନ କରିଲେ କଠୋର ଶାସ୍ତି । ଦୁର୍ବିସହ ଏଠି ଜୀବନ । ଏମିତି ଏକ ଦେଶ ଯେଉଁଠି ଜୀବନ ପାଲଟିଛି ଏକ ଶାସ୍ତି । ଏଠାରେ ନିଜର ଇଚ୍ଛାକୁ ମାରି ଏକଛତ୍ରବାଦୀ ଶାସନର ପାଳନ କରିବାକୁ ପଡିଥାଏ । ପୂର୍ବରୁ ଏ ଦେଶରେ କିଛି କଠୋର ନିୟମ ଥିଲା । ହେଲେ ଏପରି ଏଠିକାର ସରକାର ଏଠାରେ ଏମିତି କଟକଣା ଲଗାଇଛନ୍ତି ଯାହା ପାଇଁ ଏଠିକାର ନାଗରିକଙ୍କୁ ଅଣ ନିଶ୍ଵାସୀ କରି ଦେଇଛି ।
ଏହିଭଳି ଅଜବ ଦେଶ ହେଉଛି ଉତ୍ତର କୋରିୟା । ଏଠାରେ ସରକାର ଏବେ ଏପରି କଟକଣା ଲଗାଇଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ପୂର୍ବରୁ ଏଠାରେ ଯେଉଁ କଟକଣା ରହିଥିଲା ତାହା ଠାରୁ ଅଧିକ କଠୋର କଟକଣା ଜାରି କରିଛନ୍ତି ଉତ୍ତର କୋରିୟାର ସରକାର କିଙ୍ଗ ଜନ ଉନ । ତାଙ୍କର ଏଭଳି କଟକଣା ସେଠିକାର ଲୋକ ମାନଙ୍କୁ ଦୁର୍ବିସହ କରି ରଖି ଦେଇଛି ।
ଏଠିକାର ପୂର୍ବତନ ଶାସକ କିଂ ଜଣ ଇଲଙ୍କ ୧୦ତମ ପୂଣ୍ୟ ତିଥି ଅବସରରେ ଆଉ ଏକ କଟକଣା ଲାଗୁ ହୋଇଛି । ଏହି କଟକଣା ଅନୁଯାୟୀ ଦେଶରେ କୌଣସି ନାଗରିକ ୧୧ ଦିନ ଯାଏଁ ହସି ପାରିବେ ନାହି । ଜନ୍ମଦିନ କି ଅନ୍ୟ କୌଣସି ଉଶ୍ଚବ ପାଳନ କରି ପାରିବେ ନାହି ଏଠିକାର ନାଗରିକ ମାନେ । ଏପରି କି ମଦ୍ୟପାନ ମଧ୍ୟ କରି ପାରିବେ ନାହି ।
ଦି ଏକ୍ସପ୍ରେସର ସୂଚନା ମୁତାବକ କିଂ ଜଣ ଉଲ ପୂର୍ବତନ ଶାସକ ତଥା ତାଙ୍କ ବାପାଙ୍କ ପାଇଁ ଏ ସବୁ କଟକଣା ଜାରି କରିଛନ୍ତି । ଏହି ନୂଆ ନିୟମ ମାନିବାକୁ ଉତ୍ତର କୋରିୟାର ନାଗରିକ ମାନେ ବା-ଧ୍ୟ । ଏଥିରେ ସାମାନ୍ୟ ମାତ୍ର ଅବୋରାଧ କରିଲେ ନାଗରିକ ମାନଙ୍କୁ କଠୋର ଶାସ୍ତି ଦେବାକୁ ସୂଚନା ଦେଇଛନ୍ତି କିଂ ଜଣ ଉଲ ସରକାର ।
ଏକଛତ୍ରବାଦୀଙ୍କ ଆଦେଶ ଅନୁଯାୟୀ ଲୋକ ମାନଙ୍କୁ ଡିସେମ୍ବର ମାସରେ ଗ୍ରୋସରି ଜିନିଷ କିଣିବାକୁ ଅନୁମତି ନାହି । ଯେଉଁ ମାନେ ଏହି ନିୟମର ଉଲଂଘନ କରିବେ ସେମାନଙ୍କ ବି-ରୁ-ଦ୍ଧ-ରେ କଠୋର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରା ଯାଇଛି ।
ଲୋକ ମାନେ ଏହି ନିୟମକୁ ପାଳୁଛ କି ନାହି ତାହା ଉପରେ ରହିଛି ପୋଲିସର କଡା ନଜର । ଯଦି ଏହି ୧୧ ଦିନ ମଧ୍ୟରେ କୌଣସି ବ୍ୟକ୍ତିନର ମୃ-ତ୍ୟୁ ହୋଇଯାଏ ତେବେ ତାଙ୍କର ସମ୍ପର୍କୟ ମାନେ କାନ୍ଦି ପାରିବେ ନାହି କି ତାଙ୍କର ଅନ୍ତିମ ସଂସ୍କାର କରି ପାରିବେ ନାହି ବୋଲି କଠୋର କଟକଣା ଜାରି ହୋଇଛି । ୧୧ ଦିନ ପରେ ଯାହା ନିୟମ କରାଯିବ ।
ଏସବୁ ନିୟମ ଭିତରେ ଅଣ ନିଶ୍ଵାସୀ ହୋଇ ପଡିଛନ୍ତି ଉତ୍ତର କୋରିୟା ବାସୀ । ପୂର୍ବରୁ ଯେଉଁ ମାନେ ନିୟମର ଉଲଂଘନ କରିଛନ୍ତି ସେମାନଙ୍କୁ ପୋଲିସ ଗି-ର-ଫ କରି ନେବା ପରେ ଆଉ ତାଙ୍କୁ ଦେଖିବାକୁ ମିଳି ନାହି । ତେବେ ଏଠିକାର ଲୋକଙ୍କର ଅବସ୍ଥା କିପରି ଥିବା ତାହା ସହଜରେ ଅନୁମାନ କରି ହେଉଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।