ନମସ୍କାର ବନ୍ଧୁଗଣ, ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଘଟଣା ସମାନ କୁ ଆସିଛି ଯାହାକି ଜାଣିବା ପରେ ଆପଣଙ୍କର ବି ହୋସ ଉଡିଯିବ । ସୂଚନା ଅନୁଯାୟୀ ସେ ବାହାଘର ମିଛ ସେ ସାତ କଳସ ଆଠ ଦୀପ ସବୁ ମିଛ । ଆଉ ସେ ଅଗ୍ନି ଚାରିପଟେ ଘୁରିବା ବି ମିଛ ଥିଲା । ସବୁ ଥିଲା ମିଛ କାରଣ ମୋ ସ୍ଵାମୀ ହେଉଛି ଝିଅ । ମୋ ସ୍ଵାମୀ ଦିନରେ ପୁଅ ଆଉ ରାତିରେ ଝିଅ । ବହୁତ ଚେଷ୍ଟା କରିଲି ମୋ ସ୍ଵାମୀ କୁ ପରିବର୍ତ୍ତନ କରିବା ପାଇଁ କିନ୍ତୁ ପାରିଲି ନାହି କାରଣ ମୋ ସ୍ଵାମୀ ଦେହ ବେପାର କରୁଛି ।
ମିଛ ଇଞ୍ଜିନିୟର ର ପରିଚୟ ଦେଇ ଠକି ଦେଇକି ସ୍ଵାମୀ । ଆଉ ସ୍ଵାମୀ ଜଣେ ସମଲିଙ୍ଗି ଓ ଦେହଜୀବୀ ଜାଣିବା ପରେ ଏବେ ସ୍ଵର ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ । ଅନେକ ସୁନେଲି ସ୍ଵପ୍ନ ର ଆଶା ନେଇ ସ୍ତ୍ରୀ ସ୍ଵାମୀର ହାତ ଧରିଥିଲା । ଘର ସଂସାର କରି ଶେଷ ଜୀବନ ସ୍ଵାମୀ ସହ ବିତାଇବ ବୋଲି ସ୍ଵପ୍ନ ଦେଖିଥିଲା । ହେଲେ ସ୍ଵପ୍ନ ଅଧାରୁ ଭାଙ୍ଗି ଚୁରମାର ହୋଇଗଲା । ଯେବେ ଜାଣିବାକୁ ପାଇଲା ସ୍ଵାମୀ ର ଅସଲ ପରିଚୟ । ବିବାହ ସମୟରେ ପ୍ରସ୍ତାବ ରେ କୁହାଗଲା କି ପୁଅ ସୁରାଟ ରେ ଏକ ଉଚ୍ଚ ବେତନ ପାଉଥିବା ଇଞ୍ଜିନିୟର ।
କିନ୍ତୁ ବାହାଘର କିଛି ମାସ ପରେ ସ୍ତ୍ରୀ ଜାଣିଲା ତା ସ୍ଵାମୀ ଗୋଟେ ସମଲିଙ୍ଗି । ସେ ସେକ୍ସ ରିୟାକେଟ ସହ ସମ୍ପୃକ୍ତ । ଦିନରେ ପୁରୁଷ ରାତିରେ ଯୁବତୀ ହେଉଥିଲା ସ୍ଵାମୀ । ଆଉ ଏସବୁ ଜାଣିବା ପରେ ସ୍ତ୍ରୀ ର ହୋସ ଉଡିଗଲା । ଆଉ ନିଜ ସ୍ଵାମୀକୁ ପରିବର୍ତ୍ତନ କରିବା ପାଇଁ ବହୁତ ଚେଷ୍ଟା କରିଲା । ସ୍ଵାମୀ ସହ ସୁରଟ ରେ ଯାଇ ରହିଲା । କିନ୍ତୁ କିଛି ବି ଫରକ ପଡିଲା ନାହି ସ୍ଵାମୀ ଉପରେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁର ଅଞ୍ଚଳ ରେ ।
ବାଲେଶ୍ଵର ଜିଲ୍ଲା ଖଇରଥାନା ଅଞ୍ଚଳ ରୁ ଜଣେ ଯୁବତୀ ଏଭଳି କିଛି ଅଭିଯୋଗ ଆଣିଛନ୍ତି । ଆଉ ଯେବେ ପରିବାର ରେ ଅଭାବ ପଡିଲା ସ୍ତ୍ରୀ ସେତେବେଳେ ଏକ ପ୍ରାଇଭେଟ ଚାକିରି କରିଲା । ଆଉ ବେସରକାରି ଚାକିରି ରେ କେତେ ବା ପଇସା ପାଉଛୁ ମୋ ଭଳି ଦେହ ବେପାର କର ଅନେକ ଟଙ୍କା ରୋଜଗାର କରିବା ଖୁସି ରେ ରହିବା ଏଭଳି କିଛି କହିଥିଲା ସ୍ଵାମୀ ।
ଯେଉଁଥିରେ ରାଜି ହେଲା ନାହି ସ୍ତ୍ରୀ । କୌଶଳ କ୍ରମେ ସୁରଟ ରୁ ଆସି ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳା ଜଣକ । ତେବେ ପୋଲିସ ଉକ୍ତ ଯୁବକ ଙ୍କୁ ଥାନାକୁ ଆଣି ଅଟକ ରଖିଛି । ତେବେ ପୋଲିସ ର ତଦନ୍ତ ପରେ ପୁରା ସତ୍ୟ ସାମନା କୁ ଆସିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।