କୁହାଯାଏ କି ଅକ୍ଷୟ ତୃତୀୟା ରେ ସୁନା କିଣିବାର ବିଦ୍ଧି ଅଛି । ଏହା ପାଇଁ ସୁନାର ଦୋକାନୀ ମାନେ ମଧ୍ୟ ଏହା ପାଇଁ ବହୁତ ଚେଷ୍ଟା କରିଛନ୍ତି ଏହାର ମାନେ । ତେବେ ଅସଲି ସୁନା ବିଷୟରେ ଜାଣିବା ମଧ୍ୟ ନିହାତି ଦରକାଏ ଏବେ ଗ୍ରାହକ ମାନଙ୍କ ପାଇଁ ଏହାକୁ କୋହଳ କରା ଯାଇଛି କି ସେମାନେ କମ ଦାମରେ ଯେଉଁ ଭଳି ଭାବେ ସୁନା ଜିନିଷ କିଣି ପାରିବେ ।

ତେବେ ଏହାକୁ ନେଇକି ବରହମ ପୁର ଠାରେ କେଉଁ ଭଳି ଭାବେ ସୁନା କିଣା ବିକା ଚାଲିଛି ତାହା ଆମେ ଜଣାଇବା ଆପଣଙ୍କୁ ଆଜି । ଆପଣ ଜାଣି ଥିବେ କି ଏହି ଦିନ ମା ଲକ୍ଷ୍ମୀ ଙ୍କ ଦୟା ଆମ ଉପରେ ଥାଏ ଏହି ଦିନ ଆପଣ କିଛି ଭି ଶୁଭ କାମ କରି ପାରିବେ ଏହି ଦିନ ଆପଣ ଯାହା ଭି ପୂଣ୍ୟ କମ କରିବେ ତାହା ଆପଣଙ୍କ ସହ ସାରା ଜୀବନ ରହିବ ।
ଏହା ପାଇଁ ଏହି ଦିନ ଲୋକମାନେ ଦାନ କରିବା ସହ ସୁନା କିଣିବା ବିଦ୍ଧି ମଧ୍ୟ ରଖିଛନ୍ତି ତାକୁ ମା ଲକ୍ଷ୍ମୀ ଙ୍କ ପାଦ ଥରେ ପଡିବା ମାନେ ସାରା ଜୀବନ ତାଙ୍କ ପାଖରେ ପଇସାର ଭାବ ରହିବନି । କମ୍ପାନୀ ପକ୍ଷରୁ ବହୁତ ପ୍ରକାର ସୁନା ଦେଖା ଯାଉଛି ଆପଣ ଯଦି ସୁନା କିଣୁଛନ୍ତି ।

ତେବେ ଆପଣ ମଧ୍ୟ ନିଜର ଗହଣା ଦୋକା ରେ ଥିବା ହଲ ମାର୍କ ର ଚିହ୍ନ ଦେଖିକି କିଣିବା ଦରକାର । ଏହା ସହ ଆପଣ ନିଜ ପାଇଁ କେତେ କ୍ୟାରେଟ ର ଜିନିଷ କିଣୁ ଛନ୍ତି ତାହା ଧ୍ୟାନ ଦେବେ । କିଛି ଗ୍ରାହକ ମାନେ କିଣୁ ଛନ୍ତି ଓ କହୁଛନ୍ତି କି ଆମେ ଆଜି ଆସିଛୁ ।
କାରଣ ଅକ୍ଷୟ ତୃତୀୟା ଅଟେ ଦିନ ମା ଲକ୍ଷ୍ମୀ ଙ୍କ ଦୟା ପାଇବେ ସେଇ ପାଇଁ ଦାମ ଅଧିକା ଥିଲେ ମଧ୍ୟ ଏହାକୁ କିଣିବା ପାଇଁ ବହୁତ ଲୋକମାନେ ଦୋକାନ ରେ ଯାଇକି ପହଞ୍ଚି ଯାନ୍ତି । ତେବେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ପାଇଁ ।

ଆପଣ ଯେଉଁ ଦୋକାନ ରୁ ଜିନିଷ କିଣୁଛନ୍ତି ବିଏସଆଇ ଚିହ୍ନ ଥିବ ଏହା ତଳେ ଏକ କୋଡ ମଧ୍ୟ ଦିଆ ଯାଇ ଥାଏ ଆପଣ ଏହାକୁ ଆଧାର କରି ଏହାର ପ୍ୟୁରୀଟି ଜାଣି ପାରିବେ ଯାହା ଦ୍ଵାରା ଆପଣଙ୍କ ପାଇଁ ଜିନିଷ ସହଜ ରହିବ ଓ ଆପଣ ଠକାମିର ଶିକାର ହେବେନି ।
ଏହି କୋଡ 6 ଟି ନମ୍ବର ର ଥିବା ଆପଣ ଏହାର ଏକ ଆପ କୁ ଗୁଗୁଲ କୁ ଯାଇକି ଡାଉନଲୋଡ କରି ଏହାକୁ ଆପଣ ଦେଖି ପାରିବେ । ଏହାକୁ ନେଇକି ଏବେ ସବୁ ଲୋକମାନେ ସଚେତନ ରହିବା ଭଲ ଓ ଏହା ପରେ ଆପଣ କିଣୁଥିବା ଜିନଷ ର ତଳେ ଲେଖା ହୋଇ ଥାଏ କି ଏହା ମଧ୍ୟରେ ସୁନା କେତେ ପ୍ରତିଶତ ଅଛି ।
