“ମୁଁ ବି ମରିବି ତୁ ବି ମରିବୁ, ତତେ ମାରିବି ମୁଁ” ସୋନାଲିଙ୍କୁ ଏଭଳି କଥା କାହିଁକି କହିଥିଲେ Soumya ? ଦେଖନ୍ତୁ ଏ ନେଇ କଣ କହୁଛନ୍ତି Sonali ଙ୍କ ବାପା…ଦେଖନ୍ତୁ Video

ନିଜ ପ୍ରେମିକା ନାମରେ ଚିଠି ଲେଖିକି ଚାଲିଯାଇଛନ୍ତି ସୋମ୍ୟ ଏହି ଦୁନିଆରୁ ବିଦାୟ ନେଇଛନ୍ତି । କିନ୍ତୁ ସେ କହିଛନ୍ତି କି ସେହି ପ୍ରତାରିତ ପ୍ରେମିକା କୁ ଧାରା ଯାଉ । ତେବେ ଯୁବ ବ୍ୟବଶାୟୀ ସୋମ୍ୟ ଏବେ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି । ତେବେ ତାଙ୍କ ସ୍ଵଭାବ କଣ ଏହି ଭଳି ଥିଲା ଆଗରୁ ସେ କଣ ପ୍ରତାରଣା ନିଜ ଆଡୁ ଆଗ କରିଥିଲେ କିମ୍ବା ସେ ସନ୍ଦେହୀ ପ୍ରେମିକ ଥିଲେ । ଆଜି ଆମେ କହିବା କି ଆପଣଙ୍କୁ ଏହି ବିଷୟରେ ଯାହା ତାଙ୍କ ପରିବାର ଲୋକମାନେ କହିଛନ୍ତି ।

କହିବାର କଥା ହେଉଛି କି ସୋମ୍ୟ ଓ ସୋମାଲିନ ଙ୍କ ଜୀବନର ପ୍ରଥମ ସାକ୍ଷାତା କାର ଆରମ୍ଭ ହୋଇଥିଲା ଇନଷ୍ଟାଗ୍ରାମ ରୁ ପରେ ପରେ ଏହା ଆଗକୁ ବଢିଛି । ତାଙ୍କ ମା ଙ୍କ ମତ ଅନୁସାରେ ପୁଅ ଟି ଭଲ ଥିଲା ଝିଅ ମଧ୍ୟ ରାଜି ଥିଲା ବିବାହ କରିବା ପାଇଁ ।

ସେ ବହୁତ ଖୁଶି ଥିଲେ ଏହି ପ୍ରେମ ସମ୍ପର୍କ ରେ ରହିକି ଉଭୟ ପରିବାର ସହ ଦେଖା କରିବା କିମ୍ବା ପରସ୍ପର ଘରକୁ ଯିବା ଆସିବା କରିବା ପାଇଁ ମଧ୍ୟ ଉଭୟ ଭଲ ପାଉ ଥିଲେ । ଯେହେତୁ ଭଲ ପାଉ ଥିଲେ ଓ ଉଭୟ ସ୍ବାବଲମ୍ବୀ ଥିଲେ ବିବାହ କରିବାରେ ଉଭୟ ପକ୍ଷରୁ କିଛି ଆପତି ନଥିଲା ।

ସୋମାଲିନ ଅଧିକ ମିସିଥିଲେ ଏହା ପରେ ସୋମାଲିନ ମଧ୍ୟ ତାଙ୍କ ପରିବାର ଲୋକଙ୍କୁ ଚିହ୍ନାଇ ଥିଲେ । ପରିବାର ମାନଙ୍କ ମନରେ କେବେହେଲେ ବିଭାଘର କୁ ନେଇକି କିଛି ପ୍ରଶ୍ନ ଉଠି ନଥିଲା ଏହା ବିଷୟରେ କେହି ଜାଣି ନଥିଲା ଭଳି ଥିଲେ ।

କିନ୍ତୁ ଧିରେ ଧୀରେ ପ୍ରେମରୁ ସନ୍ଦେହ ଆରମ୍ଭ ହୋଇ ଥିଲା ଓ ପରେ ପରେ ଏହା ଅନେକ ଥର ଝଗଡା ରେ ପରିଣତ ମଧ୍ୟ ହୋଇ ଥିଲା । ଏହା ସହ କିଛି ଥର ସୋମ୍ୟ ଭୁଲ କରିବା ପରେ ନିଜ ଭୁଲ ପାଇଁ ଆସିକି ଅନେକ ଥର ଭୁଲ ମଧ୍ୟ ମାଗିଛନ୍ତି ।

ତାଙ୍କ ବାପା ମା କହିଛନ୍ତି କି ସେ ବହୁତ ଭଲ ପିଲା କିନ୍ତୁ ସେ ଥରେ ପୁରୀ ଆଡକୁ ଯାଇଥିଲେ ଓ ସେ ଏହା ମଧ୍ୟ କହିଥିଲେ କି ସୋମ୍ୟ ସୋମାଲୀନ ଙ୍କୁ ବାର ବାର କଲ କରୁଥିଲେ କିନ୍ତୁ ସୋମାଲିନ ସେଇ ପାଇଁ ଫୋନ ଉଠାଇବା ରେ ଅକ୍ଷମ ଥିବାରୁ ସୋମ୍ୟ ନିଜେ ବାଇକ ନେଇକି ପୁରୀ ଚାଲି ଯାଇଥିଲେ ।

ସୋମାଲିନ ନିଜ ବାପା ଙ୍କ ସହ ଫେରିବା ବେଳେ ସୋମ୍ୟ ଚିଡିକି ଓ ରାଗିକି କହିଥିଲେ ଆଯୀ ମୁ ମରିବି ତୁ ବି ମରିବୁ । ଏହି ଭଳି ସେ ଅନେକ ପ୍ରକାରର ଅନେକ ଥର ରାଗିକି ଝଗଡା କରିଛନ୍ତି । ତେଣୁ ସେ ଏହି ଭଳି ସ୍ଵଭାବର ଥିଲେ କହିଛନ୍ତି ସୋମାଲିନଙ୍କ ବାପା ।

Leave a Reply

Your email address will not be published. Required fields are marked *