ଶ୍ରୀ କୃଷ୍ଣ କୁହନ୍ତି ଏହି 2ଟି ଗଛ ଗରିବୀ କୁ ସମାପ୍ତ କରି ଧନକୁ ଆକର୍ଷିତ କରିଥାଏ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବୃକ୍ଷର ଅନେକ ଉପକାରୀତା ଗୁଣ ରହିଥାଏ । ତେଣୁ ବୃକ୍ଷର ମାହାତ୍ମ୍ଯ ଆମ ମାନଙ୍କ ଜୀବନରେ ବହୁତ ଅଧିକ ବୋଲି ବିବେଚନା କରାଯାଇଥାଏ । ଏହା ଛଡା ଘର ଆଖପାଖରେ ବୃକ୍ଷ ଲଗାଇବା ଦ୍ଵାରା ଘରର ସୁନ୍ଦରତା ଆହୁରି ଅଧିକ ବଢିଯାଇଥାଏ । ହେଲେ କିଛି ବୃକ୍ଷ ଆମ ଘର ଆଖପାଖରେ ରହିବାକୁ ବହୁତ ଶୁଭ କୁହାଯାଇଥାଏ ।

ବେଳେ ଅନ୍ୟ କେତେକ ବୃକ୍ଷକୁ ଅଶୁଭ ସୂଚକ ବୋଲି ମଧ୍ୟ କୁହାଯାଇଥାଏ । କୌଣସି ନଦୀ ପାଖରେ ଯଦି କୌଣସି ବ୍ୟକ୍ତି ଓସ୍ତ ଗଛ ଲଗାଇଥାଏ । ଆଉ ଯେତେବେଳେ ସେହି ଗଛର ପତ୍ର ଝଡି ପାଣିରେ ପଡିଥାଏ । ତାହା ସେହି ବ୍ୟକ୍ତିକୁ ଅନେକ କର୍ମର ପୂଣ୍ୟ ଫଳ ବହୁତ ଶୀଘ୍ର ମିଳିବାର ସୂଚନା ଦେଇଥାଏ । ଏହା ସହ ପ୍ରତ୍ଯେକ ଦିନ ସ୍ନାନ ସାରି ଯଦି ଓସ୍ତ ଗଛକୁ ସ୍ପର୍ଶ କରି ପ୍ରଣାମ କରିବ ।

ତେବେ ଏହା ମଧ୍ୟ ସେହି ବ୍ୟକ୍ତି ପାଇଁ ବହୁତ ପୂଣ୍ୟ ହୋଇଥାଏ । ଘର ପାଖରେ ଅଁଳା ବୃକ୍ଷ ରହିବା ମଧ୍ୟ ବହୁତ ଶୁଭ ମନା ଯାଇଥାଏ । ଏହି ଗଛର ଫଳ ଖାଇବା ଦ୍ଵାରା ଅନେକ ପାପର ଭାରରୁ ମୁକ୍ତି ମଧ୍ୟ ମିଳିଯାଇଥାଏ । ଅଁଳା ଖାଇବା ଦ୍ଵାରା ଆୟୁ ବୃଦ୍ଧି ହେବା ସହ ଶରୀରରୁ ଅନେକ ରୋଗ ମଧ୍ୟ ଗାୟବ ହୋଇଯାଇଥାଏ । ତେଣୁ ଯେଉଁ ଘର ସାମ୍ନାରେ ଅଁଳା ଗଛ ରହିଥାଏ ।

ସେହି ଘରେ ସାକ୍ଷାତ ମା’ ଲକ୍ଷ୍ମୀ ଓ ପ୍ରଭୁ ନାରାୟଣ ବାସ କରିଥାନ୍ତି । ଘର ପାଖରେ ଅଶୋକ ବୃକ୍ଷ ରହିବା ମଧ୍ୟ ଅତ୍ୟନ୍ତ ଭଲ ହୋଇଥାଏ । ଏହି ଗଛ ଦୁଃଖ ବା ଶୋକକୁ ନାଶ କରୁଥିବାରୁ ଏହାକୁ ଅଶୋକ ବୃକ୍ଷ କୁହାଯାଇଥାଏ । ଏହି ଗଛକୁ ଘରେ ଲଗାଇବା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଘରର ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ । ଘର ପାଖରେ ନୀମ ଗଛ ରହିବା ମଧ୍ୟ ଉତ୍ତମ ହୋଇଥାଏ ।

କାରଣ ଏହି ଗଛ ଉପରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ବାସ ରହିଥାଏ । ଏହା ସହ ଏହି ଗଛ ରହିଥିବା ଘର ଲୋକଙ୍କର ସ୍ଵାସ୍ଥ ବହୁ ସମୟରେ ଖରାପ ହୋଇନଥାଏ । ଏହା ଛଡା ମା’ ଲକ୍ଷ୍ମୀଙ୍କୁ ନୀମ ଗଛର ପତ୍ର ବହୁତ ପ୍ରିୟ ହୋଇଥାଏ । ଯେଉଁ କାରଣରୁ ନୀନ ଗଛ ଥିବା ଘର ଉପରେ ସଦା ସର୍ବଦା ମା’ ଅର୍ଣ୍ଣପୂର୍ଣ୍ଣାଙ୍କର କୃପା ବଜାୟ ରହିଥାଏ ।

ଯଦି କୌଣସି ବ୍ୟକ୍ତି କନ୍ୟା ସନ୍ତାନ ପାଇବାର ଇଚ୍ଛା ରଖିଥାଏ । ତେବେ ସେ ନିଜ ଘର ପାଖରେ ଜାମୁକୋଳିର ଗଛ ଲଗାଇବା ଉଚିତ । ଏହା ଛଡା ନଡିଆ, କଦଳୀ, ହରଶିଂଗାର  ଓ ବେଲଗଛ ଲଗାଇବା ଆଢ୍ୟ ଘର ପାଖରେ ଅତ୍ୟନ୍ତ ଶୁଭ ହୋଇଥାଏ । ଘର ପାଖରେ ତାଳ ଓ ବାହାଡ଼ା ଗଛ ଲଗାଇବା ଅନୁଚିତ ।

ଯଦି ଏହି ପୋସ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *