ସରକାରୀ Hospital ରୁ ନବଜାତ ଶିଶୁ ଚୋରୀ, ବାହୁନି କାନ୍ଦୁଛି ମା’, ଦେଖନ୍ତୁ ସେ କଣ କହୁଛନ୍ତି…ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଦେଖିବାକୁ ମିଳୁଛି । କିଛି ଘଟଣା ଚୋରୀ ଡକାୟତକୁ ନେଇ ଘଟୁଛି ତ ଆଉ କିଛି ପିଲା ଚୋରୀ ଭଳି ଘଟଣା ଦେଖିବାକୁ ମିଳୁଛି । ଆଜିକାଲି ଆମ ଦେଶରେ ପିଲା ଚୋରୀ ହେବା ଅଧିକ ମାତ୍ରା ରେ ଦେଖା ଯାଉଛି । ଯାହା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହେଉଛି । ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି । ସୂଚନା ଅନୁସରେ ସୁବର୍ଣ୍ଣପୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ନବଜାତ ଶିଶୁ କନ୍ୟା ଚୋ-ରୀ ହୋଇ ଥିବାର ସ-ଙ୍ଗି-ନ ଅ-ଭି-ଯୋ-ଗ ହୋଇଛି ।

ଏ ନେଇ ନବଜାତ ଶିଶୁର ବାପା ଥାନା ରେ ଅ-ଭି-ଯୋ-ଗ କରିଛନ୍ତି । ସୂଚନା ମୁତାବକ ଗତ ଶୁକ୍ରବାର ଦିନ ସକାଳ ୯ଟା ୧୫ ମିନିଟରେ ବୀର ମହାରାଜପୁର ସମ୍ଭ୍ରା ଗାଁ ର ସନ୍ତୋସିନୀ ନାମକ ମହିଳା ଶିଶୁ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କିନ୍ତୁ ହସପିଟାଲରେ ବେଡ ନ ଥିବାରୁ ଉଭୟ ମା ଓ ଶିଶୁ ବାରଣ୍ଡା ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଗତ କାଲି ଜଣେ ମହିଳା ଶିଶୁ କନ୍ୟାକୁ ଧରିବା ବାହାନାରେ ନେଇ ନବଜାତ କନ୍ୟାକୁ ନେଇ ଫେ-ରା-ର ହୋଇ ଯାଇଛନ୍ତି ।

ଶିଶୁ ଚୋରୀ ହେବା ପରେ ପରିବାର ପକ୍ଷରୁ ସଦର ଟାଉନ ଥା-ନାରେ ମାମଲା ରୁ-ଜୁ କରା ଯାଇଛି । ଏହି ମାମଲା ରୁ-ଜୁ ହେବା ପରେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରିଛି । ତେବେ ହସପିଟାଲର କର୍ତ୍ତୁପକ୍ଷ କହିଛନ୍ତି ଯେ ଏହି ଘଟଣା ର ଯାଞ୍ଚ ଆରମ୍ଭ ହୋଇଛି । ଏହା ସହ ସିସିଟିଭି କ୍ୟାମେରା ରେ ଯାହା ରେକର୍ଡ ହୋଇଛି ତାହା ମଧ୍ୟ ଯାଞ୍ଚର ପରିସର ଭୁକ୍ତ କରା ଯାଇଛି । ହସ୍ପିଟାଲ ତରଫରୁ ଏକ ଟିମ ଏହି ମାମଲା ର ଯାଞ୍ଚ କରୁଛନ୍ତି ।

ତେବେ ଏହି ଘଟଣା ଆମ ଦେଶରେ କୌଣସି ପ୍ରକାରର ନୂଆ ନୁହେଁ । ଆଗରୁ ମଧ୍ୟ ଏହି ଭଳି ଘଟଣା ଦେଖିବାକୁ ମିଳିଛି । ତେବେ ପୋଲିସ ଏହି ଘଟଣା ବାବଦରେ କେଉଁ ଭଳି ଯାଞ୍ଚ କରିବ ତାହା ଦେଖିବାର ଅଛି । ଆଶା କରୁଛୁ ନବଜାତ ଶିଶୁକୁ ପୋଲିସ ବହୁତ ଜଲ୍ଦି ପାଇବାରେ ସଫଳ ହେବ ।

ବନ୍ଧୁଗଣ ଏହି ଘଟଣା ରେ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *