ବନ୍ଧୁଗଣ ୟୁକ୍ରେନ ରୁଶିୟା ମଧ୍ୟରେ ଚାଲିଛି ଜୋରସୋର ରେ ଆକ୍ରମଣ । ୟୁକ୍ରେନ ଉପରେ ଜୋରସୋର ଆଟାକ କରୁଛି ଋଷିୟା । ତେବେ ଆଜି ସକାଳେ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ପୁଟିନ ପ୍ରଥମେ ଏକେ ଫୋନ କଲ କରିଥିଲେ । ଆଉ ଫୋନ କରିବା ପରେ ସେ ତାଙ୍କର ସେନାକୁ ଆକ୍ରମଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଆଉ ଏହି ଫୋନ କଲ କାହାକୁ ଓ କେତେବେଳେ କରିଥିଲେ ତାହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବା ଅପୂର୍ବ ରୁ ପ୍ରଥମେ ବେଲାରୁଷୀୟ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୂକା ସିଂଙ୍କୁ ଫୋନ କରି ସୂଚନା ଦେଇଥିଲେ । ବେଲାରୁଶିୟା ରାଷ୍ଟ୍ରପତିଙ୍କ କାର୍ଜ୍ୟାଳୟରୁ ଏହି କଥା ଜଣା ପଡିଛି । ଭୋର ପ୍ରାୟ ୫ତା ବେଳେ ବେଲାରୁଶିୟା ରାଷ୍ଟ୍ରପତି ଙ୍କ ସହ କଥାବାର୍ତ୍ତା ହୋଇଥିଲା । ଆଉ ହଠାତ ଆଜି ସକାଳ ୬ଟା ରେ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଲେ ପୁଟିନ ।
ଆଉ ଚାହୁଁ ଚାହୁ ୟୁକ୍ରେନ ଉପରେ ଆକ୍ରମଣ କରିଲେ ରୁଷ । ବର୍ତ୍ତମାନ ସମୟରେ ବେଲାରୁଶିୟା ରେ ରୁଷ ହଜାର ହଜାର ସୈନ୍ୟକୁ ପଠାଇ ଆକ୍ରମଣ ଜାରି ରଖିଛି । ଏମିଟକି ୟୁକ୍ରେନ ର ଏୟାର ଡିଫେନସ ସିଷ୍ଟମକୁ ଋଷିୟା ଡିଶପ୍ଲାଏ କରିଥିବା ନେଇ ଦାବି କରିଛି । କିନ୍ତୁ ଏହା ମିଛ ବୋଲି ୟୁକ୍ରେନ କହିଛି । ସେପଟେ ଯୁଦ୍ଧ ପରିସ୍ଥିତିକୁ ନଜର ରେ ରଖି ୟୁକ୍ରେନ ଟଙ୍କା ଉଠାଣ ଉପରେ ନିଜ ନାଗରିକ ଉପରେ ରୋକ ଲଗାଇଛି ।
ସେପଟେ ରୁଷ ପାଖରେ ରହିଛି ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବଳ ବୋଲି ରୁଶିୟାର ରାଷ୍ଟ୍ରପତି ପୁଟିନ ଦାବି କରିଛନ୍ତି ଯାହାର ନାମ ଫାଦର ଅଫ ଅଲ ବମ । ଏହି ବମ ନିମିସକେ ପୁରା ଅଞ୍ଚଳକୁ ଛାରଖାର କରି ଦେଉଛି । ଏହାର ଶକ୍ତି ଓ ସମାର୍ଥୀ ବିଷୟାରେ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହେବ । ଏବେ ୟୁକ୍ରେନ ସମେତ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ରୁଷ ରାଷ୍ଟ୍ରପତି ପୁଟିନ ଏହି ବମକୁ ପ୍ରସ୍ତୁତ ରଖିବାକୁ ନିଦେଶ ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ରୁଷ ରାଷ୍ଟ୍ରପତି ପୁଟିନଙ୍କ ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।