ଶ୍ରାବଣ ମାସର କୌଣସି ଦିନ ଚୁପଚାପ୍ ଏହି ଗଛକୁ ଛୁଇଁକି ଆସନ୍ତୁ, ହେବ ଧନର ବର୍ଷା

ବନ୍ଧୁଗଣ ମହାଦେବ ଙ୍କୁ 4ଟି ଗଛ ଅତ୍ୟନ୍ତ ପ୍ରିୟ ଅଟେ । ଏହି ଗଛର ପୂଜା କରିବା ଦ୍ଵାରା ଶିବ ପୂଜା କରିବାର ଫଳ ପ୍ରାପ୍ତ ହୋଇଥାଏ । ଏହି ଚ ବିଷୟରେ ଶାସ୍ତ୍ର ବିଷୟରେ କୁହାଯାଇଛି କି ମନୁଷ୍ୟଙ୍କର ମଙ୍ଗଲ ପାଇଁ ସ୍ଵୟଂ ମହାଦେବ ଓ ମାତା ପାର୍ବତୀ ଏହି ଗଛ ରୂପରେ ଭୁ-ଲୋକରେ ଜନ୍ମ ନେଇଛନ୍ତି । ହିନ୍ଦୁ ଧର୍ମରେ ଅନେକ ଗଛକୁ ଅତ୍ୟନ୍ତ ଶୁଭ ମାନାଯାଏ । ଗଛକୁ ଦେବା ତୁଲ୍ୟ ମାନି ଆମେ ପୂଜା କରିଥାଉ । ଘରେ ନେଗେଟିଭ ଊର୍ଜାକୁ ଦୂରେଇବା ପାଇଁ ବିଶେଷ ଗଛ ଲଗାଯାଇଥାଏ । ଆଜି ଆମେ ଜାଣିବା ଶ୍ରାବଣ ମାସରେ କେଉଁ ଗଛକୁ ସ୍ପର୍ଶ କରିବା ଦ୍ଵାରା ଗରିବୀ ଦୂର ହୋଇ ଧନର ବୃଦ୍ଧି ହୋଇଥାଏ ।

1- ବେଲଗଛ : ବେଲଗଛ ଦିବ୍ୟ ଗୁଣରେ ପରି ପୂର୍ଣ୍ଣ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଗଛରେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ । ଏହି କାରଣରୁ ଏହି ଗଛର ପୂଜା କରୁଥିବା ବ୍ୟକ୍ତିଙ୍କୁ ଅସୀମ କୃପା ପ୍ରାପ୍ତ ହୋଇଥାଏ । ମା ପାର୍ବତୀଙ୍କ ଝାଳରୁ ବେଲଗଛର ଉତପତି ହୋଇଥିଲା । ଶ୍ରାବଣ ମାସରେ ସନ୍ଧ୍ୟା ସମୟରେ କୌଣସି ବ୍ୟକ୍ତି ବେଲଗଛକୁ ସ୍ପର୍ଶ କରିଥାଏ ତାଙ୍କୁ ଦିବ୍ୟ ଶକ୍ତିର ଅନୁଭବ ହୋଇଥାଏ ।

2- ସମି ଗଛ : ସମି ଗଛକୁ ହିନ୍ଦୁ ଧର୍ମରେ ଚମତ୍କାରୀ ଗୁଣ ମାନାଯାଏ । ଏହି ଗଛ ଜଗଦମ୍ବାଙ୍କ ସ୍ୱରୂପ ମାନାଯାଏ । ଏହି ଗଛକୁ ଭୋଳାନାଥ ଙ୍କ ପ୍ରିୟ ଗଛ ମାନାଯାଏ । ଶ୍ରାବଣର ସନ୍ଧ୍ୟା ସମୟରେ ଏହି ଗଛ ମୂଳରେ ଧୂପ ଦୀପ ଜଳାଇବା ଦ୍ଵାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ସମି ଗଛରେ ସବୁଜ ରଙ୍ଗର ଚୁଡି ବାନ୍ଧିବା ଦ୍ଵାରା ବ୍ଯକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । କୌଣସି ମହିଳା ଶ୍ରଦ୍ଧା ଭାବେ ଏହି କାମ କରିଲେ ଅଖଣ୍ଡ ସୌଭାଗ୍ୟବତୀର ପ୍ରାପ୍ତ ହୋଇଥାଏ । ଏହି ଗଛରେ ସିନ୍ଦୁର ଅର୍ପଣ କରିଲେ ନିରୋଗ ଲାଭ ହୋଇଥାଏ ।

3- ପାରିଜାତ ଗଛ : ସମୁଦ୍ର ମନ୍ଥନରେ ଯେଉଁ ରତ୍ନ ମିଳିଥିଲା ତାହା ମଧ୍ୟରୁ ପାରିଜାତର ଉତପତି ହୋଇଥିଲା । ଭଗବାନ ବିଶୁଣୁଙ୍କ ଆଦେଶରେ ଏହା ଦେବେନ୍ଦ୍ରଙ୍କୁ ପ୍ରାପ୍ତ ହୋଇଥିଲା ଯାହାକୁ ସ୍ଵର୍ଗ ଲୋକରେ ଲଗା ଯାଇଥିଲା । ଏହି ଗଛକୁ ଭଗବାନ କୃଷ୍ଣ ମାନବ ଜାତିର କଲ୍ୟାଣ ପାଇଁ ଧରିତ୍ରି ଲୋକକୁ ଆଣିଥିଲେ । ଭୋଳାନାଥଙ୍କୁ ପାରିଜାତ ଅତ୍ୟଧିକ ପ୍ରିୟ ଅଟେ । ଯେଉଁ ଠାରେ ଏହି ଗଛ ରହିଥାଏ ସେଠାରେ ମା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ଶ୍ରାବଣର ସନ୍ଧ୍ୟାରେ ଏହି ଗଚଳୁ ସ୍ପର୍ଶ କରିବା ସହ ଘିଅର ଦୀପ ଜଳାଇଲେ ଇଚ୍ଛା ପୂରଣ ହୋଇଥାଏ ।

4- ଦୁଦୁରା ଗଛ : ଏହି ଗଛ ମହାଦେବଙ୍କ ଉଗ୍ର ସ୍ୱରୂପ କାଳ ଭୈରବଙ୍କ ଅଂଶରୁ ଉତପନ ହୋଇଥିଲା । ଶିବଲିଙ୍ଗରେ ଦୁଦୁରା ଫୁଲ, ଫକଳ, ପତ୍ର ଚଢାଇବା ଦ୍ଵାରା ରାହୁ-କେତୁ-ଶନି ଙ୍କ କୁପ୍ରଭାବ ଦୂର ହୋଇଥାଏ । ଶ୍ରାବଣର କୌଣସି ସୋମବାରରେ ଏହି ଗଛରେ ସବୁଜ ରଙ୍ଗର ଚୁଡି ବାନ୍ଧିବା ଦ୍ଵାରା ଶତ୍ରୁଇଙ୍କ ଠାରୁ ମୁକ୍ତି ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *