ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ Samantha Ruth Prabhu ଏହି ଚ୍ୟାନେଲ ଉପରେ କରିଲେ କେସ…. ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ସାଉଥ ଜଗତର କଳାକାର ମାନେ ପରସ୍ପରକୁ ପ୍ରେମ କରି ବିବାହ ବ-ନ୍ଧ-ନରେ ବାନ୍ଧି ହୋଇଛନ୍ତି । କିନ୍ତୁ କିଛି କଳାକାର ମାନେ ବିବାହ ବ-ନ୍ଧ-ନରେ ଏକାଠି ଥିବା ବେଳେ ଆଉ କିଛି ଅଲଗା ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସାଉଥ ଜଗତର ଅଭିନେତ୍ରୀ ସାମନ୍ଥା ପ୍ରଭୁ କଣ ପାଇଁ ମୋକଦ୍ଦମା ଦାୟର କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଗତ କିଛି ଦିନ ତଳେ ଦୀର୍ଘ ୪ ବର୍ଷର ବିବାହ ସମ୍ପର୍କକୁ ସାଉଥ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ପ୍ରଭୁ ବିବାହ ବ-ନ୍ଧ-ନରୁ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି । ଯାହା ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚ୍ଚା ର ବିଷୟ ହୋଇଥିଲା । ବର୍ତ୍ତମାନ ସୂଚନା ଅନୁସାରେ ସାଉଥ ସୁନ୍ଦରୀ ସମନ୍ଥା ପ୍ରଭୁ ରାଗରେ ମ-କ-ଦ୍ଦ-ମା ଦାୟର କରିଛନ୍ତି । ସେ ଯୁତୁବ ଚ୍ୟାନେଲକୁ ଆଇନ ଗତ ନୋ-ଟି-ସ ଜାରି କରିଛନ୍ତି ।

ଏହାର କାରଣ ହେଉଛୁ ସାମନ୍ଥା ଓ ନାଗା ଚୈତନ୍ୟ ଅଲଗା ହେବା ପରେ ତାଙ୍କ ବି-ରୁ-ଦ୍ଧରେ କିଛି ଯୁଟୁବ ଚ୍ଯାନେଲରେ ଭୁଲ ଓ ବିଭ୍ରାନ୍ତ କଥା କୁହା ଯାଇଛି ଯାହା ସୂଚନା ରହିଛି । ଏଥି ସହ ତାଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଟ୍ରୋଲ ମଧ୍ୟ କରା ଯାଉଛି ବୋଲି ଅ-ଭି-ଯୋ-ଗ କରିଛନ୍ତି ସାମନ୍ଥା ପ୍ରଭୁ । ଯାହା ଦ୍ଵାରା ତାଙ୍କର ଇମେଜ ଉପରେ ଖରାପ ପ୍ରଭାବ ପକାଉଛି । ଏହି କାରଣରୁ ସାମନ୍ଥା ରାଗି ଯାଇ ଯୁତୁବ ଚ୍ଯାନେଲ ବି-ରୁ-ଦ୍ଧରେ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛନ୍ତି ।

କେବଳ ଏମିତି ନୁହେଁ ବରଂ ସାମନ୍ଥା ଓକିଲ ଭେଙ୍କେଟ ରାଓଙ୍କ ବି-ରୁ-ଦ୍ଧରେ ଆଇନଗତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛନ୍ତି । କାରଣ ଓକିଲ ଭେଙ୍କେତ ରାଓ ସମନ୍ଥାଙ୍କର ବୈବାହିକ ଜୀବନକୁ ନେଇ ଦାବି କରିବା ସହ ତାଙ୍କର ଅନ୍ୟ ମାନଙ୍କ ସହ ଖ-ରା-ପ ସ-ମ୍ପ-ର୍କ ରହି ଥିବାର କଥା ଉଠାଇ ଥିଲେ । ଯାହାକୁ ନେଇ ସାମନ୍ଥା କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ।

ଅନ୍ୟ କ୍ଷେତ୍ର ରେ ଅଭିନେତା ନାଗାର୍ଜୁନ ଓ ନାଗା ଚୈତନ୍ୟ ଏହି ରିପୋର୍ଟ ଉପରେ ତାଙ୍କର ମନ୍ତବ୍ୟ ଦେଇ ନାହାନ୍ତି । ଅନ୍ୟ ପଟେ ନାଗା ଚୈତନ୍ୟ ସାମନ୍ଥାଙ୍କୁ ୨୨୦ କୋଟି ଟଙ୍କାର ଏଲିମନି ଭାବେ ଅଫର କରିଥିଲେ ଯାହାକୁ ସାମନ୍ଥା ପ୍ରତ୍ୟାଖାନ କରିଥିଲେ । ତେବେ ଏହି ମାମଲାରେ ଆଗକୁ କଣ ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *