ସେ ଏକା ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ? ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ପସନ୍ଦ କରନ୍ତୁ ଗୋଟେ କଳସ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଭଲ ବିଷୟ ବସ୍ତୁ ନେଇ କରି ଆସିଛୁ । ଯାହା ଆପଣଙ୍କ ପ୍ରେମ ଜୀବନ ସହ ଜଡିତ ରହିଛି । ଆଜ୍ଞା ହଁ ବିଷୟ ବସ୍ତୁ ଟି ହେଉଛି ସେ ଆପଣଙ୍କ ବିଷୟରେ ଏକା କଣ ଚିନ୍ତା କରୁଛନ୍ତି । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ଟି ରଙ୍ଗର ଭିନ୍ନ ଭିନ୍ନ କଳସ ର ଚିତ୍ର । ଏଥି ମଧ୍ୟରୁ ଆପଣ ବାଛନ୍ତୁ ଯେ କୌଣସି ଗୋଟିଏ କଳସ ଆଉ ଜାଣନ୍ତୁ ନିଜର ଉତ୍ତର । ତେବେ ଆପଣ ମାନେ ରେଡି ଅଛନ୍ତି ଆସନ୍ତୁ ଜାଣିବା ଜବାବ ।

୧- ପ୍ରଥମ କଳସ : ଯଦି ଆପଣ ପ୍ରଥମ କଳସ ଚୟନ କରିଛନ୍ତି ତେବେ ସେ ଏକା ଆପଣଙ୍କ ବିଷୟରେ ଭାବୁଛନ୍ତି କି ଆପଣ ତାଙ୍କ ଆଖ ପାଖରେ ଅଛନ୍ତି । ସେ ଆପଣଙ୍କୁ ନିଜ ପାଖରେ ଥିବା ଅନୁଭବ କରୁଛନ୍ତି ।

୨- ଦ୍ଵିତୀୟ କଳସ : ଯଦି ଆପଣ ଦ୍ଵିତୀୟ କଳସ ଚୟନ କରିଛନ୍ତି ତେବେ ସେ ଯେବେ ଏକା ହେଉଛନ୍ତି ତେବେ ଏହା ଭାବୁଛନ୍ତି କି ଆପଣ ତାଙ୍କୁ ଫୋନ କରନ୍ତୁ ଓ କିଛି ରୋମାଣ୍ଟିକ ଏବଂ ପ୍ରେମ ଭରା କଥା ହୁଅନ୍ତୁ । ଅପାନ ତାଙ୍କୁ ଫୋନ କରି ଢେର ସାରା କଥା ହୁଅନ୍ତୁ ସେ ଭାବୁଛନ୍ତି ।

୩- ତୃତୀୟ କଳସ : ଯେଉଁ ମାନେ ତୃତୀୟ କଳସ ବକହିଛନ୍ତି ତେବେ ଆପଣଙ୍କ ସାଥି ଯେବେ ଏହା ହେଉଛନ୍ତି ଆପଣଙ୍କ ବିଷୟରେ ଏକା ଭାବୁଛନ୍ତି କି କେମିତି ନିଜ ପ୍ରେମର ଇଜହାର କରିବେ ଆପଣଙ୍କ ପାଖରେ । ସେ ଆପଣଙ୍କୁ ନିଜ ମନ କଥା କହିବାକୁ ଭାବୁଛନ୍ତି ।

୪- ଚତୁର୍ଥ କଳସ : ଯଦି ଆପଣ ଚତୁର୍ଥ କଳସ ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଏକା ଯେବେ ହେଉଛନ୍ତି ତେବେ ଆପଣଙ୍କ ବିଷୟରେ ଏହା ଚିନ୍ତା କରୁଛନ୍ତି କି ଆପଣଙ୍କୁ ଫିଲ୍ମ ନେଇକି ଯିବେ । ଏହା ସହ ପୁରା ଦିନ ଏଞ୍ଜୋଏ ଓ ଟାଇମ ସ୍ପେନ୍ଡ କରିବେ ଆପଣଙ୍କ ସହ । ଆପଣ ଦୁହେଁ ପରସ୍ପର ସହ ସମୟ ବ୍ଯତୀତ କରନ୍ତୁ ସେ ଏତିକି ଭାବୁଛନ୍ତି ।

୫- ପଞ୍ଚମ କଳସ : ଯଦି ଆପଣ ପଞ୍ଚମ କଳସ ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ଭାବୁଛନ୍ତି ଆପଣଙ୍କ ବିଷୟରେ ଏହା ଭାବୁଛନ୍ତି କି ପରିବାର ବିଷୟରେ ଆପଣ ଦୁହିଙ୍କ ସମ୍ପର୍କ ବିଷୟରେ କହିବେ କି ନାହି । ଆପଣ ଦୁହିଙ୍କ ସମ୍ପର୍କ କୁ ନେଇ ସେ ବହୁତ ସିରିଏସ ଅଛନ୍ତି ସେଥିପାଇଁ ସେ ସମ୍ପର୍କ ବିଷୟରେ ପରିବାର କୁ କହିଲେ ଠିକ ହେବ କି ନାହି କେବଳ ଏତିକି ଭାବୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *