ମୃତ୍ୟୁ ପୂର୍ବରୁ ଝିଅମାନଙ୍କ ସହ Punitଙ୍କ ଶେଷ ଭିଡିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ…

ସାଉଥ ଇଣ୍ଡଷ୍ଟ୍ରି ର କଳାକାର ମାନେ ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । କିଛି କଳାକାର ମାନେ ଦମଦାର ଆକ୍ସନ, ଷ୍ଟାଇଲ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ ସାଉଥ ଜଗତର ଲୋକପ୍ରିୟ ଅଭିନେତା ପୁନୀତ ରାଜକୁମାର ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ସେ ସାଉଥ ଇଣ୍ଡଷ୍ଟ୍ରି ରେ ସୁପର ଡୁପର ଫିଲ୍ମ ରେ ଅଭିନୟ କରି ଲୋକଲୋଚନ କୁ ଆସି ପାରିଛନ୍ତି ।

କିନ୍ତୁ ସବୁଠାରୁ ଦୁଖର ବିଷୟ ହେଉଛି ଗତ ଶୁକ୍ରବାର ଦିନ ତାଙ୍କ ହୃଦଘାତ ରେ ପ-ର-ଲୋ-କ ଘଟିଛି । ସେ ପ୍ରତି ଦିନ ଭଳି ଜିମେ ରେ ୱାର୍କ ଆଉଟ କରିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା । ହସପିଟାଲ ରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କ ପୁରା ପରିବାର ବର୍ତ୍ତମାନ ତାଙ୍କର ନି-ଧ-ନରେ ଦୁଖ ରେ ଭାଙ୍ଗି ପଡିଛନ୍ତି । ଏହି ଭିଡିଓ ରେ ପୁନୀତ ନିଜର ପରିବାର ସହ ଶେଷ ଥର ପାଇଁ ନଜର ଆସିଛନ୍ତି । ଏହି ଭିଡିଓ ରେ ସେ ତାଙ୍କ କୁନି ଝିଅ ସହ ମଜାମସ୍ତି କରିବା ସହ ତାକୁ ଗେଲ କରୁ ଠିଆବର ନଜର ଆସୁଛନ୍ତି ।

ଏହା ସହ ତାଙ୍କର ବଡ ପୁଅ ସହ ମଧ୍ୟ ପୁନୀତ ଏହି ଭିଡିଓ ରେ ନଜର ଆସୁଛନ୍ତି । ସେ ତାଙ୍କ କୁନି ଝିଅ ସହ ଖେଳିବାର ନଜର ଆସୁଛନ୍ତି । ଶେଷ ଥର ପାଇଁ ସେ ତାଙ୍କ ପିଲା ମାନଙ୍କ ସହ ମଜାମସ୍ତି କରି ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ତାଙ୍କ ଦୁଇ ଝିଅ ମଧ୍ୟ ପୁନୀତ ଙ୍କ ସହ ବେଶ ଖୁସିରେ ସମୟ ଅତିବାହିତ କରୁ ଥିବାର ଜଣା ପଡୁଛି । ତେବେ ପୁନୀତ ଶିଶୁ କଳାକାର ଭାବେ ଅଭିନୟ କ୍ଯାରିୟର ରେ ପ୍ରାର୍ଥମେ ପାଦ ଦେଇଥିଲେ ।

ଏହା ପରେ ୨୦୦୨ ରେ ସେ ସାଉଥ ଜଗତରେ ପ୍ରଥମ ଥର ପାଇଁ ଲିଡ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ପରେ ସେ ଗୋଟିଏ ଗୋଟିଏ ପରେ ବ୍ଲକ ବାଷ୍ଟର ଫିଲ୍ମ ସାଉଥ ଇଣ୍ଡଷ୍ଟ୍ରି କୁ ଦେଇ ଆସିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଛନ୍ତି ।

ତେବେ ତାଙ୍କର ପ-ର-ଲୋ-କ ରେ ପୁରା ସାଉଥ ଇଣ୍ଡଷ୍ଟ୍ରି ଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସ ମାନେ ଶୋ-କ ପ୍ରକାଶ କରିଛନ୍ତି । ମାତ୍ର ୪୬ ବର୍ଷ ବୟସରେ ଅଭିନେତା ପୁନୀତ ରାଜକୁମାର ଙ୍କ ନି-ଧ-ନ ହୋଇଛି ବୋଲି ସୂତ୍ର ରୁ ଜଣା ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୁନୀତ ରାଜକୁମାର ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *