ସ୍ଵାମୀ ସ୍ତ୍ରୀ ଶୋଇବା ପୂର୍ବରୁ କରନ୍ତୁ ଏହି ଗୋଟିଏ କାମ, ପ୍ରେମରେ ଆସିବ ମଧୁରତା… ଆଜି ହିଁ କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀ ସମ୍ପର୍କ ଦୁନିଆର ସବୁଠାରୁ ମଧୁର ଏବଂ ପବିତ୍ର ସମ୍ପର୍କ ହୋଇଥାଏ । ବିବାହ ବନ୍ଧନରେ ଦୁଇ ଅଜଣା ପୁଅ ଝିଅ ବାନ୍ଧି ହେବା ପରେ ସେମାନେ ସାତ ଜନ୍ମର ସାଥି ହୋଇଯାଇଥାନ୍ତି । ଉଭୟଙ୍କ ମଧ୍ୟରେ ଧୀରେ ଧୀରେ ଭଲ ପାଇବା ବଢିବାକୁ ଲାଗିଥାଏ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବାର ଏକ ମଧୁର ସମ୍ପର୍କ ଗଢିଉଠିଥାଏ । କିନ୍ତୁ ବେଳେ ବେଳେ ଏହି ସମ୍ପର୍କରେ ତିକ୍ତତା ଦେଖା ଦେଇଥାଏ ।

ଯଦି ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି ତେବେ ଆପଣ ଶୋଇବା ପୂର୍ବରୁ ଏହି କାମ ନିହାତି କରିବା ଦରକାର । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ । ସ୍ଵାମୀ ସ୍ତ୍ରୀ ଶୋଇବା ପୂର୍ବରୁ ସ୍ଵାମୀ ସ୍ତ୍ରୀର ଏବଂ ସ୍ତ୍ରୀ ସ୍ଵାମୀର ନିଜ ବୁଢା ଆଙ୍ଗୁଠି ସାହାର୍ଯ୍ୟରେ ପାଦ ତଳର ମସାଜ କରିବା ଦରକାର ।

ପାଦ ତଳେ ଏମିତି କିଛି ଶିର ଥାଏ ଯାହା ଆମ ମସ୍ତିସ୍କ ସହ ଯୋଡି ହୋଇଥାଏ । ଯଦି ଆପଣ ପାଦର ଏହିଭଳି ଭାବରେ ମସାଜ କରନ୍ତି ତେବେ ତାହା ମସ୍ତିକ ଉପରେ ଏକ ଭଲ ପ୍ରଭାବ ପକାଇଥାଏ । ଏହାକରିବା ଫଳରେ ମସ୍ତିସ୍କ ସକ୍ରିୟ ହେବାକୁ ଲାଗିଥାଏ । ତାଜା ଅନୁଭବ ମଧ୍ୟ ହୋଇଥାଏ । ଯାହାଫଳରେ ମୁଡ ଭଲ ରହିଥାଏ । ସମସ୍ତ କଥାକୁ ଭଲ ମନରେ ବୁଝିବା ପାଇଁ ଧର୍ଯ୍ୟ ଶକ୍ତି ଆସିଥାଏ ।

ଉଭୟଙ୍କ ସ୍ବାଭାବରେ ପରିବର୍ତ୍ତନ ଆସିଥାଏ । ସ୍ଵଭାବ ଶାନ୍ତ ରହିଥାଏ ଯାହାଫଳରେ ଅଯଥା କଥାରେ ଝଗଡା ହୁଏ ନାହିଁ । ତେଣୁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ ମିଠା ଭରିଯାଏ । ସୁଖରେ ଜୀବନ ମଧ୍ୟ କଟିଥାଏ । ଯଦି ଆପଣ ନିଜ ବୁଢା ଆଙ୍ଗୁଠି ସାହାର୍ଯ୍ୟରେ ପାଦର ପଏଣ୍ଟ ଗୁଡିକୁ ଦବାଇଥାନ୍ତି ତେବେ ଏହି ସମସ୍ତ ଫାଇଦା ହେବା ସହ ଆପଣଙ୍କର ଆଉ ଏକ ଫାଇଦା ମଧ୍ୟ ହୋଇଥାଏ ।

ତାହା ହେଉଛି ଆପଣଙ୍କ ଶରୀର ସୁସ୍ଥ ରହିଥାଏ । ଏହି ମସାଜ ହୃଦୟ ଏବଂ ଫୁସଫୁସ ଜନିତ ରୋଗରୁ ମୁକ୍ତି ଦେଇଥାଏ । ଏବଂ ଭବିଷ୍ୟତରେ ହେବାର ସମ୍ଭାବନାକୁ ମଧ୍ୟ କମ କରିଥାଏ । ଏହି ଉପାୟକୁ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ପରସ୍ପରଙ୍କର କରିବାକୁ ପଡିବ । ଏହାକୁ ଆପଣ ୫ ମିନିଟ ପର୍ଯ୍ୟନ୍ତ ହିଁ କରିବା ଆବଶ୍ୟକ । ଆପଣ ନିଜର ବୁଢା ଆଙ୍ଗୁଠିରେ ପାଦର ପ୍ରତ୍ୟକ ଆଙ୍ଗୁଠିକୁ ପ୍ରଥମେ ଦାବିବେ ।

ଏହାପରେ ପାଦର ପ୍ରତ୍ୟକ ଜାଗାକୁ ଭଲ ଭାବରେ ଦବାନ୍ତୁ । ଏହାକୁ ଦୁଇ ପାଦ ଉପରେ କରିବା ଆବଶ୍ୟକ । ଏହି କାମକୁ କରିବାର ୫୦ ଦିନ ଭିତରେ ଆପଣ ନିଜ ସମ୍ପର୍କରେ ପରିବର୍ତ୍ତନ ଦେଖିବା ପାଇଁ ନିହାତି ଭାବରେ ପାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *