ଶାରୀରିକ ସୁଖ ବୃଦ୍ଧି ପାଇଁ ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର- Health Tips

ବନ୍ଧୁଗଣ ଆପଣ ମାନେ ରସୁଣର ବ୍ୟବହାର ଖାଦ୍ଯରେ ବ୍ୟବହାର କରାଯାଏ । ଏହା ପାଚନ କ୍ରିୟାରେ ସାହାଜ୍ଯ କରିଥାଏ । ରସୁଣକୁ ମସଲାର ରାଜା ମଧ୍ୟ କୁହାଯାଏ । ମଣିଷ ପ୍ରାୟ ୫୦୦୦ ବର୍ଷ ପୂର୍ବରୁ ଚାଷ କରିବା ଆରମ୍ଭ କରିଥିଲା । ପ୍ରତେକ ଦିନ ମଣିଷ ରସୁଣ ସେବନ କରୁଛନ୍ତି ଆଉ ବହୁତ କିକି ଲାଭଦାୟକ ମଧ୍ୟ ହୋଇଥାଏ । ଅନେକ ଲୋକ ଏହାକୁ ପସନ୍ଦ କରି ନ ଥାନ୍ତି । ଏପରି ସ୍ଥିତିରେ ରସୁଣକୁ ରାନ୍ଧି ଖାଇ ପାରିବେ । ଏହା ସହ ରସୁଣ ଖାଇବା ଦ୍ଵାରା ଅନେକ ରୋଗରୁ ମୁକ୍ତି ପାଇ ହେବେ । ଆଜି ଆମେ ଆପଣଙ୍କୁ ରସୁଣ ଖାଲି ପେଟରେ ଖାଇବା ଦ୍ଵାରା କି କି ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ସକାଳୁ ଖାଲି ପେଟରେ ରସୁଣ ଖାଇଲେ ପେଟରେ ଥିବା ଜୀବାଣୁ ବାହାର ହୋଇଥାଏ । ଶରୀରରେ ଆଣ୍ଟି ବାୟୋଟିକ ଭାବେ କାର୍ଯ୍ୟ କରିଥାଏ । ଏହା ପେଟ ପାଇଁ ପ୍ରାକୃତିକ ଉପାୟ ଭାବେ ସାହାଜ୍ଯ କରିଥାଏ ।

୨- ରସୁଣ ଖାଇବା ଦ୍ଵାରା ଭାତୁଡି, ଦାନ୍ତ ଜନିତ ସମସ୍ଯା ଦୂର ହୋଇଥାଏ । ଦାନ୍ତ ବିନ୍ଧା ହେଉଥିଲେ ବା ମାଢି ଫୁଲିବା ବା ପୋକ ଖାଇଲେ ରସୁଣକୁ ଛେଚି ସେହି ଜାଗାରେ ରଖିଲେ ଭଲ ହେବ ।

୩- ଯଦି ଆପଣ ନିଜର ମୋଟାପଣ ଦୂର କରିବାକୁ ଚାହୁଛନ୍ତି ତେବେ ରସୁଣର ସେବନ କରନ୍ତୁ । ଏହା ସହ ରସୁଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ହାର୍ଟ ସମସ୍ଯା ଥିଲେ ବି ରସୁଣ ଖାଇ ପାରିବେ ।

୪- ଯଦି ଆପଣଙ୍କର ତୀବ୍ର ବା ପୁରୁଣା ଶ୍ଵାସ ରୋଗ ଅଛି ତେବେ ରସୁଣ ସେବନ କରନ୍ତୁ । ଏହା ସହ ରସୁଣ କାସ, ଏନିମିଆ ଭଳି ରୋଗ ଦୂର କରିବାରେ ହ୍ରାସ କରିଥାଏ । ଖାଇବା ପୂର୍ବରୁ ୨ଟି ରସୁଣ ଚୋବାଇ ଖାଇଲେ ରୋଗ ଦୂର ହୋଇଥାଏ ।

୫- ଯକ୍ଷ୍ମା ରୋଗ ହୋଇଥିଲେ ରସୁଣ ଖାଇଲେ ଭଲ ହୋଇଥାଏ । ଶରୀରରେ ରକ୍ତ ସଂଚାଳନ ଠିକ ହେବା ପାଇଁ ରସୁଣ ସେବନ କରି ହେବ । ଯକୃତ, ମୁଟ୍ରାସୟ ସଠିକ ଭାବେ କାମ କରିବା ପାଇଁ ରସୁଣ ସହାୟକ ହୋଇଥାଏ ।

୬- ପେଟ ଜନିତ ସମସ୍ଯା ରହିଛି ତେବେ ରସୁଣ ସେବନ କରନ୍ତୁ । ରସୁଣ ଖାଇଲେ ହଜମ କ୍ରିୟା ଭଲ ଭାବେ ହୋଇଥାଏ । ଏସିଡିଟି ସମସ୍ୟା ଥିଲେ ରସୁଣ ଖାଇ ପାରିବେ । ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ରସୁଣ ସାହାଜ୍ଯ କରିଥାଏ ।

୭- ଶାରୀରିକ ସୁଖ ବୃଦ୍ଧି ପାଇଁ ସକାଳୁ ଖାଲି ପେଟରେ ରସୁଣ ଖାଇଲେ ଲାଭଦାୟକ ହୋଇଥାଏ । ଥଣ୍ଡା ଅଧିକ ହେଉଥିଲେ ରସୁଣ ନୀତିଦିନ ଖାଇବା ଉଚିତ । ସକାଳୁ କଞ୍ଚା ରସୁଣ ୨ଟି ଖାଇଲେ ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇନ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *