ଶ୍ରୀକ୍ଷେତ୍ର ଶ୍ମଶାନକୁ ସ୍ଵର୍ଗଦ୍ଵାର କାହିଁକି କୁହାଯାଏ ?

ଭାରତ ସଂସ୍କୃତି ତ ମହାନ ଏହା ଆମେ ବଖାଣି ପାରିବାନୀ । କିନ୍ତୁ ଆମ ଓଡିଶାର ସଂସ୍କୃତି ମଧ୍ୟ ଖୁବ ମହାନ ଅଟେ । ଭାରତର ସଂସ୍କୃତି ର ସବୁ ଠାରୁ ଅଲଗା ଓ ନିଆରା ଅଟେ । ଆଜି ଆମେ କହିବା କି ପୁରୀର ଜଗନ୍ନାଥ ମନ୍ଦିର ଯାହା ଆମକୁ ଉଚ୍ଚ କୋଠିର କାରୁ କାର୍ଯ୍ୟ ପାଇଁ ଜଣା ଯାଏ । କୁହାଯାଏ କି ଯେଉଁ ଭଳି ଭାବେ ଯୁଗ ବଦଳିବାରେ ଲାଗିଛି ସେହି ଭଳି ଭାବେ ଭଗବାନ ମଧ୍ୟ ନିଜ ଅବତାର ବଦଳାଇ ଭକ୍ତ ଙ୍କୁ ବଞ୍ଚାଇବା ପାଇଁ ଏହି ଧାରାକୁ ଅବତରଣ କରିଛନ୍ତି ।

କିନ୍ତୁ ସେତେବେଳେ ସେ ନିଜର ଏକ ଅଲଗା ରୂପ ଧାରଣ କରିଥିଲେ । ଏବେ ସେ ହେଉଛନ୍ତି ଜଗନ୍ନାଥ । ଯିଏ କି ସାରା ଦୁନିଆରା ପାଳନ କର୍ତ୍ତା । ଭଗବାନ ସତ୍ୟ ଯୁଗରେ ଅନେକ ପ୍ରକାର ଲୀଳା ଖେଳା ଦେଖାଇ ଛନ୍ତି । ଆମେ ଜାଣିଛେ କି ସେ କେତେବେଳେ ନରସିଂହ ରୂପରେ ହେଉ କିମ୍ବା ଭିକ୍ଷୁକ ବ୍ରାହ୍ମଣ ମଧ୍ୟ ଥିଲେ । ଦ୍ଵାପର ଯୁଗରେ ମଧ୍ୟ ସେ ଭଗବାନ କୃଷ୍ଣ ହୋଇକି ଜନ୍ମ ହୋଇଥିଲେ ଓ କାଂଶ ଭଳି କୃର ରାକ୍ଷସ ଠାରୁ ଧାରାକୁ ରକ୍ଷା କରିଥିଲେ ।

ଏହା ସହ ତ୍ରେତେୟା ଯୁଗରେ ମଧ୍ୟ ସେ ରାମ ଭଗବାନ ହୋଇକି ଜନ୍ମ ହୋଇଥିଲେ । ସେ ପୃଥିବୀ କୁ ରାବଣ ଠାରୁ ବଞ୍ଚାଇ ଥିଲେ । ଅନେକ ଥର ଏହି ଭଳି ଭଗବାନ ଧାରାକୁ ଆସିଛନ୍ତି । କିନ୍ତୁ ଆପଣ କଣ ଜାଣି ଛନ୍ତି କି ଭଗବାନ କୃଷ୍ଣ ଯେତେବେଳେ ନିଜ ଦେହ ତ୍ୟାଗ କରିଥିଲେ ତାଙ୍କ ଦେହକୁ ପାଣିରେ ଭସା ଯାଇ ଥିଲା ଏହା ପରେ ।

ତାଙ୍କ ଦେହ ଏକ କାଠରେ ପରିଣତ ହୋଇ ଯାଇଥିଲା । ଯାହାକୁ ଓଡିଶା ରେ ଆସିକି ଜଗନ୍ନାଥ ଭାବେ ସ୍ଥାପନା ହୋଇଛନ୍ତି । କିନ୍ତୁ ଏହି ଠାରେ ଥାଇ ମଧ୍ୟ ସେ ନିଯ ଖେଳା ଲୀଳା ଭକ୍ତ ଙ୍କୁ ଦେଖାଇ ଛନ୍ତି । ସେ ଦଶିଆ ବାଉରୀ ହେଉ କିମ୍ବା ଚଇତନ୍ୟ ହୁଅନ୍ତୁ । ସେ ସଭିଙ୍କ ଡାକ ଶୁଣିଛନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତ ଏହା ସତ୍ୟ ଅଟେ କି ଭଗବାନ ଏବେ ଆମର ପବିତ୍ର ଭୂମି ଓଡିଶା ରେ ଅଛନ୍ତି ।

କେବଳ ସାଧାରଣ ଲୋକମାନେ ନୁହଁନ୍ତି ଦେବତା ମାନେ ମଧ୍ୟ ନିଜ ଶାକ୍ଷାତ କାର ପାଇଁ ଏହି ପୁରୀ ଧାମକୁ ଆସୁଥିଲେ । ହଠାତ ଦିନେ ପ୍ରଧାନ ସେବକ ଭଗାବାନ ଙ୍କ ପାଖରେ କଳାମଲ୍ଲି ଫୁଲ ଦେଖିବା କୁ ପାଇଥିଲେ ଓ ସେ ଏହା ପରେ ଭାବିଲେ ଏହା ତ ଭାରତ ବର୍ଷ ରେ କେଉଁ ଜାଗାରେ ମିଳେନି କାରଣ ଏହା ଲଙ୍କାରେ ମିଳିଥାଏ ।

ସେ ଭାବିଲେ ବୋଧେ ହୁଏ ବିଭୀଷଣ ଆସିକି ଏହି ଫୁଲ ଦେଇକି ଯାଉଛି । ଦିନେ ସେ ସବୁ ଦ୍ଵାରା ବନ୍ଦ କରିବା ପରେ ମନ୍ଦିର ଭିତରେ ଲୁଚିକି ରହିଲେ ଦେଖିଲେ ଏହା ସତ୍ୟ ଅଟେ । ସେ ଏହା ଦେଖିବା ପରେ ବିଭୀଷଣ ଯେଉଁ ଜାଗା ଦେଇକି ପୁଣି ସ୍ୱରଗ ଧାମକୁ ଯାଉଥିଲେ ସେହି ଜାଗାକୁ ଚିହ୍ନ ଲଗାଇ ଥିଲେ ଏହା ସହ ଆଉ ଏକ ଥର ଦେବା ରାଜା ଇନ୍ଦ୍ର ମଧ୍ୟ ସେହି ଜାଗା ଦେଇ ଭଗବାନ ଙ୍କ ଦର୍ଶନ ପାଇଁ ଆସି ଥିଲେ ।

ଏହା ଦେଖିବା ପରେ ଜଣେ ବାଳକ ସେହି ଜାଗାରେ ଏକ କାଠି ପୋତି ଦେଇଥିଲା । ସେହି ଜାଗାକୁ ପରେ ରାଜା ସ୍ଵର୍ଗ ଦ୍ଵାର ମାନେ ସ୍ଵର୍ଗ କୁ ଦ୍ଵାର ବୋଲି ନାମିତ କରିଲେ ତାକି ସବୁ ଏହି ବାଟ ଦେଇ ସ୍ଵର୍ଗ କୁ ଯାଇ ପାରିବେ ।

Leave a Reply

Your email address will not be published. Required fields are marked *