ରାଣୀ ପଣ୍ଡା କହିଛନ୍ତି ସେ ଏହି ବିଷୟରେ ମୁହଁ ଖୋଲିବା ପାଇଁ ଚାହୁଁ ନଥିଲେ କିନ୍ତୁ କଣ କରିବେ କେବଳ ସୋନାଲୀ ଙ୍କ ପାଇଁ ସାରା ଝିଅ ମାନେ କଳଙ୍କିତ ହୋଇଥାଏ । ସେ ଯେଉଁ ଭଳି ଭାବେ ସାରସ୍ଵତ ଙ୍କ ପାଇଁ ସୋମ୍ୟ ଙ୍କୁ ଛାଡି ଦେଇ ଛନ୍ତି ତେବେ ତା ଠାରୁ ଖରାପ ଝିଅ ଆଉ ଦୁନିଆରେ ନାହି । ରାଣୀ ପଣ୍ଡା କହିଛନ୍ତି କି ଆପଣ ଯଦି ଏହି ଭଳି ଝିଅ ପାଇଁ ତାଙ୍କ ଷପୋର୍ଟ ରେ ଠିଆ ହେବେ ତେବେ ତା ଠାରୁ ଭଲ କି ସେ ସାରା ଜୀବନ ଏକା ରହିବେ କିମ୍ବା ତା ଠାରୁ ଭଲ କି ସେ ରାଣୀ ପଣ୍ଡା ଙ୍କୁ ବିବାହ କରି ନେବେ ।
ଏହା ମଧ୍ୟ କହିଛନ୍ତି ରାଣୀ ପଣ୍ଡା ସୋନାଲୀ ଙ୍କ ଠାରୁ ବହୁତ ଭଲ ଯଦି ସେ ଚାହୁଁ ଛନ୍ତି ବିବାହ ଅକରିବା ପାଇଁ ତେବେ ସେ ରାଣୀ ଙ୍କୁ ବିବାହ କରି ନେବା ଭଲ । ରାଣୀ ଏହା ମଧ୍ୟ କହିଛନ୍ତି କି ଯଦି ସୋନାଲି ଙ୍କୁ କେହି ନିଜ ଘରର ବୋହୁ କରିବା ପାଇଁ ଚାହୁଁ ଛନ୍ତି ତେବେ ।
ସେ ନିଶ୍ଚିତ ଭାବେ ଏକ ଭୁଲ କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣଙ୍କ ଘର ନିଶ୍ଚିତ ଭାବେ ବାଙ୍ଗିଯିବ । ଆଜି ଆମେ କହିବା କି ଏହି ଭଳି ମହିଳା ମାନଙ୍କ ପାଇଁ ଆମ ସମାଜଜର ସବୁ ମହିଳା ମାନେ ଖୁବ ଖରାପ ଅବସ୍ଥାରେ ସବୁ ଆଡେ ଦେଖା ଯାଉଛନ୍ତି ଓ କିଛି ପୁରୁଷ ମାନଙ୍କ ପାଇଁ ସବୁ ପୁରୁଷମାନେ ଖରାପ ବୋଲି ଭାବୁଛନ୍ତି ।
ଆଜି ଆମେ କହିବା କି ଦୟା କରି ଆପଣମାନେ ଏହି ଭଳି କଥାକୁ’ ସମାଜରେ ପ୍ରଶୟ ଦେବା ବହୁତ ଖରାପ କଥା । ଯେଉଁ ମହିଳାମାନେ କେବଳ ପୁଅ ଙ୍କ ପଇସା ଦେଖିକି ଭଲ ପାଇବା ଦ୍ଵାରା କିଛି ହୋଇ ନଥାଏ । କାରଣ ସେମାନେ ଏହା ମଧ୍ୟ ଭାବି ତହନ୍ତି କି ପଇସା ଅଛି ।
ସବୁ ପ୍ରକାର ସୁଖ ସୁବିଧା ପାଇବା କିନ୍ତୁ ଏହା ଜାଣି ନଥାନ୍ତି ସେମାନଙ୍କ ପାଇଁ ହୁଏ ତ ଆମେ କେବଳ ଏକ ଫରନିଚର ହୋଇ ରହିଯିବା । କିଛି ମହିଳାମାନେ କେବଳ ହୃଦୟ ଦେଖୁଥିବା ବେଳେ କିଛି ମହିଳାମାନେ କେବଳ ପିଇସା ଦେଖନ୍ତି ।
ଏହା ସହ ରାଣୀ ପଣ୍ଡା ଏହା ମଧ୍ୟ କହିଛନ୍ତି କି ସୋନାଲି ତାଙ୍କ ଇଣ୍ଡଷ୍ଟ୍ରି ର ହୋଇ ଥିବାରୁ ବହୁତ କଥା ଶୁଣିବ ପାଇଁ ଗଡୁଛି ବିଭିନ୍ନ କ୍ଷେତ୍ରରୁ ଯେଉଁ ମହିଳା ମାନେ କିଛି ଭି କରି ନାହାଁନ୍ତି ସେମାନେ ଶୁଖିଲା ରେ ଖରାପ ହେଉଛନ୍ତି । ତେଣୁ ଯେଉଁ ଭଳି ମହିଳା ଆପଣ ଚାହୁଁ ଛନ୍ତି ସେହି ଭଳି ତାର ମନ ହୋଇ ଥିବା ନିହାତି ଭାବେ ଦରକାର ନହେଲେ ଆପଣ ସବୁ କିଛି ହରାଇ ଦେବେ ।
ଯେଉଁ ମାନେ ନିଜ ଭଲ ପାଇବା କୁ ଅନ୍ୟମାନଙ୍କ ଆଗରେ ଖୋଲା ଖୋଲି ଭାବରେ କହିବା ପରେ ମଧ୍ୟ ସେହି ଭଳି ଝିଅ ମାନଙ୍କ ପାଇଁ ଆମେ ନିଜ ପରିବାରକୁ ଏକା ଛାଡିବା କଥା ନୁହେଁ । ଏହା କହିଥିଲେ ରାଣୀ ପଣ୍ଡା ।