ସତ କହିବେ Bobby Mishra, କିଏ Pintuଙ୍କ ମୃତ୍ୟୁ ପାଇଁ ଦାୟୀ ? ଯାହା କହୁଛନ୍ତି ଶୁଣି ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ମୁହଁ ଖୋଳିବେ ବବି ମିଶ୍ର ସତ ଜାଣିବ ଦୁନିଆ । ଆମ ସମସ୍ତଙ୍କର ପ୍ରିୟ କଳାକାର ଓଲିଉଡ ହିରୋ ପିଣ୍ଟୁ ନନ୍ଦ ଆଉ ଏବେ ନାହାନ୍ତି । ତାଙ୍କର କେମିତି ଦେ-ହା-ନ୍ତ ହେଲା ? ପିଣ୍ଟୁ ଙ୍କ ଦେହ ଖରାପ ସମୟରେ କଣ ସବୁ ଘଟିଥିଲା । କେଉଁ କେଉଁ ମାନେ କେତେ ତାଙ୍କର ଆର୍ଥିକ ରାଶି ପ୍ରଦାନ କରିଛନ୍ତି । କଣ କରିଥିଲେ ହୁଏ ତ ପିଣ୍ଟୁ ବଞ୍ଚି ପାରିଥାନ୍ତେ । ପିଣ୍ଟୁ ଭାଇ ଙ୍କ ମୃ-ତ୍ୟୁ ପାଇଁ ଦାୟୀ କିଏ ?

କାହିଁକି ବାର ଦୁଆର ଶୁଣ୍ଢୀ ପିନ୍ଧା କରାଗଲା ପିଣ୍ଟୁ ଭାଇଙ୍କୁ ? ଯଦି ହାଇଦ୍ରାବାଦ ନେବାର ଥିଲା ତେବେ ଆରମ୍ଭରୁ କାହିଁକି ନିଆଗଲା ନାହି ? ଭୁବନେଶ୍ବର ତା ପରେ ଦିଲ୍ଲୀ ଆଉ ତା ପରେ ହାଇଅଦ୍ରାବାଦ କଣ ଗୋଟେ କଳାକାର କୁ ନେଇ ନାଟକ ଚାଲିଥିଲା ? ଏ ସବୁର ସତ ସାମ୍ନା କୁ ଆସିବ । କାରଣ ଯନ୍ତ୍ରଣା ରେ କୁହୁଳି ଥିବା ବବି ମିଶ୍ର ସତ କହିବେ । ଦୁନିଆ ଜାଣିବ ସତ ମୁହଁ ଖୋଲିବେ ବବି ମିଶ୍ର ।

କାରଣ ପିଣ୍ଟୁ ଙ୍କ ଦେହ ଖରାପ ହେବା ଠାରୁ ପାଖେ ପାଖେ ରହିଥିଲେ ଅଭିନେତା ବବି ମିଶ୍ର । ଆଉ ଅବି ମିଶ୍ର ଅତି ନିକଟରୁ ଦେଖିଛନ୍ତି ପିଣ୍ଟୁ ଙ୍କ ସହ କଣ ଘଟିଛି । କିଏ ଆସିଛି କିଏ ଯାଇଛି କେତେ କଷ୍ଟ ପାଇଛନ୍ତି ପିଣ୍ଟୁ ନନ୍ଦ । ଆଉ ଏ ସବୁର ଗୋଟି ଗୋଟି ହିସାବ ଦେବେ ବବି ମିଶ୍ର । ସେ ଦିନକୁ ସମସ୍ତେ ଅପେକ୍ଷା କରିଛନ୍ତି ଯେଉଁ ଦିନ ବବି ମିଶ୍ର ମୁହଁ ଖୋଲିବେ ।

ଏ କଥା ଆମେ ଏଥିପାଇଁ କହୁଛୁ ଦର୍ଶକ ବନ୍ଧୁ କାଲି ଯେବେ 21 ନମ୍ବର ପିଣ୍ଡି ରେ ପିଣ୍ଟୁ ନନ୍ଦଙ୍କ ଅ-ନ୍ତି-ମ ସଂ-ସ୍କା-ର ଚାଲିଥିଲା ସେତେବେଳେ ମୁହଁ ଖୋଲିଥିଲେ ବବି ମିଶ୍ର । ଆଉ କହୁ କହୁ କହି ଦେଇଥିଲେ ଆପଣ ମାନେ କିଛି ଦିନ ପରେ ସବୁ ସତ ଜାଣିବେ । ଆଉ ଏମିତି କିଛି କଥା ବବି ମିଶ୍ର କହି ସାରିବା ପରେ ସାରା ଓଡିଶାରେ ଏବେ ତାହାକୁ ନେଇ ଚର୍ଚ୍ଚା କି ପିଣ୍ଟୁ ନନ୍ଦ ଙ୍କ ସହ କଣ ହୋଇଛି ?

ଆଉ ତାଙ୍କ ପ୍ରିୟ କଳାକାର ଙ୍କ ଅ-କା-ଳ ବି-ୟୋ-ଗରେ କେଉଁ କେଉଁ ମାନେ ଦାୟୀ ? ଆଉ ସବୁ କଥା ଜାଣିବା ପାଇଁ ବବି ମିଶ୍ରଙ୍କ କଥା ଉପରେ ରହିଛି ସମସ୍ତଙ୍କର ନଜର । କେବେ ବବି ମିଶ୍ର ସାମନାକୁ ଆସିବେ ଆଉ ସବୁ ସତ କଥା କହିବେ । ତାକୁ ଜାଣିବାକୁ ଶୁଣିବାକୁ ଚାହିଁ ବସିଛନ୍ତି ପିଣ୍ଟୁ ନନ୍ଦ ଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଦର୍ଶକ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *