Interesting Gk Questions – ସ୍ଵାମୀ ପ୍ରତି ଦିନ ଓ ସ୍ତ୍ରୀ ବର୍ଷ କୁ ଥରେ ପିନ୍ଧିଥାଏ କୁହ ତାହା କଣ ?

ଆଜି ଆମେ ଆପଣଙ୍କ ପାଇଁ ପୁଣି ଥରେ କିଛି ଜିକେ ପ୍ରଶ୍ନ ନେଇ ଆସିଛୁ । ଯାହା ବିଷୟରେ ଆପଣ ନିଜର ବହିରେ ପଢିଥିବେ, କିନ୍ତୁ ଯେତେବେଳେ ଏହି ସବୁ ପ୍ରଶ୍ନ ସାମ୍ନାକୁ ଆସେ ସେତେବେଳେ ଆପଣ ଏହି ସବୁ ପ୍ରଶ୍ନର ଉତ୍ତର ଜାଣି ନ ଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏହି ସବୁ ପ୍ରଶ୍ନର ଉତ୍ତର ନେଇ ଆସିଛୁ । ଯାହାକି କୌଣସି ନା କୌଣସି ପରୀକ୍ଷାରେ ପଡିପାରେ । ତେବେ ଆପଣ ସେହି ସମୟରେ ଏହାର ଉତ୍ତର ଦେଇ ପାରିବେ ।

୧- କେଉଁ ଦେଶରେ ଦୁଇଟି ପିଲା ଜନ୍ମ ଜନ୍ମ କରିବା ପରେ ଆଉ ପିଲା କରିଲେ ଦଣ୍ଡ ମିଳିଥାଏ ?

ଉତ୍ତର- ଉତ୍ତର କୋରିୟା

୨- ଏମିତି କେଉଁ କମ୍ପାନୀ ଅଛି ଯିଏ କର୍ମଚାରୀଙ୍କର ମୃ-ତ୍ୟୁ ପରେ ଦରମା ଦେଇଥାଏ ?

ଉତ୍ତର- ଗୁଗୁଲ

୩- କେଉଁ ପଶୁର କ୍ଷୀର ପିଇଲେ ମସ୍ତିସ୍କ ତେଜ ହୋଇଥାଏ ?

ଉତ୍ତର- ଗାଈ କ୍ଷୀର

୪- ଦୁନିଆର ସବୁଠାରୁ ବଡ ଫ୍ଲାର ନାଁ କଣ ?

ଉତ୍ତର- କଟହଲ

୫- ରୋଟି ତିଆରି କରିବାର ମେସିନ କେବେ ଆସିଥିଲା ?

ଉତ୍ତର- ୨୦୦୮ରେ

୬- ଗରିବଙ୍କ ଗାଈ କାହାକୁ କୁହାଯାଏ ?

ଉତ୍ତର- ଛେଳି

୭- ଭାରତରେ କେଉଁ ରାଜ୍ୟରେ ପକ୍କା ସଡକ ଅଧିକ ରହିଛି ?

ଉତ୍ତର- ମହାରାଷ୍ଟ୍ର

୮- ବିଶ୍ଵର ସବୁଠାରୁ ବଡ ପକ୍ଷୀର ନାଁ କଣ ?

ଉତ୍ତର- ସୁତୁରମୁରଗ

୯- ବିଶ୍ଵର ସବୁଠାରୁ ବଡ ହବାଇ ଜାଗା କେଉଁଠି ଅଛି ?

ଉତ୍ତର- ସାଉଦି ଆରବ

୧୦- ଦୁନିଆରେ କେଉଁ ଦେଶରେ ସବୁଠାରୁ ଅଧିକ ଶୁଦ୍ଧ ପାଣି ମିଳିଥାଏ ?

ଉତ୍ତର- ଡେନମାର୍କ

୧୧- ଦୁନିଆର ସବୁଠାରୁ ଉଚ୍ଚ ଇମାରତ କଣ ଅଟେ ?

ଉତ୍ତର- ବୁର୍ଜ ଖଲିଫା

୧୨- ଭାରତରେ କେଉଁ ଦେଶରେ ସବୁଠାରୁ ଅଧିକ ଅସ୍ତ୍ର କିଣାଯାଏ ?

ଉତ୍ତର- ରୁଷ

୧୩- ଦୁନିଆରେ ପ୍ରସିଦ୍ଧକାର କମ୍ପାନୀ BMW କେଉଁ ଦେଶରେ ଅଟେ ?

ଉତ୍ତର- ଜର୍ମାନ

୧୪- ଭାରତର ରାଷ୍ଟ୍ରୀୟ ବିରାଟ ପଶୁ କିଏ ?

ଉତ୍ତର- ହାତୀ

୧୫- ଫିଲ୍ମ ଅଭିନେତା ଅମିତାଭ ବଚନଙ୍କ ଶାଶୁ ଘର କେଉଁ ଦେଶରେ ରହିଛି ?

ଉତ୍ତର- ପଶ୍ଚିମ ବାଙ୍ଗାଲ

୧୬- ଭାରତରେ କେଉଁ ରାଜ୍ୟରେ ଅଧିକ ବର୍ଷା ହୋଇଥାଏ ?

ଉତ୍ତର- ମେଘାଳୟ

୧୭- ଗାଈର ସବୁଠାରୁ ପ୍ରିୟ ରଙ୍ଗ କଣ ?

ଉତ୍ତର- ନୀଳ ରଙ୍ଗ

୧୮- କେଉଁ ଦେଶରେ ଆଜି ଯାଏଁ ଭୂମିକମ୍ପ ଆସି ନାହି ?

ଉତ୍ତର- ନାର୍ବେ

୧୯- କେଉଁ ଜୀବ ନିଜର ସ୍ଵାଦ ଗୋଡରେ ନେଇଥାଏ ?

ଉତ୍ତର- ପ୍ରଜାପତି

୨୦- ମହାତ୍ମା ଗାନ୍ଧୀଙ୍କ ସ୍ତ୍ରୀଙ୍କ ନାଁ କଣ ?

ଉତ୍ତର- କସ୍ତୁରା ଗାନ୍ଧୀ

୨୧- କେଉଁ ଜୀବ ଭୋକ ଲାଗିଲେ ନିଜର ଶରୀର କାହାଇଥାଏ ?

ଉତ୍ତର- ଅକ୍ଟୋପସ

୨୨- ଚେତକ ଘୋଡା କାହାର ଥିଲା ?

ଉତ୍ତର- ମହାରଣା ପ୍ରତାପଙ୍କର

୨୩- ସବୁଠାରୁ ଅଧିକ ଗୁଜୁରାତି ଦାନା ହୋଇଥାଏ ?

ଉତ୍ତର- ଗ୍ଵାଟେମାଲା

୨୪- ସ୍ଵାମୀ ପ୍ରତି ଦିନ ଓ ସ୍ତ୍ରୀ ବର୍ଷକୁ ଥରେ ପିନ୍ଧିଥାଏ କୁହ ତାହା କଣ ?

ଉତ୍ତର- ପଇତା

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *