ନାରୀଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝିପାରିଲେ ନାହିଁ । ଜାଣନ୍ତୁ ସୁନ୍ଦରୀ ନାରୀ ମାନଙ୍କର ଏହି 3 ଟି ଗୁପ୍ତ ରହସ୍ୟ !

ବନ୍ଧୁଗଣ ଏହି ସଂସାରରେ ମହିଳା ମାନଙ୍କୁ ଚିହ୍ନିବା ବହୁତ କଷ୍ଟ ଅଟେ । କାରଣ ତାଙ୍କୁ ସୃଷ୍ଟି କରିଥିବା ସ୍ୱୟଂ ଭଗବାନ ମଧ୍ୟ ସେମାନଙ୍କୁ ଠିକ ଭାବେ ଚିହ୍ନି ପାରି ନଥାନ୍ତି । ତେବେ ସେମାନେ ଏମିତି ଗୋଟିଏ ପଦାର୍ଥରୁ ଗଢା ହୋଇଥାନ୍ତି । ଯେ ସେମାନଙ୍କୁ ଦେଖିବା ମାତ୍ରେ ବ୍ୟକ୍ତିର ଦିମାଗ୍ କାମ କରେ ନାହିଁ । ସେମିତିରେ ଆମେ ଆଜି ଆପଣ ମାନଙ୍କୁ ସେହି ସୁନ୍ଦରୀ ମହିଳା ମାନଙ୍କ ବିଷୟରେ ତୁଳସୀ ଦାସ ଲେଖିଯାଇଥିବା କିଛି ମହତ୍ଵପୂର୍ଣ୍ଣ କଥା ସମ୍ପର୍କରେ କହିବାକୁ ଯାଉଛୁ ।

ସେପରି କହିବାକୁ ଗଲେ ମହିଳା ମାନଙ୍କ ମଧ୍ୟରେ ସବୁବେଳେ ଉତ୍ସାହ ଲାଗି ରହି ଥାଏ । ପ୍ରଥମ କଥାଟି ହେଲା ଭଲ ସମୟରେ ଆପଣ ମାନଙ୍କ ପରୀକ୍ଷା ହୋଇଥାଏ । ହେଲେ ଖରାପ ସମୟରେ ନାରୀ ମାନଙ୍କର ଅସଲ ପରୀକ୍ଷା ହୋଇଥାଏ । ପ୍ରଥମରେ ସେହିପରି ତୁଳସୀ ଦାସ ଏହି କଥା ମଧ୍ୟ ଲେଖିଯାଇଛନ୍ତି ।

ଯେଉଁ ପୁରୁଷ ନିଜ ସ୍ତ୍ରୀ ଛଡା ଅନ୍ୟ କୌଣସି ସୁନ୍ଦରୀ ସ୍ତ୍ରୀ ବା ନାରୀ ଉପରେ ନଜର ପକେଇ ନଥାଏ । ତେବେ ତାହାର ହୃଦୟ ରେ ଭଗବାନ ବାସ କରନ୍ତି । ଦିତୀୟରେ ସେହି ପରି କୈଣସି ପୁରୁଷ ଅନ୍ୟ ସ୍ତ୍ରୀ ସହିତ ସମ୍ବଦ୍ଧ ରଖି ଥାଏ । ତେବେ ସେମାନେ ସ୍ୱର୍ଗୀୟ ଆଶ୍ରୀବାଦରୁ ଦୂରେଇ ରହିଥାନ୍ତି ।

ତୃତୀୟରେ ତୁଳସୀ ଦାସ କହିଛନ୍ତି କି ସୁନ୍ଦରତାକୁ ଦେଖି ଭଲ ଭଲ ଜ୍ଞାନୀ ଏବଂ ବୃଦ୍ଧିଜିବୀ ମାନେ ମୂର୍ଖ ହୋଇ ଜାଇଥାନ୍ତି । କାରଣ ଆପଣ ମାନେ ଉଦାହରଣ ସ୍ୱରୂପ ମୟୁରକୁ ଦେଖନ୍ତୁ । ଏହି ମୟୂର ଅତ୍ୟନ୍ତ ସୁନ୍ଦର ହୋଇଥିଲେ ବି ଏହା ସାପକୁ ମାରି ଖାଇଯାଏ ।

ଅର୍ଥାତ କୌଣସି ମନୁଷ୍ୟକୁ ସୁନ୍ଦରତା ପଛରେ ଦୌଡିବା ଉଚିତ ନୁହେଁ । ସବୁ ସମୟରେ ସେହି ନାରୀର ଭଲ ସ୍ୱଭାବ ବା ଉତ୍ତମ ଚରିତ୍ରକୁ ଦେଖିବା ନିହାତି ଜରୁରୀ ଅଟେ । ସେମାନଙ୍କ ସ୍ୱଭାବ ଭଲ ରହିଥିଲେ ସେହି ମହିଳା ମାନେ ଘରକୁ ସ୍ୱର୍ଗ କରି ଦେଇଥାନ୍ତି । ହେଲେ ସୁନ୍ଦର ସ୍ୱଭାବ ରହି ନଥିଲେ ଘରକୁ ବର୍ବାଦ୍ ମଧ୍ୟ କରି ଦେଇପାରନ୍ତି । ସେଥିପାଇଁ ଆପଣ ମାନଙ୍କୁ ସାବଧାନ ରହିବା ନିହାତି ଜରୁରୀ ଅଟେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ନିହାତି ଭାବେ ପସନ୍ଦ ଆସିଥିବ । ତେବେ ଯଦି ପୋଷ୍ଟଟି ଭଲ ଲାଗିଥାଏ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ନୂଆ ନୂଆ ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *