Odia Dhaga Dhamali- ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ କଷ୍ଟ ହୋଇଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି ।

ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରାଣ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ ।

୧- କେଉଁ ଦେଶରେ ଅଧିକ ଜାଆଁଳା ଛୁଆ ଜନ୍ମ ହୋଇଥାନ୍ତି ?

ଉତ୍ତର- ନାଇଜେରିଆ

୨- କେଉଁ ଦେଶରେ ଗାଳି ଦେଲେ ୫ ବର୍ଷ ଦଣ୍ଡ ମିଳିଥାଏ ?

ଉତ୍ତର- କ୍ୟୁବା

୩- କେଉଁ ଦେଶରେ ୧ ଟଙ୍କା ରେ ୧ ଲିଟର ପେଟ୍ରୋଲ ମିଳିଥାଏ ?

ଉତ୍ତର- ଘନା

୪- ଭାରତର କେଉଁ ରାଜ୍ୟ ରେ ୨୦୦୦ ଟଙ୍କାର ନୋଟ ଚାଲି ନ ଥାଏ ?

ଉତ୍ତର- ବିହାରର ମିରହଟ ଗାଁ ରେ

୫- କେଉଁ ଦେଶରେ ଅଧିକ ଅସ୍ତ୍ର ରହିଛି ?

ଉତ୍ତର- ଇରାନ

୬- କେଉଁ ଜଙ୍ଗଲି ପ୍ରାଣୀ ଶରୀରରେ ଅଧିକ ରକ୍ତ ଥାଏ ?

ଉତ୍ତର- ହାତୀ

୭- ଭାରତର ସବୁଠାରୁ ବଡ ଗ୍ରାମର ନାମ କଣ ?

ଉତ୍ତର- ଗହନର

୮- କେଉଁ ଦେଶର ଲୋକ ଷଣ୍ଢ ସହ ଲଢେଇ କରନ୍ତି ?

ଉତ୍ତର- ସ୍ପେନ

୯- ଜୟ ହିନ୍ଦୀର ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର- ନେତାଜୀ ସୁଭାସ ଚନ୍ଦ୍ର ବୋଷ

୧୦- ଭାରତରେ ସର୍ବ ପ୍ରଥମେ କେଉଁ ଠାରେ ଟ୍ୟାକ୍ସ ଆରମ୍ଭ ହୋଇଥିଲା ?

ଉତ୍ତର- ବ୍ଯାଂଲୋର

୧୧- ଗାଡି ଚାକର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା ?

ଉତ୍ତର- ଇରାକ

୧୨- ଫେସବୁକ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର- ଆମେରିକା

୧୩- କେଉଁ ଫଳ ରେ ସବୁ ପ୍ରକାରର ଭିଟାମିନ ରହିଛି ?

ଉତ୍ତର- ପାଚିଲା ଅମୃତହଣ୍ଡା

୧୪- ହିନ୍ଦୁସ୍ଥାନ ର ସବୁଠାରୁ ବଡ ପୁରୁଣା ବିଶ୍ଵ ବିଦ୍ୟାଳୟର ନାମ କଣ ?

ଉତ୍ତର- ନାଳନ୍ଦା ବିଶ୍ଵ ବିଦ୍ୟାଳୟ

୧୫- କେଉଁ ଦେଶରେ ନୂଆ ବର୍ଷ ପ୍ରତି ବର୍ଷ ବଦଳି ଥାଏ ?

ଉତ୍ତର- ଚୀନ

୧୬- ଚନ୍ଦ୍ର ରେ କେଉଁ ଗଛ ସର୍ବ ପ୍ରଥମେ ଉଠିଥିଲା ?

ଉତ୍ତର- କପାସ

୧୭- ଗୁଗୁଲ ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର- ୧୯୯୮ ମସିହାରେ

୧୮- ସେଇଟା କଣ ଯାହା ଝିଅ ମାନେ ପ୍ରଥମ ଥର କରିଲେ କଷ୍ଟ ହୋଇଥାଏ ?

ଉତ୍ତର- କାନ ଫୋଡାଇଲେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *