Interesting Gk Questions – ସ୍ଵାମୀ ସ୍ତ୍ରୀକୁ ଦିଏ କିନ୍ତୁ ସ୍ତ୍ରୀ ସ୍ଵାମୀକୁ ଦିଏ ନାହି ତାହା କଣ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- କେଉଁ ମହାପୁରୁଷଙ୍କୁ ଭାରତ ରତ୍ନ ପ୍ରାପ୍ତ ହୋଇ ନାହି ?

ଉତ୍ତର- ମହାତ୍ମାଗାନ୍ଧି

୨- ଭାରତର ଏକ ଜାତୀୟ ଛୁଟି ଦିନ ନୁହେଁ ?

ଉତ୍ତର- ଜୁଲାଇ ୪

୩- କାହା ପରେ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ?

ଉତ୍ତର- ଲାଲ ବାହାଦୁର ଶାସ୍ତ୍ରୀ

୪- ଦିଲ୍ଲୀର ପ୍ରଥମ ମହିଳା ଶାସକ ରେଜିୟା ସୁଲତାନ କାହାର ଝିଅ ଥିଲେ ?

ଉତ୍ତର- ଇଲତୁତମିସ

୫- କାହା କାରଣରୁ ଉଦ୍ଭିଦର ରଙ୍ଗ ସବୁଜ ହୋଇଥାଏ ?

ଉତ୍ତର- କ୍ଳୋରୋଫିଲ

୬- କେଉଁ ଅଂଚଳ ସହ ମଧ୍ୟ ପ୍ରଦେଶର ସୀମା ଲାଗି ରହିଛି ?

ଉତ୍ତର- ବିଦର୍ଭ

୭- ଭାରତୀୟ ମୁଦ୍ରା ନୋଟର ଭାଷା ପ୍ୟାନେଲରେ ଉପରୁ ତଳକୁ ଦେଖିଲେ କେଉଁ ଭାଷା ପ୍ରଥମେ ଦେଖିବାକୁ ପାଇବେ ?

ଉତ୍ତର- ଆସାମୀ

୮- ସଂସ୍କୃତ ବାକ୍ୟ ଅତିଥି ଦେବୋ ଭାବ ଯାହାର ଅର୍ଥ ଅତିଥି ଭଗବାନ ଅଟନ୍ତି କେଉଁ ଉପନିଷଦରୁ ନିଆ ଯାଇଛି ?

ଉତ୍ତର- ତଇତ୍ତିରିୟୋପନିଷଦ

୯- ରାଷ୍ଟ୍ରପତି ରାମନାଥ କୋବିଦ ୧୯୯୪ ଓ ୨୦୦୬ ମସିହା ମଧ୍ୟରେ ରାଜ୍ୟସଭାର ସଦସ୍ୟ ରୂପେ କେଉଁ ରାଜ୍ୟର ପ୍ରତିନିଧିତ୍ଵ କରିଥିଲେ ?

ଉତ୍ତର- ଉତ୍ତର ପ୍ରଦେଶ

୧୦- କେଉଁଠି ଏକ ପ୍ରକାରର ରେଶମ ଯାହାର ଉତ୍ପାଦନ ପାରମ୍ପରିକ ରୂପେ ଆସାମରେ ହୋଇଥାଏ ?

ଉତ୍ତର- ମୁଗା

୧୧- ଶ୍ରୀଲଙ୍କା ଯିବା ପାଇଁ ସେତୁ ବନ୍ଧ ବାନ୍ଧିବା ସମୟରେ ଭଗବାନ ରାମଚନ୍ଦ୍ର ଯେଉଁ ଶିବଲିଙ୍ଗ ସ୍ଥାପନ କରିଥିଲେ ତାହାର ନାମ କଣ ?

ଉତ୍ତର- ରାମେଶ୍ଵରମ

୧୨- ଭାରତୀୟ ଶସ୍ତ୍ର ବଳ ଦ୍ଵାରା ଉପୋଯୋଗ କରା ଯାଉଥିବା ଅପାଚେ, ଚିନୁକ, ଧୁବ, ଚେଟକ ଓ ଚିଟା ଏଗୁଡିକ କାହାର ପ୍ରକାର ଅଟନ୍ତି ?

ଉତ୍ତର- ହେଲିକପ୍ଟର

୧୩- ବିଶ୍ଵର ସର୍ବ ପ୍ରଥମ ପରମାଣୁ ସଞ୍ଚାଳିତ ବୁଡାଜାହାଜ ର ନାମ କଣ ?

ଉତ୍ତର- Nautilus

୧୪- କେଉଁ ଦେଶ ପଶୁ ମାନଙ୍କ ପାଇଁ ବିଶ୍ଵର ପ୍ରଥମ କୋଭିଡ଼-୧୯ ଭ୍ୟାକ୍ସିନ ବାହାର କରି ଥିବାର ଦାବି କରିଛି ?

ଉତ୍ତର- ରୁଷ

୧୫- ସ୍ଵାମୀ ସ୍ତ୍ରୀକୁ ଦିଏ କିନ୍ତୁ ସତରେ ସ୍ଵାମୀକୁ ଦିଏ ନାହି ତାହା କଣ ?

ଉତ୍ତର- ସରନେମ ବା କୁଳନାମ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *