ସ୍ଵାମୀ Babushanଙ୍କ ଉପରେ ଏବେ ବି ଋଷିଛନ୍ତି ସ୍ତ୍ରୀ Trupti, ହାତ ଧରି ଏମିତି…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ରେ ରାଜ କରି ପାରିଛନ୍ତି । ତାଙ୍କର ଅଭିନୟ ଛଡା ବ୍ୟକ୍ତିଗତ ଜୀବନୀ ପାଇଁ ମଧ୍ୟ ସେମାନେ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଦର୍ଶକ ମାନେ ନିଜର ପସନ୍ଦର କଳାକାର ମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ କଳାକାର ଙ୍କ ବ୍ୟକ୍ତିଗ ଜୀବନୀ ବିଷୟରେ କହିବାକୁ ଯାଉଛୁ ।

ତେବେ ସେହି ଅହିନେତା ଜଣକ ଆଉ କେହି ନୁହନ୍ତି ବରଂ ସେ ଆପଣ ମାନଙ୍କର ପ୍ରିୟ ଅଭିନେତା ବାବୁସାନ ମହାନ୍ତି ଯିଏ ଓଲିଉଡ ଜଗତକୁ ଅନେକ ସାରା ହିଟ ଫିଲ୍ମ ଭେଟି ଦେଇଛନ୍ତି । ତାଙ୍କର ଅଭିନୟ ଆଉ ଆକ୍ସନ ଦର୍ଶକ ମାନଙ୍କ ମନ ମୋହୀ ନେଇଥାଏ । ତେବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି- ତୃପ୍ତି ବିବାଦ କୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଥିଲା । ଯାହା ପାଇଁ ତୃପ୍ତି ବାବୁସାନ ଙ୍କ ଘର ଛାଡି ନିଜ ବାପ ଘରେ ଆଉ ଗୁଆନ ସହ ରହୁଛନ୍ତି ।

କିନ୍ତୁ ଗତ ୫୬ ଦିନ ହେବ ବାବୁସାନ ନିଜର ଫିଲ୍ମ ପ୍ରମୋଶନ ପାଇଁ ଲଦାଖ ଯାଇଥିଲେ ଆଉ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବ ପରେ ଭୁବନେଶ୍ଵର ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏହି ଖବର ଶୁଣିବା ପରେ ସ୍ତ୍ରୀ ତୃପ୍ତି ଧାଇଁ ଆସିଲେ ବାବୁଙ୍କ ପାଖକୁ ଆଉ ହସ୍ପିଟାଲ ରେ ତାଙ୍କ ପାଖରେ ରହିଥିଲେ ଆଉ ହାତ ଧରି କାନ୍ଦି ଥିଲେ ମଧ୍ୟ ତୃପ୍ତି । ତେବେ ବାବୁସାନ ଙ୍କ ଉପରେ ସତରେ କଣ ଏବେ ବି ରାଘିଛନ୍ତି ସ୍ତ୍ରୀ ତୃପ୍ତି ଶତପଥି ।

ତେବେ ତୃପ୍ତି ବାବୁସାନ ଙ୍କ ସେବା କରିଛନ୍ତି ଆଉ ତାନ ପାଖରେ ହସ୍ପିଟାଲ ରେ ରହିଛନ୍ତି । ତୃପ୍ତି ଏବେ କେଉଁଠି ନା କେଉଁଠି ବାବୁସାନ ଙ୍କ ଉପରେ ଋଷିଛନ୍ତି । କାରଣ ଯେତେବେଳେ ବାବୁସାନ ହସ୍ପିଟାଲ ରୁ ଡ଼ିଶ୍ଚାର୍ଜ ହେଉଥିଲେ ସେ ୱ୍ହିଲ ଚେୟାର ରେ ବସିଥିଲେ । ଆଉ ସେହି ସମୟରେ ତୃପ୍ତି ତାଙ୍କ ପାଖରେ ଯାଉଥିଲେ ଓ ବାବୁସାନ ତୃପ୍ତି ଙ୍କ ହାତ ଧରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତୃପ୍ତି ତାଙ୍କ ହାତ ଏଡାଇ ଦେଇଥିଲେ ।

ତେବେ ଏହି କଥା ରୁ ଜଣା ପଡୁଛି ଯେ ତୃପ୍ତି ଏବେ ବି ବାବୁସାନ ଙ୍କ ଉପରେ ରାଗିଛନ୍ତି ଆଉ ରାଗିବା ସ୍ଵାଭାବିକ ଅଟେ । କାରଣ ସେ ବାବୁସାନ ଙ୍କୁ ବହୁତ ଭଲ ପାଆନ୍ତି । ଆଉ ସ୍ଵାମୀ ସ୍ତ୍ରୀ ଙ୍କ ଏମିତି ରାଗ ରୁଷା ସଂପୂର୍ଣ୍ଣ ଭାବେ ସ୍ଵାଭାବିକ କଥା । ବାବୁସାନ ଓ ତୃପ୍ତି ଏକାଠି ହୋଇ ଯାଆନ୍ତୁ ଆଉ ପୁଣି ଥରେ ହସ ଖୁସି ସଂସାର ଗଢନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଓ ତୃପ୍ତି ଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *