ନମସ୍କାର ବନ୍ଧୁଗଣ ଅଭିଯୋଗ ଆସିଛି ସାଂଘାତିକ । କୁଆଡେ ବେକରେ ପନିକି ଲଗାଇ ବୋହୁକୁ ଦୀର୍ଘ ୧୫ ଦିନ ଧରି ଦୁଷ୍କର୍ମ କରି ଚାଲିଥିଲା ଶ୍ଵଶୁର । ବୋହୁ କୋହଭରା କଣ୍ଠ ରେ କାନ୍ଦି କାନ୍ଦି କହୁଛି ଶ୍ଵଶୁର କିଭଳି ବେକରେ ପନିକି ଲଗାଇ ୧୫ ଦିନ ଧରି ଦୁଷ୍କର୍ମ କରିଥିଲା । ନା ବୋହୁ କୁ ଝିଅ ପରି ଦେଖିଥିଲା ନା ତାର ଲୁହକୁ ଦେଖିଥିଲା ଶ୍ଵଶୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳ ରେ ଭଦ୍ରକ ଜିଲା ଆନନ୍ଦପୁର ପଞ୍ଚାୟତ ପାହାଡପୂର ଗାଁ ର ମହିଳା ଙ୍କୁ ତାଙ୍କୁ ଶ୍ଵଶୁର ଜୋର ଜବରଦସ୍ତି ଦୁଷ୍କର୍ମ କରିଲେ ।
ବେକରେ ପନିକି ଲଗାଇ ଲଗାତାର ୧୫ ଦିନ ଧରି ବୋହୁ କୁ ଦୁଷ୍କର୍ମ କରି ଚାଲିଥିଲା ଶ୍ଵଶୁର । ମଙ୍ଗଳପୁର ଥାନା ଅଧିନସ୍ଥ ଚଉଦିଆ ଗାଁ ରେ ଏହି ଘଟଣାକୁ ଏନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି । କିଭଳି ଭାବେ ବୋହୁ କୁ ଲଗାତାର ଭାବେ ୧୫ ଦିନ ଧରି ଶ୍ଵଶୁର ଘରେ ପୁରାଇ ବନ୍ଦ କୋଠରି ରେ ରଖିବା ସହ ବେକରେ ଛୁରା ପନିକି ଲଗାଇ ଦୁଷ୍କର୍ମ କରି ଚାଲିଥିଲା । ଅମଣିଷ ପାଲଟି ଯାଇଥିଲା ଶ୍ଵଶୁର ।
ଯେମିତି ନିଜର ବିବେକ ଆଉ ମାନବିକତା ଭୁଲି ଯାଇଥିଲା ଶ୍ଵଶୁର । ନିଜ ଝିଅ ପରି ଏ ନୂଆ ବୋହୁ କୁ ଦୁଷ୍କର୍ମ କରି ଚାଲି ଥିଲା ଲଗାତାର ୧୫ ଦିନ । ଏମିତି କି ବୋହୁ ଠାରୁ ମୋବାଇଲ ମଧ୍ୟ ଛଡାଇ ରଖିଥିଲା ଶ୍ଵଶୁର । ତେବେ ବିଶ୍ଵକର୍ମା ପୂଜା ଆଗ ଦିନ ଶ୍ଵଶୁର ଜଣକ ବୋହୁ ରୁମ ରେ ମୋବାଇଲ ଛାଡି ଚାଲି ଯାଇଥିଲେ ।
ସୁଯୋଗ ପାଇ ବୋହୁ ନିଜର ଆଡ ଭଉଣୀ କୁ ଜଣାଇବାରୁ ଘଟଣା ସାମନାକୁ ଆସିଥିଲା । ଆଉ ଏହା ପରେ ଧାମନଗର ଥାନା ଅଞ୍ଚଳର ପାହାଡପୁର ରୁ ପୀଡ଼ିତା ଙ୍କ ବାପା ଓ ସମ୍ପର୍କୀୟ ପହଞ୍ଚିୟ ମଙ୍ଗଳପୁର ଥାନା ରେ ଏତାଲା ଦେଇଛନ୍ତି । ବର୍ତ୍ତମାନ ସମୟରେ ପୋଲିସ ଏହି ଘଟଣା ର ତଦନ୍ତ ଆରମ୍ଭ କରି ବୋଲି ଜଣା ପଡିଛି ।
ତେବେ ଏ ନେଇ ବୋହୁ କହିଛନ୍ତି ଶ୍ଵଶୁର ରାତି ୩ତା ରେ ତାଙ୍କ ରୁମ କୁ ଆସୁଥିଲେ ଆଉ ତାଙ୍କ ସହ ଏଭଳି ଦୁଷ୍କର୍ମ କରି ଚାଲୁଥିଲେ । ବୋହୁ ଜଣକ ନିଜକୁ ରକ୍ଷା କରିବାକୁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ଆଉ ଯାହାର ଫାଇଦା ଉଠାଇ ଥିଲା ଶ୍ଵଶୁର । ସତରେ ଶ୍ଵଶୁର ଏତେ ଅମଣିଷ ଯେ ନିଜ ବୋହୁ ସହ ଏପରି ଖରାପ କାମ କରିଲା ।
ଏ ନେଇ ବୋହୁ ଜଣକ ନିଜ ସ୍ଵାମୀ ଙ୍କୁ କହିଥିଲେ ଆଉ ବାପା ପୁଅ ମଧ୍ୟ ଝଗଡା ମଧ୍ୟ ହୋଇଥିଲା ବୋଲି ପୀଡ଼ିତା କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।