ବର୍ତ୍ତମାନ ଶୀତଦିନ ଚାଲି ଥିବାରୁ ଅଧିକାଂଶ ମହିଳା ମାନଙ୍କ କ୍ଷେତ୍ର ରେ ମୁହଁ ଫାଟିବା ଭଳି ସମସ୍ଯା ଦେଖା ଯାଇଥାଏ । ଏହା ଦ୍ଵାରା କିଛି ମହିଳାଙ୍କ କ୍ଷେତ୍ର ରେ ବ୍ରଣ ବା କଳା ଦାଗ ଭଳି ସମସ୍ଯା ଦେଖା ଯାଉଛି । ଏଥିପାଇଁ କିଛି ମହିଳା ମାନେ ବଜାରରେ ମିଳୁଥିବା ଅନେକ ପ୍ରକାରର କ୍ରିମ ବା ଅନ୍ୟ କସମେଟିକ ଜିନିଷର ବ୍ୟବହାର କରିଥାନ୍ତି । ଯାହା ପାଇଁ ଏହି ସମସ୍ଯା ଦୂର ହେବା ବଦଳରେ ଅଧିକ ବଢିବାରେ ଲାଗିଥାଏ ।
ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତ କିଛି ଘରୋଇ ରେମେଡି ନେଇ ଆସିଛୁ ଯାହା ଦ୍ଵାରା ଏହି ସଂଶଯ ଦୂର ହୋଇଯିବ । ତେବେ ଆସନ୍ତୁ ଅଜାଣିବା ଏହି ରେମେଡି କିପରି ପ୍ରସ୍ତୁତ ହେବ । ଏଥିପାଇଁ ଆବଶ୍ୟକ ରହିଛି କଞ୍ଚା କ୍ଷୀର ଯେଉଁଥିରେ ବହୁତ ଭିଟାମିନ ରହିଥାଏ । ଏଥି ଦ୍ଵାରା ସ୍କିନ ଚମକିବା ସହ ଲାଇଟିଙ୍ଗ ହୋଇଥାଏ । ଏକ ପାତ୍ରରେ ଏକ ଚାମଚ କଞ୍ଚା କ୍ଷୀର ନିଅନ୍ତୁ ।
ବାରମ୍ବାର ଫେସରେ ପିମ୍ପଲ ଆସୁଥିଲେ ଏହି ରେମେଡିର ପ୍ରୟୋଗ କରନ୍ତୁ । ଏହା ପରେ ଆଡ କରନ୍ତୁ ଆଲୋଭେରା ଜେଲ । ଫେସରେ ଆସୁଥିବା ଅନେକ ପ୍ରକାରର ସମସ୍ଯା ପାଇଁ ଆଲୋଭେରା ଜେଲ ଆହୁତ ସହାୟକ ହୋଇଥାଏ । କ୍ଷୀର ସହ ଆଲୋଭେରା ଜେଲ ଅଳ୍ପ ମାତ୍ରା ରେ ଆଡ କରନ୍ତୁ ।
ଏହା ପରେ ଆଡ କରନ୍ତୁ ଗୋଲାପ ଜଳ ଯାହା ଆମ ସ୍କିନକୁ ଗ୍ଲୋ କରିବାରେ ସାହାୟକ ହୋଇଥାଏ । ଏହା ପରେ ଏହି ୩ଟି ଜିନିଷର ଭଲ ବାହାବେ ମିଶ୍ରଣ କରନ୍ତୁ । ଏହି ରେମେଡିକୁ ଆପଣ ଆଇଷକ୍ୟୁ ଭାବେ ବ୍ୟବହାର କରି ପାରିବେ । ଏହି ରେମେଡିକୁ ଆପଣ ରାତି ସମୟରେ ପ୍ରୟୋଗ କରି ପାରିବେ । ଏହା ଦ୍ଵାରା ପିମ୍ପଲ ଦୂର ହେବା ସହ ଆଲୋଭେରା ଜେଲ ଦାର୍କ ସର୍କଲ ମଧ୍ୟ ଦୂର ହେବ ।
କଞ୍ଚା କ୍ଷୀର ସ୍କିନକୁ ଲାଇଟିଙ୍ଗ ଓ ବ୍ରାଇଟ କରିବାରେ ସହାୟକ ହେବ । ମାତ୍ର ୧୦ ଦିନ ଆପଣ ଏହି ରେମେଡିର ପ୍ରୟୋଗ କରନ୍ତୁ ଦେଖିବାକୁ ପାଇବେ କି କିପରି ଭାବେ ଆପଣଙ୍କ ମୁହଁ ରୁ ସବୁ କଳା ଦାଗ ଓ ବ୍ରଣ ଭଳି ସମସ୍ଯା ଦୂର ହୋଇ ପାରିବ । ଏହି ଫେସ ପ୍ୟାକକୁ ଆପଣ ଏକ କଟନ କପଡା ବା ତୁଳା ସାହାଜ୍ଯ ରେ ନିଜର ଫେସ ରେ ଲଗାନ୍ତୁ ।
ଏହା ପରେ ପୁରା ସୁଖିବା ଯାଏଁ ଏହାକୁ ଛାଡି ଦିଅନ୍ତୁ । ଏହା ପରେ ଆପଣ ନିଜର ମୁହଁ ଭଲ ଭାବେ ଧୋଇ ନେବେ । ଧୋଇବା ପରେ ଆପଣ ଦେଖିବେ ଆପଣଙ୍କ ଫେସ ରେ କେତେ ଗ୍ଲୋ ଆସିଯିବ । ରାତି ରେ ଶୋଇବା ପୂର୍ବରୁ ଏହି ରେମେଦିର ବ୍ୟବହାର କରିଲେ ଆପଣଙ୍କ ମୁହଁ ରେ ଯେତେ ସବୁ କଳା ଦାଗ ବା ପିମ୍ପଲ ଥିବ ତାହା ଦୂର ହୋଇଯିବ । ଏହି ରେମେଡି ପ୍ରାକୃତିକ ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ହେବ ନାହି ।
ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।