ପୁଅ Aryanଙ୍କୁ ଦେଖା କରିବା ପାଇଁ ପହଞ୍ଚିଲେ SRK…ଦେଖନ୍ତୁ Video

ମୁମ୍ବାଇର ଆର୍ଥର ଜେ-ଲରେ ଥିବା ପୁଅ ଆର୍ୟନ ଖାନଙ୍କୁ ପିତା ଓ ବଲୀଉଡ ଅଭିନେତା ଶାହାରୁଖ ଖାନ ଆଜି ଦେଖା କରିବାକୁ ପହଞ୍ଚିଛନ୍ତି । ଯାହାର କିଛି ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି । ଡ୍ର-ଗ୍ସ ମା-ମ-ଲାରେ ଆର୍ୟନ ଖାନ ଗି-ର-ଫ ହୋଇ ମୁମ୍ବାଇର ଆର୍ଥର ଜେ-ଲ-ରେ ବିଚାରଧିନ କ-ଏ-ଦୀ ହିସାବରେ ଅଛନ୍ତି । କହିଦେଉଛୁ କି ଗତକାଲି ଆର୍ୟନ ଖାନଙ୍କ ଓକିଲ ତାଙ୍କର ଜାମିନ ପାଇଁ ଆବେଦନ କରିଥିଲେ । ଯାହାକୁ କୋର୍ଟ ଖାରଜ କରି ଦେଇଛି ।

ସୂଚନା ଅନୁସାରେ ଆର୍ୟନ ଖାନଙ୍କ ଓକିଲ ହାଇକୋର୍ଟରେ ଜାମିନ ଆବେଦନ କରି ପାରନ୍ତି ବୋଲି କୁହାଯାଉଛି । କ୍ରୁଜ ପାର୍ଟିରେ ଡ୍ର-ଗ୍ସ କେ-ସ-କୁ ନେଇ ଏନସିବି ଆର୍ୟନ ଖାନଙ୍କୁ ଗି-ର-ଫ କରିଥିଲା ଓ ଆଜି ଶାହାରୁଖ ଖାନ ନିଜ ପୁଅକୁ ଦେଖା କରିବା ପାଇଁ ଆର୍ଥର ଜେ-ଲ-କୁ ଯାଇଛନ୍ତି ।

କହିଦେଉଛୁ କି ୧୮ ଦିନ ଜେ-ଲ-ରେ ରହିସାରିଥିବା ଆର୍ୟନ ଖାନଙ୍କ ପାଇଁ ୪ ଥର ବେଳ ଆବେଦନ କରାଯାଇ ସାରିଛି ଓ ସବୁଥର କୋର୍ଟ ଆର୍ୟନ ଖାନଙ୍କ ବେଳକୁ ନା ମଞ୍ଜୁର କରି ଦେଇଛନ୍ତି । ବର୍ତ୍ତମାନ ହାଇକୋର୍ଟରେ ଜାମିନ ଆବେଦନ କରାଯାଇ ପାରେ ବୋଲି କୁହାଯାଉଛି । କହିଦେଉଛୁ କି ଶାହାରୁଖ ଖାନ ଆଜି ସକାଳ ୯.୧୫ ମିନିଟରେ ଆର୍ଥର ଜେ-ଲ ପହଞ୍ଚି ଥିଲେ ଓ ବିଜିଟର ଲାଇନ ହୋଇ ଭିତରକୁ ଗଲେ ।

ଏହା ପ୍ରଥମ ଥର ଅଟେ ଯେତେବେଳେ ଶାହାରୁଖ ଖାନ ଜେ-ଲରେ ବନ୍ଦ ଆର୍ୟନ ଖାନଙ୍କୁ ଦେଖା କରିବା ପାଇଁ ଯାଇଛନ୍ତି । ଏହା ପୂର୍ବରୁ ଆର୍ୟନ ଖାନଙ୍କୁ ଭିଡିଓ କଲ ଜରିଆରେ କଥାବାର୍ତ୍ତା କରୁଥିଲେ । ଯେତେବେଳେ ଶାହାରୁଖ ଖାନ ଆର୍ଥର ଜେ-ଲ ପହଞ୍ଚିଲେ, ସେଠି ମିଡିଆ ବି ଥିଲା ।

ଶାହାରୁଖ ଖାନଙ୍କୁ ମିଡିଆ ବହୁତ ପ୍ରଶ୍ନ କରିଲା, କିନ୍ତୁ ଶାହାରୁଖ ଖାନ କାହାକୁ ବି କିଛି ନ କହି ନିଜର ସୁରକ୍ଷା ଘେରେ ମଧ୍ୟରେ ସିଧା ଭିତରକୁ ଚାଲି ଗଲେ । କୁହାଯାଉଛି କି ଶାହାରୁଖ ଖାନ ଆର୍ୟନ ଖାନଙ୍କୁ ପାଖାପାଖି ୧୫ ମିନିଟ ଦେଖା କରିଛନ୍ତି ।

କହିଦେଉଛୁ କି ଆର୍ୟନ ଖାନ, ଅରବାଜ ମରଚାଣ୍ଟ ସହିତ ଅନ୍ୟ ଆରୋପିମାନଙ୍କୁ ମୁମ୍ବାଇ ଆର୍ଥର ରୋଡ ଜେ-ଲରେ ବ୍ୟାରେକ ନମ୍ବର ୧ରେ ରଖା ଯାଇ ଥିଲା । ବ୍ୟାରେକ ନମ୍ବର ୧କୁ କ-ରୋ-ନା ସମୟରେ ଗୋଟିଏ ଆଇସୋଲେଶନ ୱାର୍ଡ ରୂପରେ ବ୍ୟବହାର କରାଯାଉ ଥିଲା । ଆର୍ୟନ ଖାନ ସହିତ ସହିତ ଅନ୍ୟ ଆରୋପିମାନଙ୍କୁ ପରସ୍ପର ଠାରୁ ଅଲଗା କରି ଅଲଗା ଅଲଗା ବ୍ୟାରେକରେ ରଖା ଯାଇଛି ।

Leave a Reply

Your email address will not be published. Required fields are marked *