ଶ୍ରାବଣ ମାସରେ ଉପର ବାଲାର ସନ୍ଦେଶ ଆପଣଙ୍କ ପାଇଁ କଣ ରହିଛି ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ -LOVE QUIZ

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ଶ୍ରାବଣ ମାସ ଚାଲିଛି । ଶ୍ରାବଣ ମାସ ଟି ପବିତ୍ର ମାସ ହୋଇଥାଏ । ଏହି ମାସ ଟି ଭଗବାନ ଶିବ ଙ୍କୁ ସମର୍ପିତ ହୋଇଥାଏ । ଏହି ମାସରେ ଭଗବାନ ଶିବ ଙ୍କର ବିଶେଷ ଭାବେ ପୂଜା ଅର୍ଚ୍ଚନା କରାଯାଇଥାଏ । ଏହି ମାସରେ ବୋଲବମ ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ  ତେବେ ଏଥର ଯୋଡା ଶ୍ରାବଣ ପଡୁଅଛି । ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 3ଟି ଶିବଲିଙ୍ଗର ଚିତ୍ର । ସେଥିମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ଚୟନ କରିବାକୁ ହେବ । ତାପରେ ଆପଣ ଜାଣିପାରିବେ ଭଗବାନ ଆପଣଙ୍କ ପାଇଁ ସନ୍ଦେଶ ପଠାଇଛନ୍ତି ଏହି ଶ୍ରାବଣ ମାସରେ ।

1- ଯଦି ଆପଣ ପ୍ରଥମ ଶିବଲିଙ୍ଗ ର ଚିତ୍ର କୁ ବାଛିଛନ୍ତି ତେବେ ଆଗାମୀ ସମୟରେ ଆପଣଙ୍କ ଜୀବନର ବହୁତ ଇଚ୍ଛା ପୂରଣ ହେବ ଓ ଅବସର ମଧ୍ୟ ମିଳିବ । ଯଦି ଆପଣ ବିଦ୍ୟାର୍ଥୀ ଆଉ ଚାହୁଁଛନ୍ତି ଆପଣଙ୍କୁ ଭଲ ଅବସର ମିଳୁ ନିଶ୍ଚୟ ମିଳିବ । ଆଗାମୀ ସମୟରେ ବ୍ୟାପାରରେ ଉନ୍ନତି କରିବାର ଅବସର ମିଳିବ ଓ ସଫଳତା ମଧ୍ୟ ହେବେ । ଆପଣ ଯେଉଁ ରାସ୍ତାରେ ଚାଲୁଛନ୍ତି ତାହା ଠିକ ଅଟେ । ଆପଣଙ୍କ ମେହନତ ସଚ୍ଚା ଅଛି ତେଣୁ ନିଶ୍ଚୟ ଆପଣଙ୍କୁ ସଫଳତା ମିଳିବ ।

2- ଆପଣ ଯଦି ଦ୍ଵିତୀୟ ଶିବଲିଙ୍ଗର ଚିତ୍ର କୁ ଚୟନ କରିଛନ୍ତି ତେବେ ଆପଣଙ୍କ ମନରେ କିଛି କଥା ଚାଲିଛି ଯାହା ଆପଣ ଭାବୁ ଛନ୍ତି । ଆପଣ ଭାବୁଛନ୍ତି ଆପଣଙ୍କ ପାଇଁ ଠିକ କଣ ଭୁଲ କଣ କିମ୍ବା ଆପଣ ସଫଳ ହେବେ କି ନାହିଁ । ଆଜିକାଲି କୌଣସି ଏକ କଥାକୁ ନେଇ ଅଧିକ ଚିନ୍ତା କରୁଛନ୍ତି । ଏହା ଆପଣଙ୍କ ଜୀବନ ପାଇଁ ଜରୁରୀ ଅଟେ । ଆପଣଙ୍କ ପାଇଁ ସନ୍ଦେଶ ରହିଛି କି କୌଣସି କାମ ବା ଚାକିରି ବ ବ୍ୟାପାର ଯାହା ବି କିଛି ଅଛି ତାହା ଆପଣଙ୍କ ପାଇଁ ଜରୁରୀ ଅଟେ । ଯଦି ଆପଣଙ୍କୁ ଲାଗୁଛି ସେହି କମାକୁ ଆପଣ ସଫଳ କରିପାରିବେ ବା ନିଜ ଉପରେ ସେତିକି ଭରସା ଅଛି । ତେଣେ ନିଶ୍ଚୟ କରି ପାରିବେ ।

3- ଯଦି ଆପଣ ତୃତୀୟ ଶିବଲିଙ୍ଗ ର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ମ୍ଯାସେଜ ରହିଛି କି ବିଶ୍ଵାସ କରିବା ଶିଖନ୍ତୁ । କାରଣ ବିଶ୍ଵାସ ରେ ଶକ୍ତି ରହିଛି । ଆପଣ ଯେଉଁ ଭଗବାନଙ୍କ ପୂଜା କରୁଛନ୍ତି ତାଙ୍କ ଉପରେ ବିଶ୍ଵାସ ରଖନ୍ତୁ । ଆପଣ ଦରକାର ଠାରୁ ଅଧିକ ଚିନ୍ତା କରନ୍ତୁ ନାହିଁ । ଆପଣ ଯାହା ଭାବୁଛନ୍ତି ତାହା ଈଶ୍ବରଙ୍କ ହାତରେ ଅଛି । ଯଦି ଆପଣଙ୍କ ବିଶ୍ଵାସ ସତ ତେବେ ଆପଣଙ୍କର କୌଣସି କାମ ଅଧାରେ ରହିବ ନାହିଁ ।

ଭଗବାନ ଆପଣଙ୍କ ସହ ସବୁବେଳେ ଅଛନ୍ତି । ତେଣୁ ଦୁର୍ବଳ ହୁଅନ୍ତୁ ନନାହିଁ । ଯେଉଁ କାମ କରୁଛନ୍ତି ତାହା ଆପଣଙ୍କ ହାତରେ ନାହିଁ । ଯଦି ଅଛି ବି ତେବେ ଆପଣଙ୍କୁ ସାହାରା ଦରକାର । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଇଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *