ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ବଡ ଖବର ହେଉଛି ଯେଉଁ ମାନେ ୱ୍ହାଟସପ ବ୍ୟବହାର କରୁଛନ୍ତି ତାଙ୍କ ପାଇଁ ରହିଛି ବଡ ଖବର । ଏଣିକି ଏହି ସବୁ ମୋବାଇଆଲ ଫୋନରେ ଆଉ ଚାଲିବ ନାହି ୱ୍ହାଟସପ । ପୁଣି ଥରେ ଗ୍ରାହାଙ୍କୁ ୱ୍ହାଟସାପ ଦେଇପାରେ ବଡ ଝଟକା । ସାମସଙ୍ଗ ଠାରୁ ଆରମ୍ଭ କରି ଆଇ ଫୋନ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ମୋବାଇଲରେ କାମ କରିବ ନାହି ୱ୍ହାଟସପ । ଏଥିପାଇଁ କମ୍ପାନୀ ପକ୍ଷରୁ ତାଲିକା ପ୍ରସ୍ତୁତ କରା ଯାଇଛି ।
ଏଥିପାଇଁ ଯଦି ଆପଣଙ୍କର ଏହି ସବୁ ମୋବାଇଲ ଫୋନ ଅଛି ତେବେ ଆପଣ ଅନ୍ୟ ବିକଳ୍ପ ଚୟନ କରି ପାରିବେ । ନଚେତ ୱ୍ହାଟସପ ବନ୍ଦ ହୋଇଗଲେ ଆପଣଙ୍କର ଜରୁରୀ କାମ ଅଟକି ଯାଇପାରେ । କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଯଦି ଆପଣଙ୍କର android.os 4.1 କିମ୍ବା ତା ଠାରୁ କମ ଭର୍ସନ ଅଛି ତେବେ ଆଉ ୱ୍ହାଟସପ ଆପ କାମ କରିବ ନାହି । ଏହା ଦ୍ଵାରା ଲୋକପ୍ରିୟ ଆପ ୱ୍ହାଟସପ ବନ୍ଦ ହୋଇଯିବ ।
ଯାହା ଦ୍ଵାରା ଆପଣ ଯେଉଁ ଜରୁରୀ କାମ କରୁଛନ୍ତି ତାହା ବନ୍ଦ ହୋଇପାରେ । ତେଣୁ ସତର୍କ ହୋଇ ଯାଆନ୍ତୁ । ଏଠାରେ ସ୍ପଷ୍ଟ ହୋଇଛି ଯେ ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଫୋନରେ IOS 9 ବା ପୁରୁଣା ସଫ୍ଟଓୟାର ଥିଲେ ୱ୍ହାଟସପ ଆପ କାମ କରିବ ନାହି । ଏବେ ଆସନ୍ତୁ ଜାଣିବା କେଉଁ କେଉଁ ଫୋନରେ କାମ କରିବା ନାହି ୱ୍ହାଟସାପ ।
ଲେନେଭୋ ଏ୮୨୦, ଏଚଟିସି ଡିଜାୟାର ୫୦୦, ସାମସଙ୍ଗ ଗାଲାକ୍ସି, ଟ୍ରେଣ୍ଡ ଲାଇଟ, ସାମସଙ୍ଗ ଗାଲାକ୍ସି ଏକ୍ସିକଭର୨, ସାମସଙ୍ଗ ଗାଲାକ୍ସିଟ୍ରେଣ୍ଡ ୨, ସାମସଙ୍ଗ ଗାଲାକ୍ସି କୋର, ସୋନି ଏକ୍ସପେରିୟା ଏମ. ଲେନେଭୋ ଏ୮୨୦, ସାମସଙ୍ଗ ଗାଲାକ୍ସି ଏସ୨, ଏଲଜି ଲୁସିତ ୨, ଏଲଜି ଆପ୍ଟିମାସ ଏଲ୩ ଜୁଆଲ, ଜିଓଫୋନ, ଜିଓଫୋନ ୨, ଆଇଫୋନ ଏସି ୧୬,୩୨.୬୪ଜୀବି, ଆଇଫୋନ ୬ଏସ.୧୬.୩୧.୬୪ ଓ ୧୨୮ ଜୀବି ଆଦି ଫୋନରେ ଆଉ କାମ କରିବ ନାହି ୱ୍ହାଟସପ ଆପ ।
ଏହା ବ୍ଯତୀତ ଆଉ କେଉଁ କେଉଁ ଫୋନରେ ୱ୍ହାଟସପ ଆପ କାମ କରିବ ନାହି ତାହାର ସୂଚନା କମ୍ପାନୀ ପକ୍ଷ ରୁ କରା ଯାଇଛି । ଯଦି ଆପଣ ମାନଙ୍କର ଏହି ମୋବାଇଲ ଫୋନ ମଧ୍ୟରୁ କିଛି ବ୍ୟବହାର କରୁଛନ୍ତି ତେବେ ମୋବାଇଲ ରିଟେଲର ସହ ଯୋଗାଯୋଗ କରିବା ପାଇଁ କମ୍ପାନୀ ପକ୍ଷ ରୁ ସୂଚନା ଦିଆ ଯାଇଛି । ଆପଣ ମାନେ ଆଦୌ ବ୍ୟସ୍ତ ବିବ୍ରତ ନ ହୋଇ ମୋବାଇଲ ରିଟେଲର ସହ ଯୋଗାଯୋଗ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କର ୱ୍ହାଟସପ ବନ୍ଦ ହେବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।