ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଛନ୍ତି ଆମ ଓଡିଆ କଳାକାର ମାନେ ନିଜର ପର୍ଶନାଲ ଲାଇଫ କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ଏମିତି କିଛି ସେମାନଙ୍କ ଜୀବନରେ ଘଟିଥାଏ ଯାହାକୁ ସେମାନେ ନିଜର ଫ୍ୟାନ୍ସ ମାନଙ୍କ ସହ ସେୟାର କରିବାକୁ ପସନ୍ଦ କରିଥାନ୍ତି ଆଉ ସେୟାର ମଧ୍ୟ କରନ୍ତି । ତେବେ ଏମିତି ଅନେକ ଲୋକପ୍ରିୟ ଆଉ ଦିଗଜ କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ଅଭିନୟ ଦୁନିଆ ବ୍ଯତୀତ ବ୍ୟକ୍ତିଗତ ଜୀବନରେ ବେଶ ସକ୍ରିୟ ରହିଥାନ୍ତି ।
ଆଉ ଆମ ଦର୍ଶକ ମାନେ ମଧ୍ୟ ନିଜର ପ୍ରିୟ କଳାକାର ମାନ ଙ୍କର ପର୍ଶନାଳ ଲାଇଫ ବିଷୟରେ ଜାଣିବାକୁ ବେ ଉଶ୍ଚାହ ପ୍ରକାଶ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ କଳାକାକର ଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ହେଉଛି ଅତୁଟ । ଏହାକୁ ଯିଏ ଯେତେ ଚାହିଁଲେ ବି ଭାଙ୍ଗି ପାରିବ ନାହି ଯଦି ଦୁହିଙ୍କ ମଧ୍ୟରେ ସେତିକି ବିଶ୍ଵାସ ଆଉ ଭଲ ପାଇବା ଥିବ ।
ତେବେ ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ତଥା ସୁପର ଷ୍ଟାର ବାବୁସାନ ମହାନ୍ତି । ଗତ କିଛି ଦିନ ତଳେ ବାବୁସାନ ଓ ପ୍ରକୃତି ମିଶ୍ର ଙ୍କ ପ୍ରେମକୁ ନେଇ ବିବାଦ ଜୋର ଧରିଥିଲା । କିନ୍ତୁ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ସ୍ଵାମୀଙ୍କୁ ଫେରାଇବା ପାଇଁ ପୁଅର ଜୋର ଲଗାଇ ଦେଇଥିଲେ ଆଉ ବାବୁସାନ ମଧ୍ୟ ଘରକୁ ଫେତିହିଲେ ନିଜ ପରିବାର ପାଖକୁ । ତେବେ ତୃପ୍ତିଙ୍କର ସେତିକି ବିଶ୍ଵାସ ରହିଥିଲା ନିଜ ଭଲ ପାଇବା ଉପରେ ଆଉ ସିନ୍ଦୁର ଉପରେ ।
ତେବେ ବର୍ତ୍ତମାନ ବାବୁସାନଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ଯାହାର ଖବର ପାଇବା ପରେ ସ୍ତ୍ରୀ ତୃପ୍ତି ଆସିଥିଲେ ମେଡିକାଲ କୁ ଆଉ ସ୍ବାମୀଙ୍କ ସେବା ମଧ୍ୟ କରିଥିଲେ । ଏମିତିକି ବାବୁସାନ ଙ୍କ ହାତକୁ ଧରି ଅନେକ ଅଭୂଲା ସ୍ମୃତି ମନେ ପକାଇ କାନ୍ଦିଥିଲେ ସ୍ତ୍ରୀ ତୃପ୍ତି । ତେବେ ବର୍ତ୍ତମାନ ବାବୁସାନ ହସ୍ପିଟାଲରୁ ଫେରିଛନ୍ତି ଆଉ ସ୍ତ୍ରୀ ତୃପ୍ତି ଆଉ ଗୁଆନ ମଧ୍ୟ ଘରକୁ ଫେରିଛନ୍ତି । ସେହି ଖୁସିରେ ବାବୁସାନ ନିଜ ସ୍ତ୍ରୀ ତୃପ୍ତି ପାଇଁ ନିଜ ହାତରେ ରୋଷେଇ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଆପଣ ମାନେ ଦେଖି ପାରିବେ ବାବୁସାନ ପୁରା ଜୋର ଲଗାଇ ଦେଇଛି ସ୍ତ୍ରୀ ତୃପ୍ତି ଙ୍କୁ ଖୁସି କରିବା ପାଇଁ ଆଉ ତାଙ୍କ ମନ ପସନ୍ଦର ଖାଇବା ତିଆରି କରିବା ପାଇଁ । ସେ ଚୁଲି ଲଗାଇ ରୋଷେଇ କରୁଛନ୍ତି ତାଙ୍କର କିଛି ସାଥି ମାନଙ୍କ ସହ ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ । ତେବେ ଦୁଇ ଦମ୍ପତି ପୁଣି ଥରେ ଏକାଠି ହେଲେ ଆଉ ଦୁହିଙ୍କର ଭଲ ପାଇବାକୁ ନେଇ ସାରା ଜୀବନ ଚାଲିବେ ବୋଲି କଥା ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ବାବୁସାନଙ୍କର ସ୍ତ୍ରୀ ପ୍ରତି ଭଲ ପାଇବା ରହିଛି ତାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।