ସୂର୍ଯ୍ୟ ଚଳିଲେ କୁମ୍ଭ ରାଶିକୁ, ଆଜିଠାରୁ ପୁରା ୩୦ ଦିନ ଏହି ୫ ଟି ରାଶି କୋଟିପତି

ବୈଦିକ ଜ୍ଯୋତିଷ ସାତର ରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠ ଗ୍ରହ ବୋଲି ମାନାଯାଏ । ଜନ୍ମ କୁଣ୍ଡଳୀ ରେ ଅନ୍ୟ ଗ୍ରହ ଯେଉଁ ସ୍ଥିତି ରେ ରହିଲେ ମଧ୍ୟ ରବି ମହାଗ୍ରହ ଶୁଭ ସ୍ଥିତି ରେ ରହିବା ଆବଶ୍ୟକ ଅଟେ । ରବି ମହାଗ୍ରହ ଆତ୍ମାର ପ୍ରତିନିଧିତ୍ଵ କରିଥାନ୍ତି । ତେବେ ଆଜି ଠାରୁ ପୁରା ୩୦ ଦିନ ପର୍ଯ୍ଯନ୍ତ କିଛି ରାଶି ମାନଙ୍କର ରବି ଗ୍ରହର ସ୍ଥିତି ପରିବର୍ତ୍ତନ ଯୋଗୁ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଭାଗ୍ୟର ପ୍ରବଳତା ହେତୁ ସବୁ କାମ ପୁରା ହେବ । ଧନ ଲାଭ କରିବେ । କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଜୟଯୁକ୍ତ ହେବେ ।

ବୃଷ ରାଶି : ଆପଣ ସମାଜ କଲ୍ୟାଣରେ ଯୋଗ ଦାନ କରିବେ । ବିଦେଶ ଯାତ୍ରା ଫଳରେ ଲାଭବାନ ହେବେ । ନୂତନ ବ୍ୟବସାୟର ଶିଳାନ୍ୟାସ କରିବେ । ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ସଫଳ ହେବେ ।

ମିଥୁନ ରାଶି : ଆପଣଙ୍କର ଆର୍ଥିକ ସମସ୍ଯା ଦୂର ହେବ । ଧନଧାନ୍ୟ, ପରାକର୍ମର ବୃଦ୍ଧି ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ଲାଭ ପାଇବେ । ଅଟକି ରହିଥିବା ଧନ ଫେରି ପାଇବେ ।

କର୍କଟ ରାଶି : ଆପଣ ନୂଆ ନୂଆ ଉପାୟମାନ ଚିନ୍ତା କରିବେ । ଆୟରେ ବୃଦ୍ଧି ହେବ । ଆଧ୍ୟାତ୍ମିକ ଓ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ । ନଷ୍ଟ ହୋଇଥିବା ପ୍ରତିଷ୍ଠା ପୁଣି ଫେରି ପାଇବାର ଯଥେଷ୍ଟ ସମ୍ଭବନା ରହିଛି ।

ସିଂହ ରାଶି : ଆପଣ ଜୀବନରେ ଉନ୍ନତି ପଥରେ ଅଗ୍ରସର ହେବେ । ସନ୍ତାନ ମାନଙ୍କର ଉନ୍ନତି ହେବ । ବେପାର ବାଣିଜ୍ୟରେ ଲାଭବାନ ହେବେ । ଧନ ଆଗମନ ହେବ ।

କନ୍ୟା ରାଶି : ଆପଣଙ୍କର ଅଚାନକ ଧନ ଲାଭ ହେବ । ରାଜନୀତି କ୍ଷେତ୍ରରେ ସଫଳ ହେବେ । ପରିବାର ଲୋକଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ ।

ତୁଳା ରାଶି : ଆପଣଙ୍କର ପରିବାରରେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ ।

ବିଛା ରାଶି : ଆପଣ କୋର୍ଟ କଚେରୀ ମାମଲାରେ ସଫଳ ହେବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଦେଖାଯିବ ।

ଧନୁ ରାଶି : ଆପଣଙ୍କର ପରିବାରରେ ଆର୍ଥିକ ସଙ୍କଟ ଦୂର ହେବ । ରାଜନୀତିରେ ଅନ୍ୟର ଦୁଖ ଦୁର୍ଦଶା ଦୂର କରିବାର ପ୍ରୟାସ କରିବେ ।

ମକର ରାଶି : ଆପଣ ନୂଆ ଗୃହ, ଯାନବାହାନ କ୍ରୟ କରିବେ । ପୈତୃକ ସମ୍ପତିରେ ଲାଭବାନ ହେବେ । ନୂତନ କର୍ମ ନିଯୁକ୍ତ କ୍ଷେତ୍ରରେ ସଫଳ ହେବେ ।

କୁମ୍ଭ ରାଶି : ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ହେବ । ଭାଗ୍ୟର ସଂପୂର୍ଣ୍ଣ ସାଥ ମିଳିବ । ଅଟକି ରହିଥିବା କାମ ପୁରା ହେବ ।

ମୀନ ରାଶି : ଆପଣଙ୍କର ଦାଂପତ୍ଯ ଜୀବନ ସୁଖମୟ ରହିବ । ଅଚାନକ ଧନ ଲାଭ ହେବ । ନୂଆ କାମ ଆରମ୍ଭ କରିବେ । ସାମାଜରେ ମାନ ସମାନ ପ୍ରତିଷ୍ଠା ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *