Special Report: ସ୍ତ୍ରୀଙ୍କ Call Recording କରୁଥିଲେ ସାବଧାନ! କୋର୍ଟ ଦେଲେ ଗୁରୁତ୍ଵପୂର୍ଣ୍ଣ ରାୟ

ନମସ୍କାର ବନ୍ଧୁଗଣ । କଣ ଆପଣ ମାନେ ନିଜ ସ୍ତ୍ରୀଙ୍କ କଲ ରେକର୍ଡ କରୁଛନ୍ତି କି ? ତେବେ ଏହି କ୍ଷେତ୍ର ରେ ବର୍ତ୍ତମାନ କୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ । ଯଦି ଆପଣ ନିଜ ସ୍ତ୍ରୀଙ୍କ ଫୋନ କଲ ରେକର୍ଡ କରୁଛନ୍ତି ତେବେ ବର୍ତ୍ତମାନ ସତର୍କ ହୋଇ ଯାଆନ୍ତୁ । କାରଣ କୋର୍ଟ କିଛି ନୂଆ ରାୟ ଦେଇଛନ୍ତି । ଯଦି ଆପଣ ନିଜ ସ୍ତ୍ରୀଙ୍କ ଫୋନ କଲ ରେକର୍ଡ କରୁଛନ୍ତି ତେବେ ଆପଣ ତାଙ୍କର ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ କରୁଛନ୍ତି ।

ଯାହା କି ଆଇନଗତ ଅ-ପ-ର-ଧ ବୋଲି କୋର୍ଟ ସୂଚନା ଦେଇଛନ୍ତି । ଏହା ସହ ଏଭଳି କଥାକୁ କୌଣସି ସ୍ଥିତିରେ ପ୍ରୋଶ୍ଚାହନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ପଞ୍ଜାବ ହରିୟାନାର ହାଇକୋର୍ଟ । ଜଣେ ମହିଳା ଏହି ଘଟଣା ରେ ସାଂ-ଘା-ତି-କ ଅ-ଭି-ଯୋ-ଗ ଆଣିଥିଲେ । ମହିଳାଙ୍କ କହିବା ମୁତାବକ ତାଙ୍କ ସ୍ଵାମୀଙ୍କ ସହ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା । ୨୦୧୭ରେ ସେ ନିଜ ସ୍ଵାମୀଙ୍କ ଠାରୁ ଅଲଗା ହେବ ପାଇଁ କୋର୍ଟରେ ଫାଇଲ କରିଥିଲେ ।

ଏହି ସମୟରେ ତାଙ୍କ ସ୍ଵାମୀ ପ୍ରମାଣ ହିସାବରେ ମହିଳାଙ୍କର ଏକ କଲ ରେକର୍ଡ କୋର୍ଟରେ ଦାଖଲ କରିଥିଲେ । ଏହି ମାମଲା ରେ କୋର୍ଟ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ କଥା ଶୁଣିଥିଲେ । କିନ୍ତୁ କଲ ରେକର୍ଡକୁ ପ୍ରମାଣ ଭାବେ ମାନିବାକୁ ମନା କରି ଦେଇଥିଲେ ପଞ୍ଜାବ ହରିୟାନା ହାଇକୋର୍ଟ । କୌଣସି ଲୋକର ବିନା ଅନୁମତିରେ ତାଙ୍କର ଫୋନ କଲ ରେକର୍ଡ କରିବା ଏକ ଅ-ପ-ରା-ଧ ବୋଲି ହରିୟାନା କୋର୍ଟ କହିଥିଲେ ।

ଏହା ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଅଧିକାର ଖୂର୍ନ ହେଉଛି ବୋଲି ମାନ୍ୟବର କୋର୍ଟ ରାୟ ଦେଇଥିଲେ । ଜଣେ ବିବାହିତ ବ୍ୟକ୍ତି ବିନା କୌଣସି ଅନୁମତିରେ ତାଙ୍କ ସ୍ଵାମୀ ବା ସ୍ତ୍ରୀଙ୍କ ଫୋନ କଲକୁ ରେକର୍ଡ କରି ପାରିବେ ନାହି .ଯଦି କୌଣସି ବ୍ୟକ୍ତି ଏପରି କରୁଛନ୍ତି ତେବେ ଏହାକୁ ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ବୋଲି ମାନିବାକୁ ହେବ ।

କୋର୍ଟ ମଧ୍ୟ ବିନା ମଞ୍ଜୁରୀରେ କରା ଯାଇଥିବା କଲ ରେକର୍ଡକୁ ପ୍ରମାଣ ଭାବେ ଗ୍ରହଣ କରିବା ନାହି ଏହି ମାମଲାର ଶୁଣାଣୀ ସମୟରେ କହିଥିଲେ ହରିୟାନାର କୋର୍ଟ । ତେବେ ସବୁଠାରୁ ବଡ କଥା ହେଉଛି ପଞ୍ଜାବ ହରିୟାନା ହାଇକୋର୍ଟ ଫ୍ୟାମିଲି କୋର୍ଟରେ ଦାୟର ହୋଇଥିବା ଏହି ମାମଲା କୁ ଖା-ର-ଚ ମଧ୍ୟ କରିଥିଲେ ।

କଲ ରେକର୍ଡକୁ କେବେ ବି ପ୍ରମାଣ ଭାବେ ସମାଇଲ କରାଯିବ ନାହି ବୋଲି ମାନ୍ୟବର କୋର୍ଟ ରାୟ ଦେଇଛନ୍ତି । ତେବେ ପରିସ୍ଥିତି ଯାହା ହେଉ ନାଁ କାହିଁକି କେବେ ବି କାହାର ବ୍ୟକ୍ତିଗତ କଲ ରେକର୍ଡ ପ୍ରମାଣ ଆଧାର ରେ ନିଆଯିବ ନାହି ବୋଲି ପଞ୍ଜାବ ହରିୟାନା ହାଇକୋର୍ଟ ଆଦେଶ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପଜେକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *