Tapaswiniଙ୍କୁ ମିଳିଲା ସାରା ବ୍ରହ୍ମପୁର ବାସୀଙ୍କ ସମର୍ଥନ, ଦେଖନ୍ତୁ Video କେମିତି ଧସେଇ ପଶିଲେ Sumitଙ୍କ ଘରକୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ବ୍ରହ୍ମପୁର ସହରର ରେ ତପସ୍ଵିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଦାଂପତ୍ଯ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁହିଙ୍କ ବୈବାହିକ ସମ୍ପର୍କରେ ଏତେ ମାତ୍ରା ରେ ବିବାଦ ଦେଖା ଯାଇଛି କି ଯାହା ପାଇଁ ଏହି ଶୀତ କାକର ରେ ତପସ୍ଵିନୀ ନିଜର ଅଧିକାର ପାଇବା ପାଇଁ ପୁଣି ଥରେ ପୂର୍ବ ଭଳି ସ୍ଵାମୀ ସୁମିତଙ୍କ ଘର ଆଗରେ ତମ୍ବୁ ଟାଣି ବସି ରହିଛନ୍ତି ।

ଏପରି ଅବସ୍ଥା ଦେଖି ପଡୋଶୀ ମାନେ ତପସ୍ଵିନୀଙ୍କୁ ସାନ୍ତ୍ଵନା ଦେବା ସହ ତାଙ୍କର ସମର୍ଥନ କରିବାକୁ ଆଗେଇ ଆସିଛନ୍ତି । କିନ୍ତୁ ସୁମିତ କି ତାଙ୍କ ପରିବାର ଲୋକଙ୍କ ମନରେ ତପସ୍ଵିନୀଙ୍କ ପ୍ରତି ଟିକେ ହେଲେ ବି ଦୟା ଆସୁ ନାହି । ତେବେ ବର୍ତ୍ତମାନର ବଡ ଖବର ହେଉଛି ରାତିରେ ଲୋକେ ଭାଙ୍ଗିଲେ ଗେଟ । ବାପା ପୁଅଙ୍କ ଏଭଳି ନାଟକ ଦେଖି ଅସହ୍ୟ ହୋଇ ପଡିଲେଣି ବ୍ରହ୍ମପୁର ବାସି ।

ଗତ କାଲି ସନ୍ଧ୍ୟାରେ କୋର୍ଟଙ୍କ ରାୟ ଆସିବା ପରେ ସୁମିତଙ୍କ ସାମନା ଗେଟ ଭାଲି ଥିଲେ ମହିଳା ମାନେ । ଏଥି ସହିତ ଧସେଇ ପଶିଥିଲେ ମହିଳା ମାନେ । ଭିତର ଗେଟ ଭାଙ୍ଗି ପାରି ନ ଥିଲେ ମହିଳା ମାନେ । ବ୍ରହ୍ମପୁର ସହର ବ୍ରହ୍ମ ନଗର ଗତ କାଲି ଆସନ୍ତା ସମୁଦ୍ର ପାଲଟି ଯାଇଥିଲା । ମହିଳା ଶକ୍ତି ଆଗରେ ଲୁହାର ଗେଟ ଭାଙ୍ଗି ଚୁର୍ମାର ହୋଇ ଯାଇଥିଲା ଗତ କାଲି ସନ୍ଧ୍ୟାରେ ।

ସୁମିତଙ୍କ ଘର ଭିତରକୁ ନ ଯାଇ ପାରିଥିଲେ ମଧ୍ୟ ତପସ୍ଵିନୀ ତାଙ୍କ ବାରଣ୍ଡା ପାଖକୁ ପହଞ୍ଚି ପାରିବାରେ ସଫଳ ହୋଇଛନ୍ତି । ଏ ସବୁ କେବଳ ବ୍ରହ୍ମପୁର ବାସୀଙ୍କ ପାଇଁ ସମ୍ଭବ ହୋଇ ପାରିଛି । ଅନ୍ୟ କ୍ଷେତ୍ର ରେ କୋର୍ଟର ରାଏ ଆସିବା ପରେ ଜନ ସାଧାରଣ ଏଭଳି ଗେଟ ଭାଙ୍ଗି ଘର ଭିତରକୁ ପଡିବା ଏକ ଅପରାଧ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ତପସ୍ଵିନୀଙ୍କ ପାଇଁ ପୁରା ବ୍ରହ୍ମପୁର ବାସି ଏକଜୁଟ ହୋଇ ଲଢେଇ ଆରମ୍ଭ କରିଛନ୍ତି ।

ତପସ୍ଵିନୀଙ୍କ ପାଇଁ ଅଣ୍ଟା ଭିଡି ଥିବା ଲୋକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିଜେ ତପସ୍ଵିନୀ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ତପସ୍ଵୀନୀ ଙ୍କୁ ତାଙ୍କ ଲଢେଇରେ କିଏ ନ୍ୟାୟ ଦେବ ବ୍ରହ୍ମପୁର ବାସୀ ନା କୋର୍ଟ । ଏହାକୁ ନେଇ ଏବେ ବଡ ଚର୍ଚ୍ଚା ଆରମ୍ଭ ହୋଇଛି ।

ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ କିଛି ମହିଳା ମାନେ ଏକ ହୋଇ ସୁମିତଙ୍କ ସାମନା ଗେଟ ଭାଙ୍ଗି ଭିତରକୁ ଯିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏହି ମାମଲା ରେ ଆଗକୁ କେଉଁ ମୋଡ ଆସିବ ତାହା ତ ସମୟ କହିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *