ସତ ହେବ ମାଳିକା ବଚନ, 2023 ରେ ଘଟିବ 23 ଟି ବଡ ଘଟଣା

ନମସ୍କାର ବନ୍ଧୁଗଣ, ଅଚ୍ୟୁତା ନନ୍ଦଙ୍କ ଲିଖିତ ମାଲିକାରେ ଉଲ୍ଲେଖ ଥିବା ଅନେକ କଥା ଏବେ ବାସ୍ତବର ରୂପ ନେଇ ସାରିଲାଣି । ମଣିଷ ମନରେ ସୃଷ୍ଟି ବିନାଶର ଭୟ ମଧ୍ୟ ଉତ୍ପର୍ଣ ହୋଇସାରିଲାଣି । କାରଣ ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । ଯାହା ମାଲିକାରେ ଅଚ୍ୟୁତା ନନ୍ଦ ଉଲ୍ଲେଖ କରିଯାଇଥିଲେ ତାହା ସତ ହେବାରେ ଲାଗିଛି । ତେବେ ୨୦୨୨ ମସିହାର ଅନ୍ତ ଘଟି ୨୦୨୩ ମସିହା ଆରମ୍ଭ ହେବାକୁ ।

୨୦୨୩ ମସିହାରେ ସଂସାର ବିନାଶର ୨୩ଟି ଘଟଣା ଘଟିବାର ସଙ୍କେତ ମଧ୍ୟ ମିଳିବାର ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ । ଚାଷୀ ମାନେ ଚାଷ କାର୍ଯ୍ୟ ବନ୍ଦ କରିଦେବେ । ଜଙ୍ଗଲରେ ରହୁଥିବା ଜୀବ ଜନ୍ତୁ ସହର ଗ୍ରାମ ମୁହାଁ ହୋଇ ଲୋକଙ୍କୁ କ୍ଷତ ବିକ୍ଷତ କରିବାକୁ ଲାଗିବେ । ପୃଥିବୀର ଘୁର୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହେବ ।

ଭୂମିକମ୍ପ ଭଳି ଭୟଙ୍କର ବିପର୍ଜୟ ବାରମ୍ବାର ଦେଖା ଦେବ । ବିଶ୍ଵର ଅନେକ ଦେଶରେ ଅର୍ଥନୈତିକ କ୍ଷତି ହେବାକୁ ଲାଗିବ । ମଣିଷ ଆକାଶରେ ଦୁଇଟି ସୂର୍ଯ୍ୟ ମଧ୍ୟ ଦେଖିବା ପାଇଁ ପାଇବେ । ଯାହା ମଣିଷକୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ବାସ୍ତବରେ ତାହା ଘଟିବାକୁ ଯାଉଛି । ଦୁଇଟି ସୂର୍ଯ୍ୟ ମଧ୍ୟରୁ ଗୋଟିଏ ଉଲକା ହୋଇଥିବ ଏବଂ ତାହା ସମୁଦ୍ରରେ ପଡିବା କଥାର ଉଲ୍ଲେଖ ରହିଛି ।

ଓଡିଶାର ୬ଟି ଜିଲ୍ଲା ଜଳମଗ୍ନ ହେବ । ହଠାତ ସମୁଦ୍ରରେ ଜଳସ୍ତର ବଢିବା ପାଇଁ ଲାଗିବ । ଅନେକ ଦେଶର ସହର ଜଳମଗ୍ନ ହେବ । ଅନେକ ଜୀବନର ଅନ୍ତ ମଧ୍ୟ ଘଟିବ । ଭୟଙ୍କର ଦୃଶ୍ୟକୁ ଦେଖିବା ଛଡା ଆଉ କୌଣସି ବିକଳ୍ପର ବାଟ ନଥିବ । ୨୦୨୩ରୁ ୨୦୨୯ ମସିହା ମଧ୍ୟରେ ଅନେକ ଭୟଙ୍କର ପ୍ରକୃତିକ ବିପର୍ଜୟ ହେବ । ଉଲେଖ ଥିବା ସାତ ରାତି ସାତ ଦିନ ଅନ୍ଧାର ହେବାର କଥା ମଧ୍ୟ ସତ ହେବ । ବିଶ୍ବରେ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟ ଉପୁଜିବ ।

୬ ବର୍ଷ ୬ ମାସ ଧରି ତୃତୀୟ ବିଶ୍ଵ ଯୁଦ୍ଧ ହେବ । ୧୩ଟି ମୁସଲିମ ଦେଶ ଭାରତ ଉପରେ ଆକ୍ରମଣ କରିବେ । ମଣିଷ ରୂପରେ ଭଗବାନ କଳ୍କୀ ଅବତାର ନେବେ । ଏବଂ ଯୁଦ୍ଧରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ବହୁତ ଶୀଘ୍ର ଆମେ ରିକାର ବଡ ସହର ଜଳମଗ୍ନ ହେବାକୁ ଯାଉଛି । ଚୀନ ଦେଶର ଖଣ୍ଡ ବିଖଣ୍ଡ ହେବାକୁ ଯାଉଛି । ବହୁତ ଦେଶ ହିନ୍ଦୁ ଧର୍ମ ଆପଣାଇବେ ।

ପାକିସ୍ତାନ ଭାରତ ମାନଚିତ୍ରରୁ ହଟିଯିବ । ଆଗକୁ ଏଭଳି ଏକ ସମୟ ଆସିବ କୀ କୀଟ ପତଙ୍ଗ ଲୋକଙ୍କୁ ଜୀବନ ନେଇଯିବେ । ଦେଶର ଜନ ସଂଖ୍ୟା ବହୁତ ମାତ୍ରାରେ କମିଯିବ । ଏହି ସମସ୍ତ ଘଟଣା ଦେଖିବାକୁ ମିଳିବ ଆସୁଥିବା ନୂତନ ବର୍ଷ ଠାରୁ । ତେବେ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *