Sidhanatଙ୍କୁ କାହିଁକି ଏତେ ଭଲ ପାଆନ୍ତି Anu ? କଣ କହୁଛନ୍ତି ଦେଖନ୍ତୁ Exclusive ଇନ୍ଟରଭିଉ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ହିରୋଇନ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଓଡିଆ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଖୁବ ଲୋକପ୍ରିୟତା ଇ ସୁନାମ ଅର୍ଜନ କରିଛନ୍ତି ।

ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ଅନୁ ଚୌଧୁରୀ । ଆପଣ ମାନେ ସମସ୍ତେ ଅନୁ ଚୌଧୁରୀ ଙ୍କୁ ଅନେକ ସୁପର ହିଟ ଫିଲ୍ମ ରେ ଅଭିନୟ କରିବାର ଦେଖିଥିବେ । ଅନୁ ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ଗତ କିଛି ସମୟ ହେବ ଅନୁ ଚୌଧୁରୀ ଗଣମାଧ୍ୟମରେ ନିଜର ଏକ ସାକ୍ଷାତ୍କାର ରେ ଏମିତି କିଛି କହିଛନ୍ତି ଯାହାକୁ ନେଇ ସେ ଚର୍ଚ୍ଚା ରେ ଅଛନ୍ତି । ଅନୁଙ୍କର ଏକ ସାକ୍ଷାତ୍କାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି  । ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ଏହି ସାକ୍ଷାତ୍କାରରେ ଅନୁ ଙ୍କୁ ପଚରା ଯାଇଛି ଆପଣ କେଉଁ ହିରୋ ସହିତ କାମ କରିବାକୁ ଭଲ ପାଆନ୍ତି ବା ଅଧିକ କନଫର୍ଟ ଫିଲ କରନ୍ତି । ଏହାର ଉତ୍ତର ଦେଇ ଅନୁ କହିଲେ “ମୁଁ ଗୋଟେ କଳାକାର ହିସାବରେ କହିବି ଯଦି ମୋତେ ସମସ୍ତଙ୍କ ସହିତ ଯେହେତୁ ଚରିତ୍ର ମିଳେ ମୁଁ ସେଇଠି ବାଛେ ନାହିଁ । ଯଦି ହିରୋ କହିବେ ମୋର ଅଲ ଟାଇମ ଫେବରେଟ ସିଦ୍ଧାନ୍ତ ମହାପାତ୍ର ।

ସେ ବହୁତ ଶୃଙ୍ଖଳିତ ଆଉ ପଞ୍ଚୁଆଲ ତେଣୁ ଯେଉଁ ଜିନିଷ କାମରେ ବହୁତ ସାହାର୍ଯ୍ୟ କରେ । ଯେଉଁ ଜିନିଷ ଗୋଟେ କଳାକାର ଭିତରେ ରହିବା ଉଚିତ ତାହା ସିଦ୍ଧାନ୍ତଙ୍କ ପାଖରେ ଅଛି । ତେଣୁ ଯେତେବେଳେ କାମ କରିବା ଆରମ୍ଭ କରିଥିଲି ତାଙ୍କ ଠାରୁ ବହୁତ ଜିନିଷ ଶିଖିଛି । ସିଦ୍ଧାନ୍ତଙ୍କ ସହ ମୁଁ ବହୁତ କାମ କରିଛି ଆଉ ଏଥିପାଇଁ ଲୋକ ମାନେ ବି ଆମ ଅନସ୍କ୍ରିନ କେମେଷ୍ଟ୍ରିକୁ ବହୁତ ପସନ୍ଦ କରିଛନ୍ତି ।

ଯେଉଁଠି ପାଇଁ ଯେଉଁ କାମର ଆମର ଚରିତ୍ର କୁ ବୁଝିବା, ଚରିତ୍ର ବିଷୟରେ ଆଲୋଚନା କରିବା ଆମ ଭିତରେ ଅଛି । ତେଣୁ ମୋତେ ସିଦ୍ଧାନ୍ତଙ୍କ ସହ କାମ କରିବାକୁ ଭଲ ଲାଗ”‘ । ଅନୁ ଚୌଧୁରୀ ଓ ସିଦ୍ଧାନ୍ତ ମହାପାତ୍ର ଅନେକ ସାରା ଓଡିଆ ଫିଲ୍ମ ଏକାଠି କରିଛନ୍ତି ଆଉ ତାଙ୍କର ଯୋଡି ବି ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥାଏ ।

ତା ହେଲେ ଏମିତି କିଛି ଅନୁ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ଙ୍କ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁଙ୍କର ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *