ଦେଖନ୍ତୁ କେମିତି ଜବରଦସ୍ତ ଡ୍ୟାନ୍ସ କରି ବେଦିକୁ ଗଲେ Somalin, ଦେଖନ୍ତୁ Video

ଓଲିଉଡ ଇଣ୍ଡଷ୍ଟ୍ରି ରେ କଳାକାର ମାନେ ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । କିଛି କଳାକାର ମାନେ ନିଜର ବୈବାହିକ ଜୀବନକୁ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଆଉ କିଛି କଳାକାର ମାନେ ନିଜର ବିବାହ ସମୟରେ କରିଥିବା ମଜା ମସ୍ତିକୁ ନେଇ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଯାହା ସେମାନଙ୍କ ପାଇଁ ଜୀବନ ସାରା ମନେ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ନିଜ ମ୍ୟାରେଜ ରେ କିପରି ଡ୍ୟାନ୍ସ କରି କରି ବେଦିକୁ ଯାଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜ୍ୟାଙ୍କଲିନ ପରିଡା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ଓଡିଆ ସିରିଏଲରେ ନିଜର ସାନଦାର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି ।

ଠିକ ସେହିଭଳି ତାଙ୍କ ଭଉଣୀ ସୋମାଲିନ ପରିଡା ମଧ୍ୟ ଜଣେ ଜଣାଶୁଣା ଅଭିନେତ୍ରୀ ଭାବେ ଓଡିଆ ଇଣ୍ଡଷ୍ଟ୍ରି ରେ ପରିଚିତ ଅଟନ୍ତି । ସୋମାଲିନ ଙ୍କ ବିବାହ ସମ୍ପନ୍ନ ହୋଇଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି ।

ତେବେ ନିଜ ବିବାହକୁ ସୋମାଲିନ ବହୁତ ସାରା ମଜା ମସ୍ତି କରିବାର ନଜର ଆସିଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ସୋମାଲିନ ନାଚି ନାଚି ବେଦିକୁ ଖୁସିରେ ଯାଉଛନ୍ତି ବିବାହ ପାଇଁ । ଏହା ସହ ରେଡ କଲର ର ଲେହେଙ୍ଗା ସହ ସୋମଳିନ ଲଗାଇଥିବା ଗ୍ଳାସ ତାଙ୍କ ପର୍ସନାଲିଟି କୁ ବେଶ ସୁଟ କରୁଛି ଯାହା ଏହି ଭିଡିଓ ରେ ଦୃଶ୍ୟ ଏହୁଛି ।

ସୋମାଲିନ ନିଜ ସାଙ୍ଗ ସାଥି ଙ୍କ ସହ ମ୍ୟୁଜିକ ସହ ତାଳ ମିଶାଇ ଜବରଦସ୍ତ ଡ୍ୟାନ୍ସ କରି ବେଦିକୁ ଯାଉଛନ୍ତି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ନିଜ ମ୍ୟାରେଜକୁ ନେଇ ସୋମାଲିନ ବହୁତ ଏକ୍ସାଇମେଣ୍ଟ ଥିବାର ଜଣା ପଡୁଛି ।

ସୋମାଲିନ ନିଜ ମାୟରେଜ ରେ ଏତେ ଖୁସି ଅଛନ୍ତି ଯେ ବହୁତ ମସ୍ତି କରୁଛନ୍ତି । ତାଙ୍କ ଆଖିରେ ଟିକେ ହେଲେ ବି ଲୁହ ନାହି ଯେ ସେ ମ୍ୟାରେଜ କରି ତାଙ୍କ ଶାଶୁଘରକୁ ଚାଲିଯିବେ । ବରଂ ହସ ହସ ମୁହଁରେ ଜବରଦସ୍ତ ଡ୍ୟାନ୍ସ ପର୍ଫୋମାଂସ ଦେଇ ସୋମାଲିନ ସ୍ଟେଜରେ ନାଚି ପୁରା ମାହୋଲକୁ ଅଲଗା କରି ଦେଇଛନ୍ତି ।

ତାଙ୍କର ଡ୍ୟାନ୍ସ ପର୍ଫୋମାଂସ କୁ ତାଙ୍କର ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଛନ୍ତି । ସୋମାଳୟନ ପିନ୍ଧିଥିବା ଲେହେଙ୍ଗା ରେ ବେଶ ଗରଜେସ ଲାଗିବା ସହ ସମସ୍ତଙ୍କୁ ଆକର୍ଷଣୀୟ କରିବା ଭଳି ମେକପ ମଧ୍ୟ ନେଇଛନ୍ତି । ଆଶା କରୁଛୁ ସୋମାଲିନଙ୍କ ବୈବାହିକ ଜୀବନ ଏମିତି ହସ ଖୁସିରେ ଆଗକୁ ରହିବ ।

ବନ୍ଧୁଗଣ ଆପଣ ମାନଙ୍କର ସୋମାଲିନଙ୍କର ଡ୍ୟାନ୍ସ ପର୍ଫୋମାଂସକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *