ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଏକ ଦୁଃଖ ଖବର, ବହୁତ ହିଁ କମ ବୟସରେ ଆଖି ବୁଜିଲେ Southର ଏହି ସୁପରଷ୍ଟାର

ସାଉଥ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରୁଥିବା କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଥାନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି କୁ ନେଇ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ସାଉଥ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ଜବରଦସ୍ତ ଅଭିନୟ କରିବା ସହ ତାଙ୍କର ନିଆରା ଅନ୍ଦାଜ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସାଉଥ ଇଣ୍ଡଷ୍ଟ୍ରି ର ଅଭିନେତା ପୁନୀତ ରାଜକୁମାରଙ୍କ ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ସାଉଥ ଜଗତର ଅଭିନେତା ପୁନୀତ ରାଜକୁମାର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୟ ଅକରିଥିବା ଫିଲ୍ମ ଗୁଡିକ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ କନଡ ଅଭିନେତା ପୁନୀତ ଗତ କିଛି ଦିନ ପୂର୍ବେ ଏମିତି ହିଟ ଫିଲ୍ମ ଦେଇଥିଲେ ଯାହା ପାଇଁ ସେ ଲୋକଲୋଚଙ୍କୁ ଆସିଥିଲେ । କିନ୍ତୁ ବର୍ତ୍ତମାନର ଦୁଖର ବିଷୟ ହେଉଛି ପୁନୀତ ରାଜ୍କୁମାରଙ୍କର ପ-ର-ଲୋ-କ ଘଟିଛି । ପ୍ରତି ଦିନ ଭଳି ସେ ଆଜି ସକାଳେ ଜିମ ଯାଇଥିଲେ କିନ୍ତୁ ଜିମରୁ ଆଉ ଫେରି ନ ଥିଲେ ।

ଜିମରେ ୱାର୍କ ଆଉଟ କରିବା ସମୟରେ ପୁନୀତଙ୍କର ହୃଦଘାତ ହୋଇଥିଲା । ଏହା ପରେ ତାଙ୍କୁ ଗୁରତୁର ଅବସ୍ଥାରେ ହସ୍ପିଟାଲ ରେ ଆଡମିସନ କରା ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ନି-ଧ-ନ ହୋଇଛି । ସେ ୧୯୮୫ ମସିହାରୁ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ଏହା ପରେ ସେ ସାଉଥ ଜଗତରେ ଲିଡ ଅଭିନେତା ଭାବେ ଅଭିନୟ କରିବାର ସୁଯୋଗ ପାଇଥିଲେ ।

ତେବେ ଗତ ଦିନ ମାନଙ୍କରେ ତାଙ୍କର ଅଭିନୀତ ଫିଲ୍ମ ଗୁଡିକ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ସମୟ କ୍ରମେ ସେ ଓଡିଶା ଓ ଭାରତ ରେ ଲୋକ ମାନଙ୍କ ଗହଣରେ ଜଣାଶୁଣା ଅଭିନେତା ଭାବେ ପରିଚିତ ହୋଇ ପାରିଥିଲେ । ଜିମ ରେ ଥିବା ସମୟରେ ତାଙ୍କର ଅ-କା-ଳ ବି-ୟୋ-ଗ ଘଟିବା କାରଣରୁ ତାଙ୍କର ଫ୍ୟାନ୍ସ ମାନେ ହସ୍ପିଟାଲ ରେ ଭିଡ ଜମାଇ ଥିବାର ନଜର ଆସିଛନ୍ତି ।

ତାଙ୍କର ଜବରଦସ୍ତ ଅଭିନୟ ସାଉଥ ଜଗତରେ ବେଶ ଚର୍ଚ୍ଚା ରେ ରହିଥିଲା । ତେବେ ତାଙ୍କର ମୃ-ତ୍ୟୁ ଯୋଗୁ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ରେ ଶୋ-କର ଛାୟା ଖେଳି ଯାଇଛି । ଆମେ ମାନେ ସମସ୍ତେ ଭଗବାନ ଙ୍କ ନିକଟରେ ଅଭିନେତା ପୁନୀତ ରାଜକୁମାର ଙ୍କ ଆ-ତ୍ମା ର ସ-ଦ-ଗ-ତି ନିମନ୍ତେ ପ୍ରାର୍ଥନା ଅକରୁଛୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ପୁନୀତ ରାଜକୁମାର ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *