ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବଲିଉଡ କିଂ ଖାନଙ୍କ ପୁଅ ଆର୍ୟନ ଖାନ ବର୍ତ୍ତମାନ ଡ୍ର-ଗ୍ସ ମାମଲାରେ ଗି-ର-ଫ ହୋଇ ଆର୍ଥନ ଜେ-ଲରେ ନିଜ ବନ୍ଧୁ ମାନଙ୍କ ସହ ଅଛନ୍ତି । ସୂଚନା ଅନୁସାରେ ତାଙ୍କୁ ମିଳିଛି କ-ଏ-ଦୀ ନମ୍ବର । ଗତ ଗୁରୁବାର ଦିନ ତାଙ୍କୁ କ-ଏ-ଦୀ ନମ୍ବର ୯୫୬ ଦିଆ ଯାଇଛି । ବର୍ତ୍ତମାନ ସେ କ୍ଵା-ରେ-ଣ୍ଟେ-ଡ ସେ-ଲ-ରେ ଅଛନ୍ତି । ବହୁତ ଜଲ୍ଦି ତାଙ୍କୁ ସାଧାରଣ କ-ଏ-ଦୀଙ୍କ ସେ-ଲକୁ ନିଆଯିବ । ଆର୍ୟନଙ୍କୁ ଛୋଟ ସେ-ଲ ମିଳିପାରେ ଯେଉଁଠାରେ ସେ ନିଜ ବନ୍ଧୁ ଅରବାଜଙ୍କ ସହ ସେୟାର କରିବେ । ଆର୍ଥନା ହେଲ ହେଉଛି ବ୍ରିଟିଶ ଅମଳର ଜେ-ଲ ଯେଉଁଠାରେ ନେତା ମାନଙ୍କ ଠାରୁ ଆରମ୍ଭ କରି ଷ୍ଟାର ମାନେ ରହିଛନ୍ତି ।
ଏହି ଜେ-ଲର ନିୟମ ଅନୁସାରେ ସକାଳ ୭ଟାରେ ଜେ-ଲର କର୍ମଚାରୀ ଏମାନେ ଆସି ସବୁ କ-ଏ-ଦୀଙ୍କୁ ଉଠାନ୍ତି । ଏହା ପରେ ସବୁ କେଡି ଏମାନେ ଏକାଠି ହୋଇ ଗୋଟେ ଜାଗାରେ ଲାଇନ କରି ଠିଆ ହୁଅନ୍ତି । ଏହା ପରେ ଆଟେଣ୍ଡାଶ ନିଆଯାଏ ରାତିରୁ ସକାଳ ଯାଏଁ । ଏହା ପରେ ସବୁ କ-ଏ-ଦୀ ସଂଖ୍ୟା ଠିକ ରହିବା କଥା ଜାଣିବା ପରେ ସକାଳ ୭ଟା ଟେ ଆରମ୍ଭ ହୁଏ ସକାଳ ଜଳଖିଆ । ଏହି ଜଳଖିଆରେ ଚାହା ସହ ଚୂଡା ଉପମା ଦିଆଯାଏ ଯାହା ଭୁବୁନିର ଝୋଳ ଟାଇପର ଥାଏ । ଏହା ପରେ ସକାଳ ୭ଟା ରୁ ୧୦ଟା ଭିତରେ ସବୁ କ-ଏ-ଦୀ ନିଜର ନିତ୍ୟକର୍ମ ସାରିବା ପାଇଁ ସାବୁନ, ଟାୱେଲ ଆଦି ଜେ-ଲ ତରଫରୁ ଦିଆ ଯାଇଥାଏ ।
ସକାଳା ୯ଟା ୩୦ରୁ ୧୧ଟା ୩୦ ଭିତରେ କ-ଏ-ଦୀଙ୍କୁ ଖାଦ୍ୟ ଦିଆଯାଏ । ଏହା ପରେ ୧୨ଟା ବେଳକୁ କ-ଏ-ଦୀ ମାନେ ନିଜ ସେ-ଲରେ ବସିବାର ନିୟମ ରହିଛି । ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ କ-ଏ-ଦୀ ମାନେ ଟିଭି ବା ନ୍ଯୁଜ ପେପର ପାଢୀ ପାରିବେ । ଦିନ ୧ଟା ୩୦ରୁ ୨ଟା ୩୦ ଯାଏଁ କ-ଏ-ଦୀ ମାନେ ବଗିଚା କାମ ସହ ଅନ୍ଯାନ୍ଯ କାମ କରିବାର ନିୟମ ରହିଛି । ଅପରାହ୍ନ ୪ଟା ରୁ ୬ଟା ମଧ୍ୟରେ କ-ଏ-ଦୀ ମାନେ ନିଜର ପୋଷାକ ଧୋଇବା ସହ ସନା କରି ପାରିବେ । କିନ୍ତୁ ଏ ସବୁ ଭିତରେ ହୁଏ ତ ଆର୍ୟନଙ୍କୁ ଏକା ରହିବାକୁ ପଡିବ କାରଣ ଯଦି ସେ ଲୋକଙ୍କ ଆଗକୁ ଆସନ୍ତି ତେବେ କିଛି ସମସ୍ଯା ହୋଇପାରେ ।
ସନ୍ଧ୍ୟା ୬ଟା ପରେ ସବୁ କ-ଏ-ଦୀ ମାନେ ନିଜ ବ୍ୟାରେକରେ ରହିଥାନ୍ତି । ସନ୍ଧ୍ୟା ୭ଟାରେ ରାତ୍ରି ଭୋଜନ କରିବା ପରେ ୯ଟା ୩୦ ମଧ୍ୟରେ ଶୋଇବାର ନିୟମ ରହିଛି । ଏମିତି ରହିବ ଆର୍ୟନଙ୍କ ଜେ-ଲରେ ସମୟ । ସକାଳ ୭ଟାରୁ ୧୦ଟା ଓ ସନ୍ଧ୍ୟାରେ ୪ଟାରୁ ୬ଟା ମଧ୍ୟରେ ପାଣି ଆସିବାର ସମୟ ହେଉଛି ଜେ-ଲରେ । ଏହିଭଳି ଭାବେ ଆର୍ୟନଙ୍କୁ ଜେ-ଲର ସବୁ ନିୟମ ମାନି ରହିବାକୁ ପଡିବା ସହ ନିଜ କାମ ନିଜେ କରିବାକୁ ହେବ ।
ବନ୍ଧୁଗଣ ଆପଣ ମାନଙ୍କର ଆର୍ୟନ ଖାନଙ୍କ ବିଷୟରେ ମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ