ବନ୍ଧୁଗଣ ଆମେ ସମସ୍ତେ ଜାଣିଛୁ ଶନିଦେବ ଙ୍କୁ ସବୁଠାରୁ ପାପୀ ଗ୍ରହ ବୋଲି ବିଚାର କୁହାଯାଏ । ଏମିତିକି କୁହାଯାଏ ଶନିଙ୍କର ପ୍ରଭାବ ଯେଉଁ ବ୍ୟକ୍ତି ଉପଡ଼େ ପଡିଥାଏ ତାଙ୍କ ଜୀବନରେ ସମସ୍ୟମାନ ଆରମ୍ଭ ହୋଇଥାଏ । କିନ୍ତୁ ଏପରି ସର୍ବଦା ହୋଇ ନ ଥାଏ । ଯେବେ ଶନିଦେବ କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତ ତାଙ୍କର ଶୁଭ ସମୟ ଆରମ୍ଭ ହୋଇଥାଏ । ଆସିବାକୁ ଥିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
ଜ୍ୟୋତିଷଙ୍କ କଥା ମାନିବା ତ ଗ୍ରହ ମାନଙ୍କର ଚଳନରୁ ଏପରି ଶୁଭ ସଂଯୋଗ ବନୁଅଛି ଯାହା ପାଇଁ କିଛି ରାଶିଙ୍କର ଭାଗ୍ୟ ଜାନୁଆରୀ 17ରୁ ଖୋଲିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସିଂହ ରାଶି : ମା ଲକ୍ଷ୍ମୀ ଙ୍କ କୃପା କାରଣରୁ ଆପଣଙ୍କର ଚାକିରି ରେ ସମ୍ଭାବନା ରହୁଛି । ଶନିବାର ଦିନ ଶନି ଚାଳିଶାର ପାଠ କରିବା ଉଚିତ । ଆପଣଙ୍କର ଯୋଜନା ସଫଳ ହେବ ।
ଆପଣ ନିଜ ହିସାବ ରେ ଯୋଜନାରୁ ଲାଭ ମିଳିପାରେ । ନୂଆ ବନ୍ଧୁ ସ୍ଥାପନ କରିବାର ନିସ୍ପତି ନେବେ । ଆପଣଙ୍କର ସମ୍ମାନ ବଢିଯିବ । ଆପଣଙ୍କ ଦ୍ଵାରା ଚାକିରି ପାଇଁ କରା ଯାଉଥିବା ପ୍ରତେକ ପ୍ରୟାସର ପରିଣାମ ର ସମୟ ଆସି ଯାଇଛି । ସମାଜରେ ଲୋକେ ଆପଣଙ୍କର ରାୟ ମାଗିବେ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷା ଲାଭ କରିବେ ।
ଧନୁ ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ଭାଗ୍ଯର ସହଯୋଗ ପ୍ରାପ୍ତ ହେବ । କୌଣସି ବଡ ଧରଣର ଲାଭର ସମ୍ଭାବନା ରହୁଛି । ଅଳ୍ପ ପରିଶ୍ରମ କାରଣରୁ ଭାଗ୍ଯର ସହଯୋଗ ରେ ଭଲ ପରିଣାମ ଦେଖିବାକୁ ମିଳିବ । ଚିନ୍ତା ବିଚାର କରି ବ୍ୟାପାର ରେ ନିବେଶ କରିବା ଦ୍ଵାରା ଅଧିକରୁ ଅଧିକ ଲାଭପ୍ରଦ ହେବ । ଚିନ୍ତା ଦୂର ହେବ । ଶୁଭ ସମାଚାର ପ୍ରାପ୍ତ ହେବ । ସମ୍ପର୍କ ମଧ୍ୟରେ ଚାଲୁଥିବା ବିବାଦ ଦୂର ହେବ ।
ପଢା ପ୍ରତି ଏକାଗ୍ରତା ବଢିବ । କୋର୍ଟ କଚେରୀ ନିସ୍ପତି ଆପଣଙ୍କ ପକ୍ଷରେ ରହିପାରେ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଠିକ ରହିବ । ଆୟରେ ବୃଦ୍ଧି ହେବାର ସମ୍ଭାବନା ଅଛି । ସମାଜରେ ମାନ ସମାନ ବୃଦ୍ଧି ହେବ । ଲୋକେ ଆପଣଙ୍କର ପ୍ରଶଂସା କରିବେ ।
କୁମ୍ଭ ରାଶି : ଶନିଦେବଙ୍କ କୃପାରୁ ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଆର୍ଥିକ ସ୍ଥିତି ପୂର୍ବର ଅପେକ୍ଷା ମଜବୁତ ହେବ । ଭାଗ୍ଯର ଦୟା ହେବ । ଅଚାନକ ଧନ ଲାଭର ସଂଯୋଗ ରହୁଛି । ଦାଂପତ୍ଯ ଜୀବନ ସୁଖମୟ ରହିବ । ମା ଲକ୍ଷ୍ମୀ ଙ୍କ କୃପାରୁ ସବୁ ସମସ୍ୟାର ଅନ୍ତ ହେବ । ଶନିଦେବଙ୍କ କୃପାରୁ ଅଟକିଥିବା ଧନ ଫେରି ପାଇବେ । ଶୁଭ ସମୟର ଆରମ୍ଭ ହେବାକୁ ଯାଉଛି ।
ଯେଉଁ ମାନେ ପ୍ରେମ କ୍ଷେତ୍ରରେ ଅଛନ୍ତି ସେମାନେ କାହାକୁ ଭଲ ପାଉଥିଲେ ପ୍ରପୋଜ କରିବା ପାଇଁ ସମୟ ଉତ୍ତମ ଅଟେ । ଜୀବନରେ ଯାହା ବି ନିସ୍ପତି ନେବେ ବିଚାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।