ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବଲିଉଡ ରେ ଅନେକ ସାରା ହି-ଟ ଫିଲ୍ମ ରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ । ତେବେ ଆପଣ ମାନେ ତାଙ୍କ ମୃ-ତ୍ୟୁ ଖବର ବିଷୟରେ ନିଶ୍ଚୟ ଜାଣିଥିବେ । ଯାହା ୨୦୨୦ ଜୁନ ୧୪ ରେ ହୋଇଥିଲା ।
ତେବେ ସୁଶାନ୍ତ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯାହାକୁ ନେଇ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଥିଲା ବର୍ତ୍ତମାନ କିଛି ସମୟ ହେବ ପୁଣି ଠାରେ ତାଙ୍କ ମୃ-ତ୍ୟୁ ଖବର କୁ ନେଇ ଆଉ ଏକ ଚକିତ କରିଲା ଭଳି ଖବର ସାମ୍ନା କୁ ଆସିଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଙ୍କ କେସ ରେ ଆସିଲା ନୂଆ ବଡ ଖବର ।
ଜୁନ ୧୪ ୨୦୨୦ ରେ ସୁଶାନ୍ତ ଙ୍କ ମୃ-ତ୍ୟୁ ଖବରକୁ ନେଇ ବଡ ଖବର ଆସିଥିଲା କି ସୁଶାନ୍ତ ସିଂ ରାଜପୁତ ଆ-ତ୍ମ-ହ-ତ୍ୟା କରି ଦେଇଛନ୍ତି ଆପଣ ମାନେ ନିଶ୍ଚୟ ମନେ ରଖିଥିବେ । ମୁମ୍ବାଇ ବାନ୍ଧ୍ରା ବାସ ଭବନରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃ-ତ ଦେହ ଉଧାର ହୋଇଥିଲା । ଆରମ୍ଭରୁ କାହାକୁ ବିଶ୍ଵାସ ହେଲା ନାହି ହେଲେ ଘଟଣା ର କିଛି ଘଣ୍ଟା ପରେ ଖବର ଟି ବିଜୁଳି ବେଗରେ ସାରା ଦେଶରେ ବ୍ଯାପିଗଲା ଆଉ ଏହି ଖବର ଟି ସତ ବୋଲି ଜଣାପଡିଲା ।
ଘଟଣାଟି ପ୍ରଥମେ ମୁମ୍ବାଇ ପୋଲିସ ଓ ପରେ ସିବିଆଇ ତଦନ୍ତ କରିଲେ ହେଲେ ସୁଶାନ୍ତ କାହିଁକି ଆ-ତ୍ମ-ହ-ତ୍ୟା କରିଲେ ତାହା ସବୁ ଦିନ ପାଇଁ ସସପେନ୍ସ ଭିତରକୁ ଚାଲିଗଲା । ଏବେ ଗତ ଦୁଇ ବର୍ଷ ପରେ ତାଙ୍କ ମୃ-ତ୍ୟୁ ମାମଲା ରେ ନୂଆ ମୋଡ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମୃ-ତ୍ୟୁକୁ ନେଇ ଜଣେ କର୍ମଚାରୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।
ଆ-ତ୍ମ-ହ-ତ୍ୟା କରିନ ଥିଲେ ସୁଶାନ୍ତ ରାଜପୁତ ବରଂ ହ-ତ୍ୟା ବୋଲି ଦାବି କରିଛନ୍ତି କୁପର ହସ୍ପିଟାଲର କର୍ମଚାରୀ ରୂପ କୁମାର ସାହା । ରୂପ କୁମାର ସୁଶାନ୍ତଙ୍କ ପୋଷ୍ଟ ମର୍ଟମ କରିଥିଲେ ଆଉ ବେକାର ଥିବା ଦାଗ ଆ-ତ୍ମ-ହ-ତ୍ୟା ଜନିତ ନୁହେଁ ବୋଲି ରୂପ କୁମାର କହିଛନ୍ତି । ଶରୀରର ବିଭିନ୍ନ ସ୍ଥାନରେ ମାଡ ମାରିବାର ଚିହ୍ନ ଥିବା ଡାକ୍ତରଙ୍କୁ ସେ ଜଣାଇଥିଲେ ଆଉ ଏକା କେବେ ବି ଆ-ତ୍ମ-ହ-ତ୍ୟା ହୋଇପାରେ ନାହି ।
ଯାହାକୁ ନେଇ ଏବେ ପୁଣି ଥରେ ପ୍ରଶ୍ନ ଉଠୁଛି ସୁଶାନ୍ତଙ୍କ ମୃ-ତ୍ୟୁକୁ ନେଇ କି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି ନା ତାଙ୍କର ହ-ତ୍ୟା କରାଯାଇଛି । ଅଟୋପସୀ କରିଥିବା କର୍ମଚାରୀ ଙ୍କ ଏଭଳି ବଡ ବୟାନ ପରେ ପୁଣି ଥରେ ସୁଶାନ୍ତ ଙ୍କ ମୃ-ତ୍ୟୁ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତା ହେଲା ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ସୁଶାନ୍ତ ସିଂ ଙ୍କ ମୃ-ତ୍ୟୁ କୁ ନେଇ ଆସିଥିବା ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।